ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ
ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ କଟକ(ଏନ୍.ଏମ୍.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସିଏମସି ୨୨ନମ୍ବର ୱାର୍ଡ଼ରେ ଗରିବ, ନିରାଶ୍ରୟ ତଥା ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଛି । ଆଜି ସିଏମସି ସ୍ଥାନୀୟ ତିନିକୋଣିଆ ବାଗିଚାସ୍ତିତ ଶ୍ରୀ ଶ୍ରୀ ଷୋଳପୁଅ ମା’ ଠାକୁରାଣୀ ମନ୍ଦିର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ମହିଳା, ଶିଶୁ ଏବଂ ନିଗମର ସଫେଇ କର୍ମଚାରୀମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା ।…
