ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ
ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ ଭୁବନେଶ୍ୱର (ଏନ୍.ଏମ୍.): କରେନା ଯୋଗୁଁ ଦୀର୍ଘ ଦିନ ପରେ ଆସନ୍ତା ନୂଆବର୍ଷରୁ ପ୍ରାଥମିକ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ…




















