ଧୋବା ପ୍ରଧାନ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ଗିରଫ,

ଧୋବା ପ୍ରଧାନ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ଗିରଫ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡ଼ା ଥାନା ଅଧୀନ ଯୋଗିଆପଲ୍ଲୀ ପଞ୍ଚାୟତ ତେନ୍ତୁଳିଆପଲ୍ଲୀ ଗ୍ରାମରେ ଗତ ୨୦୧୯ ମସିହାରେ ସଂଘଟିତ ଧୋବା ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ସ୍ଥାନୀୟ ଅଂଚଳରୁ ଆଉ ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ନାମ ଇଶ୍ୱର ପ୍ରଧାନ ବୋଲି ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଥିଲେ । ଘଟଣା ପରଠାରୁ ସଂପୃକ୍ତ ବ୍ୟକ୍ତି ଫେରାର ହୋଇ…

Read More

ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗ ଆସୋସିଏସନର ନିଷ୍ପତ୍ତି : ରାଜ୍ୟ ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା ;

ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗ ଆସୋସିଏସନର ନିଷ୍ପତ୍ତି ରାଜ୍ୟ ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା , କଟକ(ଏନ୍‌.ଏମ୍‌.): ଏଣିକି ରାଜ୍ୟ ବାହାରୁ ମେଡ଼ିସିନ କିଣା ଉପରେ କଟକଣା ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରର କିଛି ଅସାଧୁ ବ୍ୟବସାୟୀ ଅଧିକ ଅର୍ଥ ପାଇବା ଆଶାରେ ନକଲି ଔଷଧ ପ୍ରସ୍ତୁତ କରି ଲୋକଙ୍କ ଜୀବନ ସହ ଖେଳିବା ଆରମ୍ଭ କରିଛନ୍ତି । ଫଳରେ ଜୀବନ ରକ୍ଷା ନିମନ୍ତେ ସେବନ କରାଯାଉଥିବା ଔଷଧ ପ୍ରାଣଘାତୀ…

Read More

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡକ୍ଟର ଲେନିନ୍ ମହାନ୍ତିଙ୍କ ଦାୟିତ୍ୱଗ୍ରହଣ

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡକ୍ଟର ଲେନିନ୍ ମହାନ୍ତିଙ୍କ ଦାୟିତ୍ୱଗ୍ରହଣ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡକ୍ଟର ଲେନିନ୍ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେଆଜି ଡକ୍ଟର ମହାନ୍ତି ଓଟିଡିସି କାର୍ଯ୍ୟାଳୟରେ ପହଞ୍ଚି ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟାଳୟରେ ପହଁଚିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ,…

Read More

ପୁରୁଣା କଟକ-ସମ୍ବଲପୁର ରାସ୍ତାର ମଞ୍ଚେଶ୍ୱର୍ ଠାରୁ ଆଠଗଡ ସହର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ବେଫିକର ବିଭାଗୀୟ ଅଧିକାରୀ

ପୁରୁଣା କଟକ-ସମ୍ବଲପୁର ରାସ୍ତାର ମଞ୍ଚେଶ୍ୱର୍ ଠାରୁ ଆଠଗଡ ସହର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ବେଫିକର ବିଭାଗୀୟ ଅଧିକାରୀ ଆଠଗଡ଼(ଏନ୍‌.ଏମ୍‌.): ଗୋଟିଏ ପରେ ସରକାର ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତାଘାଟର ଉନ୍ନତିକରଣ ତଥା ନବୀକରଣ କରୁଥିବାବେଳେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ମଞ୍ଚେଶ୍ୱର ଠାରୁ ଆଠଗଡ଼ ବଜାର ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ବିଭାଗୀୟ ଅଧିକାରୀ ବେଫିକର ହୋଇ…

Read More

ଅଫିସିଆଲ୍ ଟ୍ରେଲର ରିଲିଜ୍‌ ବଡପରଦାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ବୋଉର ହାତ ବାକ୍ସ’,

ଅଫିସିଆଲ୍ ଟ୍ରେଲର ରିଲିଜ୍‌ ବଡପରଦାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ବୋଉର ହାତ ବାକ୍ସ’ ଭୁବନେଶ୍ୱର(ଏନ୍‌.ଏମ୍‌.): ଭୂବନେଶ୍ୱର ଠାରେ ଏକ ପଞ୍ଚତାରକା ହୋଟେଲରେ ନୂଆ ଚଳଚ୍ଚିତ୍ର “ବୋଉର ହାତ ବାକ୍ସ’ର ଅଫିସିଆଲ୍ ଟ୍ରେଲର ରିଲିଜ୍ ହୋଇ ବୁଦ୍ଧିଜୀବୀଙ୍କ ଦ୍ୱାରା ଆଦୃତି ଲାଭ କରିଥିଲା । ଏହି ଅବସରରେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଯୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ନିର୍ଦ୍ଦେଶକ ନାରାୟଣ…

Read More

ଚୌଦ୍ୱାର ରୂପଯାତ୍ରା ଭସାଣି ସମୟରେ ଅଘଟଣ: ପଟ୍ଟାମୁଣ୍ଡାଇ କେନାଲରେ ଭାସିଗଲେ ୩

ଚୌଦ୍ୱାର ରୂପଯାତ୍ରା ଭସାଣି ସମୟରେ ଅଘଟଣ: ପଟ୍ଟାମୁଣ୍ଡାଇ କେନାଲରେ ଭାସିଗଲେ ୩ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ଐତିହାସିକ ରୂପଯାତ୍ରାର ଭସାଣି ଉତ୍ସବ ଧୁମଧାମରେ ଚାଲିଥିବାବେଳେ ୩ଟି ପରିବାର ମୁଣ୍ଡରେ ଚଡ଼କ ପଡ଼ିଯାଇଛି । ଯାତ୍ରା ଦେଖିବାପାଇଁ ଘରୁ ଆସି ଆଉ ଘରକୁ ନଫେରିବାରୁ ଘରେ କାନ୍ଦବୋବାଳି ପଡ଼ିଯାଇଥିଲା । ରୂପଯାତ୍ରାର ମଜା ଉଠାଇବାରେ ବ୍ୟସ୍ତଥିବା ତିନି ବନ୍ଧୁ ପଟ୍ଟାମୁଣ୍ଡାଇ କେନାଲରେ ଭାସି ଯାଇଥିବାବେଳେ ଆଜି ସକାଳୁ ସେମାନଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା…

Read More

ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହେଲା ଐତିହାସିକ ଚୌଦ୍ୱାର ରୂପଯାତ୍ରା

ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହେଲା ଐତିହାସିକ ଚୌଦ୍ୱାର ରୂପଯାତ୍ରା ଚୌଦ୍ୱାର (ଏନ୍‍.ଏମ୍‍.): ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଚୌଦ୍ୱାର ଅଞ୍ଚଳର ଐତିହାସିକ ରୂପଯାତ୍ରା । ଚୌଦ୍ୱାର ଅଞ୍ଚଳ ସମେତ ଆଖପାଖ ଅଞ୍ଚଳର ମଣ୍ଡପରୁ ବିଭିନ୍ନ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କ ସମାବେଶ ଜନସାଧାରଣଙ୍କ ମଧ୍ୟରେ ବେଶ ଭାବାବେଗ ଆଣିଦେଇଥିଲା । ଚଳିତ ବର୍ଷ ଅଞ୍ଚଳର ୪୩ଟି ମଣ୍ଡପରୁ ମୃଣ୍ମୟୀ ମୂର୍ତ୍ତି ଚୌଦ୍ୱାର ରୂପଯାତ୍ରା ପଡ଼ିଆରେ ଏକତ୍ରିତ ହେବା ପରେ କ୍ରମାନୁଯାୟୀ ଭସାଣି ଶୋଭାଯାତ୍ରାରେ ବାହାରିଥିଲେ ।…

Read More

କଟକ ମହାନଗର ଶାନ୍ତି କମିଟିର ନିଷ୍ପତ୍ତି :୨୪ରେ କାଳୀପୂଜା ୨୮ରେ ଭାଷାଣୀ

କଟକ ମହାନଗର ଶାନ୍ତି କମିଟିର ନିଷ୍ପତ୍ତି :୨୪ରେ କାଳୀପୂଜା ୨୮ରେ ଭାଷାଣୀ କଟକ(ଏନ୍‌.ଏମ୍‌.): ଅକ୍ଟୋବର ୨୪ ତାରିଖରେ କାଳୀପୂଜା, ୨୫ରେ ସୂର୍ଯ୍ୟପରାଗ, ୨୬ ଓ ୨୭ ଦୁଇ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୨୮ଶୁକ୍ରବାର କାଳୀ ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଦରଘାବଜାରସ୍ଥିତ କମିଟିର କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ଏକ ବୈଠକ ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାଧାରଣ…

Read More

ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର(ଏନ୍‌.ଏମ୍‌.): ମହାନ୍ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆଦର୍ଶର ପ୍ରବକ୍ତା, ‘ସଂପୂର୍ଣ୍ଣ କ୍ରାନ୍ତି’ ଭାବଧାରାର ପ୍ରବର୍ତ୍ତକ ତଥା ସାମାଜିକ ନ୍ୟାୟ ପାଇଁ ଅଙ୍ଗୀକାର ବଦ୍ଧ ଜନନେତା ସ୍ୱର୍ଗତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କାର୍ଯ୍ୟକ୍ରମରେ…

Read More

ମୁସ୍ତାକ ଅଲ୍ଳୀ ଟି-୨୦: ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ

ମୁସ୍ତାକ ଅଲ୍ଳୀ ଟି-୨୦: ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ କଟକ(ଏନ୍‌.ଏମ୍‌.): ବୋର୍ଡ ଅଫ୍ କଂଟ୍ରୋଲ କ୍ରିକେଟ୍ ଫର ଇଣ୍ଡିଆ(ବିସିସିଆଇ) ଦ୍ୱାରା ପରିଚାଳିତ ସୟଦ ମୁସ୍ତାକଅଲ୍ଲୀ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠୁ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସିକିମ୍ ବିରୋଧରେ ବୃହତ ବିଜୟ ହାସଲ କରିବା ସହ ନିଜର ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍‌-ଇରେ ସ୍ଥାନ ପାଇଥିବା ଓଡ଼ିଶା ଆଜି ନିଜର ପ୍ରଥମ ମ୍ୟାଚ୍ ଲକ୍ଷ୍ନୌ ସ୍ଥିତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ…

Read More

ସାଇକେଲ ଚୋର ଗିରଫ: ୧୬ ସାଇକେଲ ଜବତ

ସାଇକେଲ ଚୋର ଗିରଫ: ୧୬ ସାଇକେଲ ଜବତ ଚୌଦ୍ୱାର (ଏନ୍‌.ଏମ୍‌.): କଟକ ଜିଲ୍ଲାର ଚୌଦ୍ୱାର ଥାନା ରେ ପ୍ରତିଦିନ ମିଳୁଛି ବହୁତ ବଡ ବଡ ସଫଳତା । ଅପରାଧୀଙ୍କ ଦ୍ୱାରା ହେଉଥିବା ଅପରାଧ ସବୁ ବିଫଳ କରାଉଛି । ଚୌଦ୍ୱାର ପୁଲିସ ପଞ୍ଝାରେ ପଡିଛି ଆଉ ଏକ ସାଇକେଲ ଚୋର । ଅଷ୍ଟମୀ ଦିନ ଚୌଦ୍ୱାରର ଜଣେ ସାମ୍ୱାଦିକ କଳିଙ୍ଗ ଛକରେ ଏକ ଦାମୀ ସାଇକେଲ ରଖି ୧୫ ମିନିଟରେ ଫେରିଲା ବେଳକୁ ସାଇକେଲଟି ଚୋରି ହୋଇଥଲା…

Read More

ଶୋଭା ସଂଗଠନ ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳା

ଶୋଭା ସଂଗଠନ ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳା କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ସଂଗଠନ ଶୋଭା ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତରେ ପ୍ରତି ୪ ମିନିଟ୍‌ରେ ଜଣେ ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି । ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୋଇଥାଏ । ଭାରତରେ ପ୍ରାୟ ୧.୬୫ ଲକ୍ଷ ନୂତନ ପ୍ରକାରର…

Read More