ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍ପିିଙ୍କୁ ସ୍ମାରକପତ୍ର
ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍ପିିଙ୍କୁ ସ୍ମାରକପତ୍ର କଟକ(ଏନ୍.ଏମ୍.): ରାଜନୈତିକ ଶତୃତାକୁ ନେଇ ଶାସକ ଦଳର ଚାପରେ ଖୁଟୁଂଣୀ ଥାନା ଅଧିକାରୀ କାର୍ଯ୍ୟକରିବା ଏବଂ ବିନା ଦୋଷରେ ଗ୍ରାମବାସୀଙ୍କ ନାମରେ ମିଥ୍ୟା ମୋକଦମା ଦାୟର କରିବା ଆଦି ଅଭିଯୋଗକୁ ନେଇ ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ କଟକ ଗ୍ରାମଞ୍ଚଳ ଏସ୍ପିଙ୍କୁ ଏକ ଲିଖିôତି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ…
