ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ
ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ #ବ୍ରଜରାଜନଗର(ଏନ୍.ଏମ୍.): ଗୁଳିକାଣ୍ଡରେ ଆଖିବୁଜିଥିବା ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ପଞ୍ଚଭୂତରେ ଲୀନ ହୋଇ ଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ତାଙ୍କର ଜୁଇ ଜଳୁଥିବାବେଳେ ସମସ୍ତ ଆଖିରୁ ଝରି ପଡ଼ୁଥିଲା ଧାର ଧାର ଅଶ୍ରୁ । ଅବିଭକ୍ତ ସମ୍ୱଲପୁରରେ ଜନ୍ମଗ୍ରହଣ କରିଥିବା ନବ କିଶୋର ଦାସ ଝାରସୁଗୁଡ଼ାକୁ କର୍ମଭୂମୀ ଭାବେ ବାଛିଥିଲେ । ଆଉ ସେଠାରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା…
