କଟକ ସହରରୁ ପୁଣି ୬୦୧ ନୂଆ ପଜିଟିଭ ଚିହ୍ନଟ: କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ
କଟକ ସହରରୁ ପୁଣି ୬୦୧ ନୂଆ ପଜିଟିଭ ଚିହ୍ନଟ: କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ [caption id="attachment_3583" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଲମ୍ବଡିଆଁ ମାରୁଥିବାବେଳେ କଟକ ମଧ୍ୟ ପଛରେ ରହିନାହିଁ । ପ୍ରତିଦିନ ସହରରୁ ଶତାଧିକ ନୂତନ…




















