ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି
ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ନିର୍ମାଣ ହେବ ହେଲିପ୍ୟାଡ, ଲେଜର୍ ଶୋ ସହ ଫୁଟିବ ରଙ୍ଗୀନ ବାଣ #କଟକ(ଏନ୍.ଏମ୍.): ହକି ଉଦଘାଟନୀ ଉତ୍ସବରେ ଚମକିବ ବାରବାଟୀ ଷ୍ଟାଡିୟମ, ସେଥିପାଇଁ ଅନୁଷ୍ଠିତ ହେବ ଲେଜର୍ ଶୋ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ‘ୁଟିବ ବିଭିନ୍ନ କିସମର ରଙ୍ଗୀନ ବାଣ । କାର୍ଯ୍ୟକ୍ରମରେ ଯୋଗଦେବେ ସେଲିବ୍ରେଟି ଓ ଶତାଧିକ ମାନ୍ୟଗଣ୍ୟ ଅତିଥି । ସେଥିପାଇଁ ସତ୍ୟବ୍ରତ ଷ୍ଟାଡିୟମରେ ନିର୍ମାଣ ହେବ ହେଲିପ୍ୟାଡ୍ । ଏ ସଂପର୍କରେ ଆଜି…
