ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ
ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ #କଟକ(ଏନ୍.ଏମ୍.): ସ୍ଥାନୀୟ ବିଦ୍ୟାଧରପୁର ସ୍ଥିତ ଆଇସିଏଆର ପୂର୍ବାଞ୍ଚଳ ପେନସନର୍ସ ଆସୋସିଏସନର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆଇସିଏଆର ପୂର୍ବାଞ୍ଚଳର ୧୫୦ରୁ ଉର୍ଦ୍ଧ୍ୱ ପେନସନର୍ସ ଯୋଗ ଦେଇଥିଲେ । ସଭାପତି ଡ. ଶରତ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ…




















