ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ
ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ [caption id="attachment_10351" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ବନାଞ୍ଚଳର ସୁକାସନ ସଂରକ୍ଷିତ ଜଙ୍ଗଲରେ ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କରିଛି ଆଠଗଡ଼ ବନବିଭାଗ…



















