ହାଇକୋର୍ଟରେ ଆଇଜୀବୀମାନେ ବିଚାରପତିଙ୍କୁ ଉପସର୍ଗ ନଲଗାଇ କେବଳ ସାର୍ ବୋଲି କହିପାରିବେ !
ହାଇକୋର୍ଟରେ ଆଇଜୀବୀମାନେ ବିଚାରପତିଙ୍କୁ ଉପସର୍ଗ ନଲଗାଇ କେବଳ ସାର୍ ବୋଲି କହିପାରିବେ ! କଟକ(ଏନ୍.ଏମ୍.): ଆଇନଜୀବୀମାନେ ହାଇକୋର୍ଟର ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର୍ ବୋଲି ସମ୍ବୋଧନ ନକରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ବଦଳରେ…







