ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି
ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି କଟକ(ଏନ୍.ଏମ୍.): ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି । ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ଘୋଷଣା କରାଯାଇଛି । ୪ଜଣ ବରିଷ୍ଠ ଆଇନଜୀବୀଙ୍କୁ ବିଚାପତି ଭାବେ ନିଯୁକ୍ତି ଦିଆଯିବା ପାଇଁ ଯାଇଥିବା ପ୍ରସ୍ତାବକୁ କଲେଜିୟମରୁ ଅନୁମୋଦନ…




















