ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ ମାହାଙ୍ଗା(ଏନ୍‌.ଏମ୍‌.): ସାନ ଭାଇ ବଡ଼ଭାଇ ସମେତ ତାଙ୍କର ସଂସାରକୁ ଶେଷ କରି ଦେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁଶପୁର ଅଞ୍ଚଳରେ । ତେବେ ହତ୍ୟା କରିବା ପରେ ଏଭଳି ବିଭତ୍ସକାଣ୍ଡ ଘଟଣା ବିଷୟରେ ହ୍ୱାଟ୍ସଆପରେ କିଛି ବ୍ୟକ୍ତିବିଶେଷଙ୍କୁ ସୂଚନା ଦେବା ସହ ଥାନାରେ…

ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ

ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ [caption id="attachment_4483" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ମହାନଦୀରେ ଗାଧୋଇବାକୁ ଯାଇ ୩ଜଣ ପିଲା ଭାସିଯିବା ଏବଂ ଦୀର୍ଘ ସମୟ ଧରି ଦୁଇଜଣଙ୍କୁ ଉଦ୍ଧାର କରାଯାଇ ନପାରିବା ଘଟଣାରେ ଉତ୍ୟକ୍ତ ଅଞ୍ଚଳବାସୀ ରାସ୍ତାଅବରୋଧ କରିଥିଲେ । ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ମହାନଦୀରେ ପହଁଞ୍ଚିବା ବିଳମ୍ବ ହେବାରୁ ବ୍ୟାରେଜ ଛକ ମୁଖ୍ୟରାସ୍ତାକୁ…

“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

"କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର [caption id="attachment_4480" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ୍‌.ଏମ୍‌.): ଗଣମାଧ୍ୟମ ଶୃଙ୍ଖଳିତ ସମାଜର ରକ୍ଷାକର୍ତ୍ତା । ଗଣତନ୍ତ୍ରର ଅନ୍ୟ ୩ଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଭଳି ଗଣମାଧ୍ୟମ ମଧ୍ୟ ନିଜ କର୍ତ୍ତବ୍ୟର ଗୁରୁତ୍ୱ ବହନକରେ । ତେଣୁ କେହି କେହି ଏହାକୁ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବୋଲି କହିଥାନ୍ତି । ମାତ୍ର…

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା [caption id="attachment_4477" align="alignnone" width="300"] ଫଟୋ- ରମେଶ ଦାସ (ମାହାଙ୍ଗା)[/caption] ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତ ଅଧିନସ୍ଥ ବଣୁଆ ମହାପୁରୁଷ ପୀଠରେ ମନ୍ତ୍ରୀ ପ୍ରତାପ ଜେନା ମିଶନ ଶକ୍ତିର ନୂତନ ଗୃହ ଉଦ୍‌ଘାଟନ କରିଛନ୍ତି । କୁଆଁପାଳ ତାରିଣୀ ମନ୍ଦିର ପାଖରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ନିଜ…

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ [caption id="attachment_4470" align="alignnone" width="300"] ଫଟୋ- ରମେଶ ଦାସ (ମାହାଙ୍ଗା)[/caption] ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ଅଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଏକ ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏ ନେଇ ମନ୍ତ୍ରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏକ ବିଶାଳ ଶୋଭାଯାତ୍ରାରେ…

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ [caption id="attachment_4465" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ଯୋବ୍ରା ବ୍ୟାରେଜ ସ୍ଥିତ ମହାନଦୀକୁ ଗାଧୋଇବା ପାଇଁ ଆସିଥିବା ୩ଜଣ ସାଙ୍ଗ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି । ଜଗତପୁର ପୁଲିସଠାରୁ ଖବରପାଇ ଘଟଣାସ୍ଥଳରେ…

ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ

ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ [caption id="attachment_4461" align="alignnone" width="300"] ଫଟୋ- ସ୍ମୃତିରଞ୍ଜନ ତ୍ରିପାଠୀ[/caption] ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ଶିକ୍ଷାର ଉନ୍ନତି ପାଇଁ ସରକାର ଯଥେଷ୍ଟ ଯୋଜନା ଆରମ୍ଭ କରିଥିବାବେଳେ ଉପଯୁକ୍ତ ସମନ୍ୱୟର ଅଭାବ ଯୋଗୁଁ ଏହି ବ୍ୟବସ୍ଥା ଧିରେ ଧିରେ ଭୁଷୁଡିବାରେ ଲାଗିଛି । ଗୋଟିଏ ପଟେ ରାଜ୍ୟସରକାର ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଛାତ୍ରଛାତ୍ରୀ ପଢ଼ିବା ଉପରେ ଗୁରୁତ୍ୱ ଦେବାକୁ ଆକର୍ଷଣୀୟ…

ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ

ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ [caption id="attachment_4456" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ହୋମିଓପାଥିକର ଜନକ ପୂଣ୍ୟାତ୍ମା ସାମୁଏଲ ହ୍ୟାନିମାନ୍‌ଙ୍କ ୨୬୮ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ସହିଦ୍ ଭବନଠାରେ ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରଦୀପ ରାଓ ମୁଖ୍ୟଅତିଥି, ବରିଷ୍ଠ ଆଇନଜୀବୀ ରମଣୀକାନ୍ତ ପଟ୍ଟନାୟକ…

ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ?
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ?

ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ? [caption id="attachment_4453" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ରାଜ୍ୟ ବ୍ୟାପୀ ଗ୍ରୀଷ୍ମପ୍ରଭାହ କ୍ରମଶଃ ଅସହ୍ୟ ହେଉଥିବାବେଳେ ଏଥିରୁ କେହି ନିସ୍ତାର ପାଉନାହାଁନ୍ତି । ମଧ୍ୟାହ୍ନ ସମୟରେ ଟାଣ ଖରାରେ ଘରୁ ବାହାରିବା ପାଇଁ ଅନେକ ଲୋକ ମୁଣ୍ଡରେ ଗାମୁଛା ପକାଇ ଯାଆସ କରୁଥିବା ଦେଖିବାକୁ ମିଳୁଛି । ଏଭଳି…

ଜଗତପୁର ଗୋଲେଇ ଛକରେ ସିସି କ୍ୟାମେରାକୁ ନେଇ ପ୍ରଶ୍ନବାଚୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଗୋଲେଇ ଛକରେ ସିସି କ୍ୟାମେରାକୁ ନେଇ ପ୍ରଶ୍ନବାଚୀ

ଜଗତପୁର ଗୋଲେଇ ଛକରେ ସିସି କ୍ୟାମେରାକୁ ନେଇ ପ୍ରଶ୍ନବାଚୀ [caption id="attachment_4448" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ୍‌.ଏମ୍‌.): କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅପରାଧ ନିୟନ୍ତ୍ରଣ କରିବା ନିମନ୍ତେ ସିସିଟିଭିର ସହାୟତା ନିିଆଯାଇଥାଏ । ଏଥି ପାଇଁ ସହର ସମେତ ଗୁରୁତ୍ୱପୂର୍ଣ୍ଣ ତଥା ଛକ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଉଛି । ମାତ୍ର ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କିଛି ଦିନ ମଧ୍ୟରେ ଏହି…

ପାଗାହାଟ ପାଶ୍ୱର୍ରେ ନୂତନ ଫାଣ୍ଡିଗୃହକୁ ଉଦଘାଟନ କଲେ ସିପି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପାଗାହାଟ ପାଶ୍ୱର୍ରେ ନୂତନ ଫାଣ୍ଡିଗୃହକୁ ଉଦଘାଟନ କଲେ ସିପି

ପାଗାହାଟ ପାଶ୍ୱର୍ରେ ନୂତନ ଫାଣ୍ଡିଗୃହକୁ ଉଦଘାଟନ କଲେ ସିପି କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ବହୁଗ୍ରାମ ପଞ୍ଚାୟତସ୍ଥିତ ପାଗାହାଟ ନିକଟରେ ପାଗାଫାଣ୍ଡିର ନୂତନ ଗୃହ ଶୁକ୍ରବାର ଅପରାହ୍ନରେ ଶୁଭ ଉଦଘାଟନ ହୋଇଯାଇଛି । ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେରଙ୍କ ପୌରହିତ୍ୟରେ ପୁଲିସ କମିଶନର(ସିପି)ସୈାମେନ୍ଦ୍ର ପ୍ରିୟଦର୍ଶି ଯୋଗ ଦେଇ ଏହି ନୂତନ ଫାଣ୍ଡିଗୃହକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବରେଣ୍ୟ…

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଫାଟ: ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତକର୍ମୀ ଏବେ ଦଳରେ ମିଶିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଫାଟ: ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତକର୍ମୀ ଏବେ ଦଳରେ ମିଶିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଫାଟ: ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତକର୍ମୀ ଏବେ ଦଳରେ ମିଶିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ [caption id="attachment_4442" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ଗତ ୨୦୨୨ ପୌର ନିର୍ବାଚନରେ ସିଏମସି ୪୮ନମ୍ବର ୱାର୍ଡରେ ଟିକଟ ବଣ୍ଟନକୁ କେନ୍ଦ୍ରକରି ବିଜୁ ଜନତା ଦଳରେ କନ୍ଦଳ ସୃଷ୍ଟି ହୋଇଥିଲା । ଶେଷରେ ଏହି ୱାର୍ଡରୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନଳିନୀ ବେହେରା…

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ [caption id="attachment_4437" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ୨ଟି ବିଜ୍ଞପିତ ଅଞ୍ଚଳ ଗୋଟିଏ ପୌରାଞ୍ଚଳ ଓ ଗୋଟିଏ ମହାନଗର ନିଗମରେ ଆଜି ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବିଜ୍ଞପିତ ଅଞ୍ଚଳ ଓ ପୌରପରିଷଦ ସମେତ କଟକ ମହାନଗର ନିଗମରେ ଅଧ୍ୟକ୍ଷ ଏବଂ…

ସିଏମସି ଡେପୁଟି ମେୟର ହେଲେ ଦମୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିଏମସି ଡେପୁଟି ମେୟର ହେଲେ ଦମୟନ୍ତୀ

ସିଏମସି ଡେପୁଟି ମେୟର ହେଲେ ଦମୟନ୍ତୀ [caption id="attachment_4433" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଆଜି କଟକ ମହାନଗର ନିଗମରେ ପୌର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ଯାଇଛି । ପୂର୍ବରୁ କେବଳ କର୍ପୋରେଟରଙ୍କୁ ଜନସାଧାରଣ ସିଧାସଳଖ ନିର୍ବାଚନ କରୁଥିବାବେଳେ ମେୟର ଡେପୁଟି ମେୟର ଆଦି ପଦବୀରେ ପରୋକ୍ଷ ନିର୍ବାଚନ କରାଯାଇ ପ୍ରାର୍ଥୀ ଚୟନ ହୋଇଥାନ୍ତି । ଅର୍ଥାତ ନିର୍ବାଚିତ କର୍ପୋରେଟର ମାନେ ମେୟର ଓ ଡେପୁଟି…

ଲସି ଓ ସର୍ବତ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଲସି ଓ ସର୍ବତ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ

ଲସି ଓ ସର୍ବତ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କଟକ(ଏନ୍‍.ଏମ୍‍.): କଟକରେ ଏତେ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବାବେଳେ ଥଣ୍ଡା ପାନୀୟଜଳ ତଥା ଲସି ସର୍ବତର ଚାହିଦା ବେଶ ବଢ଼ିଯାଇଛି । ଫଳରେ ସହରର ବିଭିନ୍ନ ସ୍ଥାନରେ ଶହ ଶହ ଲସି ସର୍ବତ ଦୋକାନ ଖୋଲାଯାଇଛି । ଖରା ଯେତିକି ଯେତିକି ବଢ଼ିଚାଲିଛି ଥଣ୍ଡା ବା ସର୍ବତ ବ୍ୟବସାୟ ସେତିକି…

ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା! ଉଚ୍ଚସ୍ତରୀୟ ତଦନ୍ତ ଦାବି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା! ଉଚ୍ଚସ୍ତରୀୟ ତଦନ୍ତ ଦାବି

ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା ! ଉଚ୍ଚସ୍ତରୀୟ ତଦନ୍ତ ଦାବି [caption id="attachment_4425" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ(ଏନ୍‌.ଏମ୍‌.): ଭାରତସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଆର୍ôଥକ ସହାୟତାରେ କୋଣାର୍କ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ୮ଦିନିଆ ହସ୍ତତନ୍ତ ପ୍ରଦର୍ଶନୀ ଲୋକଦେଖାଣିଆ ଓ ଅର୍ଥ ହରିଲୁଟ ପାଇଁ ଉଦ୍ଦିଷ୍ଟ ହୋଇଥିବା ଅଭିଯୋଗ ହୋଇଛି । କୋଣାର୍କ ଅଞ୍ଚଳର ହସ୍ତତନ୍ତ ବ୍ୟବସାୟୀ ସଂସ୍କୃତି…

ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ

ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ [caption id="attachment_4422" align="alignnone" width="260"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ନିର୍ବାଚନରେ ଶେଷ ହୋଇ ଯାଇଛି । ହେଲେ ଶେଷ ହୋଇନି ଅଙ୍କକଷା । ଏଥର ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହୋଇଥିବାବେଳେ ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ହେବ । ତେବେ କଟକ ମହାନଗର ନିଗମରେ କ୍ରମାଗତ ଭାବେ ବିଜୁ…

କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର [caption id="attachment_4418" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ରହିଥିବା ବିଭିନ୍ନ ସାମୁହିକ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ କଟକ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଫକିରପୁର ଆଇବି ରୋଡରେ ପୁଲିସ ସହାୟତା କେନ୍ଦ୍ର ସ୍ଥାପନ, ମହାନଦୀ ବ୍ୟାରେଜ ଫାଣ୍ଡିକୁ…

ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ

ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ କଟକ ସଦର(ଏନ୍‌.ଏମ୍‌.): କଟକ ଜିଲ୍ଲା କଟକ ସଦର ବ୍ଲକ ଅନ୍ତର୍ଗତ ବୋଧପୁର ଗ୍ରାମର ପ୍ରସିଦ୍ଧ ମଲିଆବାଙ୍କ ପଡିଆ ଠାରେ ଗାଦିବ୍ରହ୍ମ ଯୁବକ ସଂଘ ଦ୍ୱାରା ଏକ ଦିବସୀୟ କ୍ରିକେଟ୍ ଟୁର୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣାମେଣ୍ଟରେ ୮ଟି ଦଳ ଅଂଶ୍ରହଣ କରିଥିଲେ । ୪ଟି ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ୪ ଦଳ ମଧ୍ୟରୁ ଅଇନପୁର ଓ…

ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା

ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା [caption id="attachment_4411" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ଜଗତପୁରସ୍ଥିତ ନିମପୁର ନୋଡାଲ ହାଇସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଖାଦ୍ୟ ମେଳା ଓ ଚିତ୍ରାଙ୍କନ ପ୍ରଦର୍ଶନୀ କରାଯାଇଥିଲା । କଳା ଶିକ୍ଷକ ପ୍ରଦ୍ୟୁମ୍ନ ମହାନ୍ତିଙ୍କ ତତ୍ତା୍ୱବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅଙ୍କାଯାଇଥିବା ଚିତ୍ର ଗୁଡିକର ଏକ ପ୍ରଦର୍ଶନୀ ହୋଇଥିଲା । ଏଥିରେ ଅନେକ…