ଶଙ୍କଟରେ ଗଜରାଜ: ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ
Slider ଅପରାଧ କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶଙ୍କଟରେ ଗଜରାଜ: ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ

ଶଙ୍କଟରେ ଗଜରାଜ: ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ [caption id="attachment_5309" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ଏବେ ଶଙ୍କଟରେ ଗଜରାଜ । ଗୋଟିଏ ପଟେ ମଣିଷ ଜଙ୍ଗଲ ଭିତରକୁ ଧସେଇ ପଶିବା ଯୋଗୁଁ ବନ୍ୟଜନ୍ତୁ ବାସହରା ବେସାହାରା ହୋଇପଡ଼ିଛନ୍ତି । ଦିନକୁ ଦିନ ଘଞ୍ଚ ଅରଣ୍ୟ ପାଲଟି ଯାଉଛି କଂକ୍ରିଟ ଜଙ୍ଗଲ ଆଉ ବିକାଶର ସ୍ମାରକୀ କଳକାରଖାନା । ଏଥିରେ ଅତିଶୟ ବନ୍ୟଜନ୍ତୁ…

ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ନେଇ ବହୁଗ୍ରାମରେ ସିପିଆଇ ପକ୍ଷରୁ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ନେଇ ବହୁଗ୍ରାମରେ ସିପିଆଇ ପକ୍ଷରୁ ବିକ୍ଷୋଭ

ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ନେଇ ବହୁଗ୍ରାମରେ ସିପିଆଇ ପକ୍ଷରୁ ବିକ୍ଷୋଭ [caption id="attachment_5306" align="alignnone" width="300"] News bu Biswajit Dalai (Salepur)[/caption] ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତରେ କାର୍ଯ୍ୟରତ ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଗୋଟିଏ ପଟେ ବିଦ୍ୟୁତ ବିଭାଗ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବାବେଳେ ନିଜ କର୍ମଚାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ନଦେବା ଦୁର୍ଭାଗ୍ୟଜନକ ବୋଲି…

ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ [caption id="attachment_5303" align="alignnone" width="300"] News by Amruta Kumar Nanda (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନମାନଙ୍କ ଦୁର୍ଦ୍ଦଶାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ଇନ୍ଦ୍ରଧନୁ ରେନ୍‌-ବୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଏକ ପୁରସ୍କାର ଲାଭ କରିଛି । ଗତ ମେ…

ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପୁରୀ ପୌରସଦନ ବର୍ଦ୍ଧିତ ଦରକୁ ବିରୋଧ ପୁରୀ(ଏନ୍‌.ଏମ୍‌.): ଦୀର୍ଘଦିନ ଧରି ପୁରୀରେ ପୌରପାଳିକା ନିର୍ବାଚନ ନହେବା ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ନିର୍ବାଚିତ ଲୋକପ୍ରତିନିଧି ନଥିବାଯୋଗୁଁ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉନାହିଁ । ଅନ୍ୟପକ୍ଷରେ ଲୋକପ୍ରତିନିଧି ନଥିବା ସୁଯୋଗ ନେଇ ଅଫିସରରାଜ ଚାଲିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୌରପାଳିକାରେ…

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ [caption id="attachment_5296" align="alignnone" width="300"] News by Biswajit Dalai (Salepur)[/caption] ସାଲେପୁର(ଏନ୍‌.ଏମ୍‌.): ସମ୍ପ୍ରତି ନଦୀବନ୍ଧଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି । ଏଥି ପାଇଁ ନଦୀକୂଳିଆ ଜନସାଧାରଣ ଆତଙ୍କିତ ରହିଛନ୍ତି । ବିଶେଷ କରି ବିରୂପା ନଦୀବନ୍ଧ ଅବସ୍ଥା କହିଲେ ନସରେ । ଦୀର୍ଘ ବର୍ଷ ଧରି ଏହି ନଦୀର ବନ୍ଧଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଏହାର…

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ !

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ ! ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଳକ୍ ଠାରେ ବିଦ୍ୟୁତ ବିଭାଗର କାମ କରୁଥିଲା ବେଳେ ହଠାତ ଲାଇନ୍ ମ୍ୟାନଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଜୟନ୍ତ ଦାସ ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଜୟନ୍ତ ସାଲେପୁର ବ୍ଲକ ଅନ୍ତର୍ଗତ ବହୁଗ୍ରାମ ଅଞ୍ଚଳର ବିଦ୍ୟୁତ ବିଭାଗରେ କାମ କରନ୍ତି । ସେ ଆଜି ଲାଇନ ସର୍ଟଡାଉନ କରି କାମ କରୁଥିବାବେଳେ…

ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ, କଟକ ଜିଲ୍ଲାରେ ୧୩୫ଟି ହାଇସ୍କୁଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ, କଟକ ଜିଲ୍ଲାରେ ୧୩୫ଟି ହାଇସ୍କୁଲ

ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ, କଟକ ଜିଲ୍ଲାରେ ୧୩୫ଟି ହାଇସ୍କୁଲ [caption id="attachment_5288" align="alignnone" width="300"] News by Smrutiranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫ଟି, କଟକ ଜିଲ୍ଲାରେ ୧୩୫ଟି, କଳାହାଣ୍ଡି ୧୦୦ଟି, ଝାରସୁଗୁଡ଼ା ଜିଲ୍ଲାର ୭୦ଟି ଓ ବରଗଡ଼ ଜିଲ୍ଲାର ୯୦ଟି ସରକାରୀ ଉଚ୍ଚବିଦ୍ୟାଳୟର ଉନ୍ନତିକରଣ କରାଯିବା ପାଇଁ…

ମେଲ୍‌ଭିନ୍ ଜୋନ୍‌ସ ଲାୟନ୍ ଚକ୍ଷୁ କେନ୍ଦ୍ରରେ ଖୋଲିଲା ଦୃଷ୍ଟି ପଟଳ ବିଭାଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମେଲ୍‌ଭିନ୍ ଜୋନ୍‌ସ ଲାୟନ୍ ଚକ୍ଷୁ କେନ୍ଦ୍ରରେ ଖୋଲିଲା ଦୃଷ୍ଟି ପଟଳ ବିଭାଗ

ମେଲ୍‌ଭିନ୍ ଜୋନ୍‌ସ ଲାୟନ୍ ଚକ୍ଷୁ କେନ୍ଦ୍ରରେ ଖୋଲିଲା ଦୃଷ୍ଟି ପଟଳ ବିଭାଗ [caption id="attachment_5284" align="alignnone" width="300"] News by Smrutiranja Tripathy (Ctc)[/caption] କଟକ(ଏନ୍‌.ଏମ୍‌.): କଟକ ବକ୍ସି ବଜାରସ୍ଥିତ ମେଲଭିନ୍ ଜୋନ୍‌ସ ଚକ୍ଷୁ ଚିକିତ୍ସାଳୟରେ ନୂତନଭାବେ ଦୃଷ୍ଟି ପଟଳ (ରେଟିନା) ବିଭାଗ ଖୋଲିଛି । ଆୟୋଜିତ ଉତ୍ସବରେ ମହାନଗର ନିଗମର ମେୟର ସୁବାସ ସିଂହ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ବିଭାଗକୁ ଉଦଘାଟନ କରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ୨୫…

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ
Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ [caption id="attachment_5281" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ(ଏନ୍‌.ଏମ୍‌.): ସମବାୟ ସମିତି ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନିର୍ବାଚନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ଅତୀତରେ ଅନେକ ଦୁର୍ନୀତି କରିଥିଲେ ମଧ୍ୟ କିଛି ରାଜନୈତିକ ଦଳର ଛତ୍ରଛାୟାତଳେ ଏମାନେ ବାରମ୍ବାର ନିର୍ବାଚିତ ହେବା ଘଟଣାକୁ…

ଏସଟିଏଫ ଟିମ ଦ୍ୱାରା ଭୁବନେଶ୍ୱରରେ ବେଆଇନ ବ୍ରାଉନ ସୁଗର ଜବତ ୩ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସଟିଏଫ ଟିମ ଦ୍ୱାରା ଭୁବନେଶ୍ୱରରେ ବେଆଇନ ବ୍ରାଉନ ସୁଗର ଜବତ ୩ ଗିରଫ

ଏସଟିଏଫ ଟିମ ଦ୍ୱାରା ଭୁବନେଶ୍ୱରରେ ବେଆଇନ ବ୍ରାଉନ ସୁଗର ଜବତ ୩ ଗିରଫ [caption id="attachment_5278" align="alignnone" width="300"] News by Dillip Kumar Muduli (BBSR)[/caption] ଭୁବନେଶ୍ୱର(ଏନ.ଏମ୍‌.): ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ନିଶା କାରବାର । କମିଶନରେଟ ପୁଲିସ ଓ ଅବକାରୀ ବିଭାଗର ଘନଘନ ଚଢ଼ାଉ ସତ୍ତ୍ୱେ ବି ନିଶା ବେପାରୀଙ୍କ କାରବାର ବୃଦ୍ଧି ବିଭାଗର ମୁଣ୍ଡବିନ୍ଧାକୁ ବଢ଼ାଇ ଦେଇଛି । ଇତି ମଧ୍ୟ କଟକ ଭୁବନେଶ୍ୱର…

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ
Slider କୃଷି କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ [caption id="attachment_5272" align="alignnone" width="300"] News by Dillip Muduli (BBSR)[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତଟ ରେଳପଥ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ସୁସ୍ଥ ପରିବେଶ ଗଠନ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରେଳକର୍ମଚାରୀମାନେ ସେମାନଙ୍କ ତରଫରୁ ନିଜେ ସହଜସାଧ୍ୟ ଉଦ୍ୟମ ଦ୍ୱାରା କାର୍ଯ୍ୟ କରିବାକୁ କାର୍ଯ୍ୟକାରୀ ମହାପ୍ରବନ୍ଧକ ନିବେଦନ କରିଛନ୍ତି ।…

କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ?, ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ?, ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି

କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ? ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି [caption id="attachment_5269" align="alignnone" width="300"] News by Kanhu charan Panda (Jagatpur)[/caption] ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ ନମ୍ବର ୱାର୍ଡ ପ୍ରଶାସନିକ ଅବହେଳା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ପକାଇଛି । ଏହି ଅଞ୍ଚଳ ପ୍ରତି ସରକାର ଓ ପ୍ରଶାସନର କେବେ ଦୃଷ୍ଟି ପଡ଼ିବ…

ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ [caption id="attachment_5266" align="alignnone" width="300"] News by Sambit kumar Senapati (Khandapada)[/caption] ଖଣ୍ଡପଡା(ଏନ୍‌.ଏମ୍‌.): ରାଜ୍ୟ ସରକାର ୫-ଟି ରୁପାନ୍ତରୀକରଣ ଯୋଜନାରେ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶ ଲାଗି ୬୦ରୁ ୬୫ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ଖଣ୍ଡପଡା ବ୍ଳକ ପ୍ରଶାସନର ଉଦାସୀନତାର ସୁଯୋଗ ନେଇ ଅନଭିଜ୍ଞ ଠିକାଦାର, ରାଜନୈତିକ…

ବିିଶ୍ୱ ପରିବେଶ ଦିବସ ନେଇ ସଚେତନତା ଶୋଭାଯାତ୍ରା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିିଶ୍ୱ ପରିବେଶ ଦିବସ ନେଇ ସଚେତନତା ଶୋଭାଯାତ୍ରା

ବିିଶ୍ୱ ପରିବେଶ ଦିବସ ନେଇ ସଚେତନତା ଶୋଭାଯାତ୍ରା [caption id="attachment_5263" align="alignnone" width="300"] News by Sambit kumar Senapati (Khandapada)[/caption] ଖଣ୍ଡପଡା (ଏନ.ଏମ): ବିଶ୍ୱ ପରିବେଶ ଦିବସ ପାଳନ ପରିପ୍ରେକ୍ଷୀରେ ଖଣ୍ଡପଡା ବନବିଭାଗ ପକ୍ଷରୁ ଏକ ସଚେତନତା ଶୋଭଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡା ବନାଚଂଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ପ୍ଳାକାର୍ଡ ଧରି ପରିବେଶ ସୁରକ୍ଷା…

ଆବାସ ଯୋଜନାରେ ଦୁର୍ନୀତି: ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆବାସ ଯୋଜନାରେ ଦୁର୍ନୀତି: ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ

ଆବାସ ଯୋଜନାରେ ଦୁର୍ନୀତି: ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ [caption id="attachment_5259" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ(ଏନ୍‌.ଏମ୍‌.): ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି କୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ୧୦ ଦିନ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ, ପଦ ଓ ଗୋପନୀୟତାର ଶପଥ ନେଲେ ୨୧ ମନ୍ତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ, ପଦ ଓ ଗୋପନୀୟତାର ଶପଥ ନେଲେ ୨୧ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ, ପଦ ଓ ଗୋପନୀୟତାର ଶପଥ ନେଲେ ୨୧ ମନ୍ତ୍ରୀ [caption id="attachment_5256" align="alignnone" width="300"] News by B. Mishra (BBSR)[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମସ୍ତ ମନ୍ତ୍ରୀମଣ୍ଡଳକୁ ପରିବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ଶନିବାର ନିଜ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ…

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ : ୫ଟି ଜିଲ୍ଲାର ୪୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ : ୫ଟି ଜିଲ୍ଲାର ୪୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ : ୫ଟି ଜିଲ୍ଲାର ୪୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ [caption id="attachment_5253" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପିଲାମାନେ କହୁଛନ୍ତି ଯେ ସ୍କୁଲ ଆସିବାକୁ ଏବେ ଆମକୁ ବେଶି ଭଲ ଲାଗୁଛି ।…

ପଞ୍ଜିକୃତ ତାଲିକାରେ ବରିଷ୍ଠ କଳାକାରଙ୍କ ନାମ ନଥିବାରୁ ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପଞ୍ଜିକୃତ ତାଲିକାରେ ବରିଷ୍ଠ କଳାକାରଙ୍କ ନାମ ନଥିବାରୁ ଅସନ୍ତୋଷ

ପଞ୍ଜିକୃତ ତାଲିକାରେ ବରିଷ୍ଠ କଳାକାରଙ୍କ ନାମ ନଥିବାରୁ ଅସନ୍ତୋଷ [caption id="attachment_5249" align="alignnone" width="300"] News by Sambit kumar Senapati (Khandapada)[/caption] ଖଣ୍ଡପଡା(ଏନ.ଏମ): କଳାକାରମାନଙ୍କ ପାଇଁ ସରକାର ପ୍ରତିମାସରେ ଭତା ପ୍ରଦାନ କରିବାର ବ୍ୟବସ୍ଥା କରିବା ସହ ସରକାରୀ କାର୍ଯ୍ୟକ୍ରମ ଗୁଡିକର ପ୍ରଚାର, ପ୍ରସାର ନିମନ୍ତେ ପ୍ରୋସାôହନ ରାଶିର ବ୍ୟବସ୍ଥା କରିଛନ୍ତି । ଏଥିନିମନ୍ତେ ବ୍ଳକସ୍ତରରେ କଳକାରମାନଙ୍କର ନାମ ପଞ୍ଜିକୃତ କରାଯାଇଛି । ମାତ୍ର ବର୍ଷବର୍ଷ ଧରି କଳା…

୭୬ ବର୍ଷିୟ ବିଧବା ବୃଦ୍ଧା ମା’କୁ ବିବାହିତ ଝିଅର ନିର୍ଯ୍ୟାତନା ଅଭିଯୋଗ; ପ୍ରଶାସନ ଉପସ୍ଥିତିରେ ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ନିଜଘରେ କରାଗଲା ଥଇଥାନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୭୬ ବର୍ଷିୟ ବିଧବା ବୃଦ୍ଧା ମା’କୁ ବିବାହିତ ଝିଅର ନିର୍ଯ୍ୟାତନା ଅଭିଯୋଗ; ପ୍ରଶାସନ ଉପସ୍ଥିତିରେ ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ନିଜଘରେ କରାଗଲା ଥଇଥାନ

୭୬ ବର୍ଷିୟ ବିଧବା ବୃଦ୍ଧା ମା'କୁ ବିବାହିତ ଝିଅର ନିର୍ଯ୍ୟାତନା ଅଭିଯୋଗ ପ୍ରଶାସନ ଉପସ୍ଥିତିରେ ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ନିଜଘରେ କରାଗଲା ଥଇଥାନ [caption id="attachment_5246" align="alignnone" width="300"] ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ[/caption] ଜଗତସିଂହପୁର(ଏନ.ଏମ୍‌.): ବିବାହ ପରେ ମଧ୍ୟ ଝିଅ ବାପଘରେ ରହି ୭୬ ବର୍ଷିୟ ଅସହାୟ ବିଧବା ବୃଦ୍ଧା ମା' ପ୍ରତି ଅତ୍ୟାଚାର କରୁଥିବା ଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ…

ଉନ୍ନତମାନର ଶିକ୍ଷାଦନ ପାଇଁ ୪ଟି ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଉନ୍ନତମାନର ଶିକ୍ଷାଦନ ପାଇଁ ୪ଟି ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

ଉନ୍ନତମାନର ଶିକ୍ଷାଦନ ପାଇଁ ୪ଟି ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ [caption id="attachment_5243" align="alignnone" width="259"] News by Sambit kumar Senapati (Khandapada)[/caption] ଖଣ୍ଡପଡା (ଏନ୍‌.ଏମ୍‌): ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ୫-ଟି ରୁପାନ୍ତରୀକରଣ ଯୋଜନାରେ ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ବିକାଶ ସହ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିଛି । ବିଦ୍ୟାଳୟଗୁଡିକରେ ଉନ୍ନତମାନର ଶିକ୍ଷଦାନ…