ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବ

ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବ ପ୍ରେମ ଓ ଶୃଙ୍ଖଳା ସ୍କାଉଟ୍ସ ଓ ଗାଇଡ୍ସର ମୂଳାଦର୍ଶ-ରାଜ୍ୟପାଳ [caption id="attachment_5454" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଆମ ସ୍ଥିତିର ଅନ୍ତିମ ସତ୍ୟ ହେଉଛି ପ୍ରେମ । ପ୍ରେମର ଆଧାରରେ ସାରା ବ୍ରହ୍ମାଣ୍ଡ ପ୍ରତିଷ୍ଠିତ ଏବଂ ଏହା ଏକ ଶୃଙ୍ଖଳାରେ ପରିଚାଳିତ । ଏହି ପ୍ରେମ ଓ ଶୃଙ୍ଖଳା ହେଉଛି ସ୍କାଉଟ୍ସ ଓ ଗାଇଡ୍‌ସର…

ବିବାଦ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଅଗ୍ନିବୀରରେ ୪ ବର୍ଷ କାର୍ଯ୍ୟକାଳ ପରେ ମିଳିବ ନିଯୁକ୍ତି
Slider ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିବାଦ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଅଗ୍ନିବୀରରେ ୪ ବର୍ଷ କାର୍ଯ୍ୟକାଳ ପରେ ମିଳିବ ନିଯୁକ୍ତି

ବିବାଦ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଅଗ୍ନିବୀରରେ ୪ ବର୍ଷ କାର୍ଯ୍ୟକାଳ ପରେ ମିଳିବ ନିଯୁକ୍ତି ନୂଆଦିଲ୍ଲୀ (ଏଜେନ୍ସି) : ଦେଶବ୍ୟାପୀ ବିବାଦ ସୃଷ୍ଟି ହେବାପରେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଥମ ଓ ସବୁଠାରୁ ବଡ ନିଷ୍ପତ୍ତି ହେଲା- ଅଗ୍ନିବୀରଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ…

ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ରଜ ଉତ୍ସବ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ରଜ ଉତ୍ସବ

ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ରଜ ଉତ୍ସବ କଟକ(ଏନ୍‌.ଏମ୍‌.): କଟକ ଖପୁରିଆ ସ୍ଥିତ ଓୟା ମଣ୍ଡପ ଠାରେ ଆକାଶବାଣୀ ଶ୍ରୋତା ପରିଷଦ ଓଡିଶା ତରଫରୁ ରଜ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ଏଥିରେ ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ପ୍ରତିଷ୍ଠାତା ସମ୍ପାଦକ ଅଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ନୃତ୍ୟ, ଗୀତ, ପୋଡ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି…

କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ : ଶିଶୁମାନେ ଭଗବାନଙ୍କ ସ୍ୱରୂପ: ରାଜ୍ୟପାଳ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ : ଶିଶୁମାନେ ଭଗବାନଙ୍କ ସ୍ୱରୂପ: ରାଜ୍ୟପାଳ

କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଶିଶୁମାନେ ଭଗବାନଙ୍କ ସ୍ୱରୂପ: ରାଜ୍ୟପାଳ [caption id="attachment_5445" align="alignnone" width="300"] News by Anadaprasad Rout (Bhadrak)[/caption] ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ କେ.କେ.ଜି.ପି ସରକାରୀ ଉଚ୍ଚ ବିଦ୍ୟାଳର ସୁବର୍ଣ୍ଣ ଜୟନ୍ତୀର ପ୍ରଥମ ଦିନରେ ଗଣଦୌଡ, ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ଅବସର ପ୍ରାପ୍ତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କୁ…

ଏଥର ରଥଯାତ୍ରାରେ ରିଲିଜ ହେବ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଏଥର ରଥଯାତ୍ରାରେ ରିଲିଜ ହେବ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’

ଏଥର ରଥଯାତ୍ରାରେ ରିଲିଜ ହେବ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ [caption id="attachment_5442" align="alignnone" width="300"] News by Amruta Nanda[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ । ନିକଟରେ ଏହାର ମ୍ୟୁଜିକ ରିଲିଜ୍ ହୋଇଯାଇଛି । ସିନେମାର କଳାକାର ଓ କ୍ରିଉକୁ ନେଇ ମ୍ୟୁଜିକ ରିଲିଜ୍ ହୋଇଥିବା ବେଳେ ରଥଯାତ୍ରାରେ ଏହାର ଶୁଭମୁକ୍ତି ହେବ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ସମନ୍ୱୟ ବୈଠକ: ଭର୍ଚ୍ଚୁଆଲ ମାଧ୍ୟମରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ସମନ୍ୱୟ ବୈଠକ: ଭର୍ଚ୍ଚୁଆଲ ମାଧ୍ୟମରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ସମନ୍ୱୟ ବୈଠକ: ଭର୍ଚ୍ଚୁଆଲ ମାଧ୍ୟମରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ [caption id="attachment_5438" align="alignnone" width="300"] News by Nimain Charan Mohanty (Puri)[/caption] ପୁରୀ(ଏନ୍‌.ଏମ୍‌.): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ପୌର ସଦନ ଠାରେ ଶେଷ ରଥଯାତ୍ରା ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରି ସମସ୍ତ ପ୍ରସ୍ତୁତିର ସମୀକ୍ଷା…

ମହାକାଳବସ୍ତ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ସମେତ ଅନ୍ୟଜଣେ ବ୍ୟକ୍ତିଙ୍କୁ ଆକ୍ରମଣ: ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମହାକାଳବସ୍ତ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ସମେତ ଅନ୍ୟଜଣେ ବ୍ୟକ୍ତିଙ୍କୁ ଆକ୍ରମଣ: ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ

ମହାକାଳବସ୍ତ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ସମେତ ଅନ୍ୟଜଣେ ବ୍ୟକ୍ତିଙ୍କୁ ଆକ୍ରମଣ: ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ [caption id="attachment_5434" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ଠିକାଦାର କାର୍ଯ୍ୟକୁ ନେଇ ମହାକାଳବସ୍ତ ପଞ୍ଚାୟତର ସରପଞ୍ଚଙ୍କୁ ଅଶିଲ୍ଲ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିଥିବା ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତ ମହାକାଳବସ୍ତ ଗ୍ରାମରେ ପଞ୍ଚାୟତର…

ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ: ଓଲଟପୁର ନିରତାର ଚିକିତ୍ସାକେନ୍ଦ୍ରର ଉନ୍ନତିକରଣ ହେବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ: ଓଲଟପୁର ନିରତାର ଚିକିତ୍ସାକେନ୍ଦ୍ରର ଉନ୍ନତିକରଣ ହେବ

ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ: ଓଲଟପୁର ନିରତାର ଚିକିତ୍ସାକେନ୍ଦ୍ରର ଉନ୍ନତିକରଣ ହେବ [caption id="attachment_5430" align="alignnone" width="300"] News by Smrutiranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଓଲଟପୁର ସ୍ଥିତ ନିରତାର ଅସ୍ଥି ଚିକିତ୍ସା ପ୍ରତିଷ୍ଠାନର ଉନ୍ନତିକରଣ ହେବ । ସେଠାରେ ରୋଗୀମାନେ ଯେପରି ସୁବିଧାରେ ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ ସେ ନେଇ ରାଜ୍ୟସରକାର ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି…

ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ: ୧୧ ଜିଲ୍ଲାପାଳ ଓ ୩ ମହାନଗର ନିଗମ କମିଶନରଙ୍କ ବଦଳି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ: ୧୧ ଜିଲ୍ଲାପାଳ ଓ ୩ ମହାନଗର ନିଗମ କମିଶନରଙ୍କ ବଦଳି

ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ: ୧୧ ଜିଲ୍ଲାପାଳ ଓ ୩ ମହାନଗର ନିଗମ କମିଶନରଙ୍କ ବଦଳି [caption id="attachment_5426" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ଆଜି ଜିଲ୍ଲାପାଳ ଓ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ଏହି ବଦଳି ମଧ୍ୟରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ଆଦି ୩ଟି ମହାନଗର ନିଗମର କମିଶନରଙ୍କୁ ବଦଳି କରାଯାଇଛି…

ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର

ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର [caption id="attachment_5420" align="alignnone" width="300"] News by Rajendra Pradhan (CTC)[/caption] କଟକ(ଏନ୍‌.ଏମ୍‌.): ଯାନ୍ତ୍ରୀକ ସଂଘର ସଂଗଠନ ସମ୍ପାଦକ ପ୍ରେମାନନ୍ଦ ବାରିକ(ୱାର୍କଚାର୍ଜ କ୍ଲର୍କ)ଙ୍କୁ ଅନ୍ୟାୟ ଭାବେ କଟକରୁ ଅନୁଗୋଳ ଜିଲ୍ଲାକୁ ହୋଇଥିବା ବଦଳି ଆଦେଶ ପ୍ରତିବାଦରେ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ମଣ୍ଡଳ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର…

ପ୍ରାଣୀ ସମ୍ବଳକୁ ବିଏମ୍‌ସିର ଗୁରୁତ୍ୱ: ଆହୁରି ଉନ୍ନତ ହେବ ଏବିସି କାର୍ଯ୍ୟକ୍ରମ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ପ୍ରାଣୀ ସମ୍ବଳକୁ ବିଏମ୍‌ସିର ଗୁରୁତ୍ୱ: ଆହୁରି ଉନ୍ନତ ହେବ ଏବିସି କାର୍ଯ୍ୟକ୍ରମ

ପ୍ରାଣୀ ସମ୍ବଳକୁ ବିଏମ୍‌ସିର ଗୁରୁତ୍ୱ: ଆହୁରି ଉନ୍ନତ ହେବ ଏବିସି କାର୍ଯ୍ୟକ୍ରମ [caption id="attachment_5417" align="alignnone" width="300"] News by B. Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ମାର୍ଟସିଟିରେ ପ୍ରାଣୀ ସମ୍ବଳର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କର୍ତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଭାରତ ସରକାରଙ୍କ ଡଗ୍ ରୁଲ୍‌କୁ ପାଥେୟ କରି ବିଏମସି କର୍ତ୍ତୃପକ୍ଷଙ୍କ ଅଧିନରେ ବୁଲା କୁକୁର ମାନଙ୍କ ବନ୍ଧ୍ୟାକରଣ କରାଯାଉଛି…

ଅବହେଳିତ ସିଏମସି ୪୮ ନମ୍ବର ୱାର୍ଡ଼ ଭୁବନପୁର: ଦୁଃଖ ପାଲଟିଛି ମୁକୁଳା ଡ୍ରେନ ସାଙ୍ଗକୁ ଅନ୍ଧାର ରାସ୍ତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅବହେଳିତ ସିଏମସି ୪୮ ନମ୍ବର ୱାର୍ଡ଼ ଭୁବନପୁର: ଦୁଃଖ ପାଲଟିଛି ମୁକୁଳା ଡ୍ରେନ ସାଙ୍ଗକୁ ଅନ୍ଧାର ରାସ୍ତା

ଅବହେଳିତ ସିଏମସି ୪୮ ନମ୍ବର ୱାର୍ଡ଼ ଭୁବନପୁର: ଦୁଃଖ ପାଲଟିଛି ମୁକୁଳା ଡ୍ରେନ ସାଙ୍ଗକୁ ଅନ୍ଧାର ରାସ୍ତା [caption id="attachment_5414" align="alignnone" width="300"] News by Kanhu charan Panda (Jagatpur)[/caption] ଜଗତପୁର(ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁର ଭୂବନପୁର ଗ୍ରାମରେ ପ୍ରଶାସନିକ ଅବହେଳା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ଜଗତପୁର ଅଞ୍ଚଳ ସିଏମସିରେ ସାମିଲ ହୋଇଥିଲେ ମଧ୍ୟ ଜସଧାରଣଙ୍କୁ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ…

ଅନ୍ନଦାପ୍ରସାଦ ରାୟଙ୍କ ଷଷ୍ଠବାର୍ଷିକ ଶ୍ରାଦ୍ଧତ୍ସୋବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅନ୍ନଦାପ୍ରସାଦ ରାୟଙ୍କ ଷଷ୍ଠବାର୍ଷିକ ଶ୍ରାଦ୍ଧତ୍ସୋବ

ଅନ୍ନଦାପ୍ରସାଦ ରାୟଙ୍କ ଷଷ୍ଠବାର୍ଷିକ ଶ୍ରାଦ୍ଧତ୍ସୋବ [caption id="attachment_5410" align="alignnone" width="300"] News by Smruti Ranjan Tripathy[/caption] କଟକ(ଏନ୍‌.ଏମ୍‌.): ସ୍ଥାନୀୟ ନୂଆପଡା ବାଲିସାହି ଆଦିବାସୀ ବସ୍ତିରେ ବିଶିଷ୍ଟ ସମାଜସେବୀ, ଲେଖକ ସାମ୍ବାଦିକ ତଥା ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଅନ୍ନଦା ପ୍ରସାଦ ରାୟଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ କାଠଯୋଡ଼ି ନଦୀରେ ତିଳତର୍ପଣ କରାଯାଇଥିଲା । ସନ୍ଧ୍ୟା ସମୟରେ ସ୍ୱର୍ଗତ ରାୟଙ୍କ ଫଟୋଚିତ୍ରରେ…

ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର

ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର ଜଗତପୁର(ଏନ୍‌.ଏମ୍‌.): ସାରସ୍ୱତ ଅନୁଷ୍ଠାନ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉତ୍କଳମଣି ଶିଶୁ ଉଚ୍ଚଶିକ୍ଷା ମନ୍ଦିର ପରିସରରେ ଅଳତା ପ୍ରତିଯୋଗିତା, ରଜଗୀତ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ସଭା ହୋଇଥିଲା । ସଂସଦର ସଭାପତି କୈଳାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ଶିକ୍ଷାସମାଜର ସଭାପତି ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ ଉଦଘାଟନ…

ତରୋଳ ବେହେରା ସାହିରେ ରଜ ମହୋତ୍ସବ ଉଦ୍ଘାଟିତ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ତରୋଳ ବେହେରା ସାହିରେ ରଜ ମହୋତ୍ସବ ଉଦ୍ଘାଟିତ

ତରୋଳ ବେହେରା ସାହିରେ ରଜ ମହୋତ୍ସବ ଉଦ୍ଘାଟିତ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ନମ୍ବର ୱାର୍ଡର ତରୋଳ ବେହେରା ସାହିରେ ରଜମହୋତ୍ସବ ଉଦଘାଟିତ ହୋଇଯାଇଛି । ସମାଜସେବୀ ଅଲେଖ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏମସି ଡେପୁଟୀ ମେୟର ଦମୟନ୍ତୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ତରୋଳ ଗ୍ରାମ କମିଟି ସଭାପତି ହେମରାଜ…

ଓକିଲାତିନାମାରେ ଶହେ ଟଙ୍କାର କର୍ପସ୍‌ଫଣ୍ଡ୍ ଷ୍ଟାମ୍ପକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓକିଲାତିନାମାରେ ଶହେ ଟଙ୍କାର କର୍ପସ୍‌ଫଣ୍ଡ୍ ଷ୍ଟାମ୍ପକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

ଓକିଲାତିନାମାରେ ଶହେ ଟଙ୍କାର କର୍ପସ୍‌ଫଣ୍ଡ୍ ଷ୍ଟାମ୍ପକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ [caption id="attachment_5400" align="alignnone" width="300"] News by Smrutiranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ସମସ୍ତ ଓକିଲାତିନାମାରେ ୧୦୦ ଟଙ୍କାର ଆଡଭୋକେଟ୍‌ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ କରାଯିବ ବୋଲି ରାଜ୍ୟ ବାର୍ କାଉନ୍‌ସିଲ୍ ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନ୍ ସମେତ କଟକର ସମସ୍ତ ବାର ଏହାକୁ ବିରୋଧ କରିଛନ୍ତି । ହାଇକୋର୍ଟ ବାର ଆସୋସିଏନ୍‌ର…

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ/କଟକ (ଏନ୍‌.ଏମ୍‌.): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରା ଓ ସୁଦର୍ଶନଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ଆଜି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀ ଜୀଉମାନେ ସ୍ନାନ କରିବା ସହ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜବେଶରେ ଦର୍ଶନ ଦେଇଛନ୍ତି । ଶ୍ରୀମନ୍ଦିର ସ୍ନାନବେଦୀର…

ଓଡ଼ିଆ ସମାଜ ଆବୁଧାବି ତରଫରୁ ଉତ୍କଳ ଦିବସ ପାଳନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ଓଡ଼ିଆ ସମାଜ ଆବୁଧାବି ତରଫରୁ ଉତ୍କଳ ଦିବସ ପାଳନ

ଓଡ଼ିଆ ସମାଜ ଆବୁଧାବି ତରଫରୁ ଉତ୍କଳ ଦିବସ ପାଳନ ଆବୁଧାବି (ଏଜେନ୍ସି): ଓଡ଼ିଆ ସମାଜ ଆବୁଧାବି (ଓସା) ତରଫରୁ ଆନନ୍ଦ, ଉଲ୍ଲାସ ଓ ଉତ୍କଣ୍ଠା ମଧ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉତ୍କର୍ଷ-୨୦୨୨ ଶୀର୍ଷକ ‘ଓସା’ର ଏହି ବାର୍ଷିକ ଉତ୍ସବ ସୁବିସ୍ତିର୍ଣ୍ଣ ଆରବ ସାଗରର ସମ୍ମୁଖସ୍ଥ ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ଆବୁଧାବି ଥିଏଟର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଦୀର୍ଘ ପ୍ରତିକ୍ଷିତ ଓ ବହୁଚର୍ଚ୍ଚିତ ମହାସମାରୋହକୁ…

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର
Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର [caption id="attachment_5389" align="alignnone" width="252"] News by Maheswar Behera (Athagarh)[/caption] ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଦୀର୍ଘଦୀନ ଧରି ଗୁଳିବିଦ୍ଧ ଅବସ୍ଥାରେ ଯନ୍ତ୍ରଣା ଭୋଗୁଥିବା ଗଜରାଜ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିବା ଜଣାପଡ଼ିଛି । ଦୀର୍ଘ ଆଠ ଦିନର ସଂଘର୍ଷ ପରେ…

‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ

‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ [caption id="attachment_5386" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି । କଳାଭୂମିରେ ଆଜି ଏକ ଖୋଲା ପାଠାଗାର ଉଦ୍‌ଘାଟିତ ହୋଇଯାଇଛି । ଓଏସ୍‌ଆରଟି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି । ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର…