ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି [caption id="attachment_5898" align="alignnone" width="252"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ ହୋଇଥିବା ଜଣାପଡ଼ିଛି । କଟକର ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଓ ନୋଇଡ଼ାରେ ଥିବା ଏକ ମିଡିଆ ଗ୍ରୁପର ସମ୍ପତ୍ତି ମିଶି ମୋଟ ୩ କୋଟି ୯୨…

ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା [caption id="attachment_5893" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟପାଳଙ୍କ ଏଡ଼ିସି ଭାବରେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ହିମାଂଶୁ ସିଂ ଓ ଓଡ଼ିଶା ପୋଲିସ ସେବାର ଚିନ୍ମୟ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ଏଡ଼ିସି ଅନୁରାଗ ଆୟାରଙ୍କ ବଦଳି ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ବିଦାୟୀ ଏଡ଼ିସିଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ…

ଇପିକଲ୍ ଏବଂ ଫିକି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଇପିକଲ୍ ଏବଂ ଫିକି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଇପିକଲ୍ ଏବଂ ଫିକି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ [caption id="attachment_5890" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ମେ ଫେୟାର ହୋଟେଲ ସମ୍ମିଳନୀ କକ୍ଷଠାରେ ଇପିକଲ ଏବଂ ଫିକି ମଧ୍ୟରେ ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସହଯୋଗ ପ୍ରଦାନ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ…

ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ

ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ କଟକ(ଏନ୍‌.ଏମ୍‌.): ବରିଷ୍ଠ ଫଟୋ ସାମ୍ବାଦିକ ପଦ୍ମଲୋଚନ ମିଶ୍ରଙ୍କ ମାତା ସୁହାଗିନୀ ମିଶ୍ରଙ୍କ ଜୁଲାଇ ୨୭ତାରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ସେ ବରିଷ୍ଠ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ଧର୍ମପତ୍ନୀ ଥିଲେ । ଏଥି ସହିତ ସ୍ୱର୍ଗୀୟା ମିଶ୍ର ଜଣେ ମିଷ୍ଠ ଭାଷୀ, ପରୋପକାରୀ ଧର୍ମପ୍ରାଣା ମହିଳା ଭାବେ…

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର [caption id="attachment_5883" align="alignnone" width="300"] News by Dillip Kumar Muduli (BBSR)[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏ. ଜି. ସମ୍ମିଳନୀ କକ୍ଷ ଠାରେ ଆଜି…

ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ

ଥଇଥାନ ହେବେ ରାସ୍ତାକଡର ଶିଶୁ ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ [caption id="attachment_5880" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତର ଏକ ପ୍ରମୁଖ ରାଜ୍ୟ ଭାବରେ ଓଡିଶା, ଶିଶୁ ଅଧିକାର ବିଧେୟକକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛି । ଆଇନ୍ ସହାୟତା ଆବଶ୍ୟକ କରୁଥିବା ପ୍ରତ୍ୟକ ଶିଶୁଙ୍କ ପ୍ରତି ଧ୍ୟାନ ଦିଆଯାଉଛି । ମିଳିତ ଜାତି ସଂଘର…

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ କଟକ(ଏନ୍‌.ଏମ୍‌.): କଟକ ରେଳଷ୍ଟେସନରେ ଆରପିଏଫ ଜବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମ୍ଭାବ୍ୟ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି ମା’ ଓ ଶିଶୁଙ୍କ ଜୀବନ । ତେବେ ଆରପିଏଫ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସାଧାରଣରେ ତାଙ୍କୁ ବେଶ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ, କଟକ ରେଲୱେ ଷ୍ଟେସନର ଆରପିଏଫ ମହିଳା ଏସଆଇ ମିସ ରୋଜି…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି [caption id="attachment_5873" align="alignnone" width="300"] News by B. Mishra (Puri)[/caption] ପୁରୀ(ଏନ୍‌.ଏମ୍‌.): ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା' ଗୃହରେ ବିପତ୍ତି ପଡ଼ିନଥାଏ ବୋଲି ପଦ୍ମପୁରାଣରେ ଉଲ୍ଲେଖ ରହିଛି । ଏହି ପରିପ୍ରେକ୍ଷୀରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ରତା ରହିଛି । ଏପରିକି…

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ
Slider ଅପରାଧ ପପୁଲାର ନିଓଜ ମନୋରଞ୍ଜନ ରାଜନୀତି ରାଜ୍ୟ

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ [caption id="attachment_5870" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼ (ଏନ୍‍.ଏମ୍‍.): ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ଉପଯୁକ୍ତ ତଦନ୍ତ ଓ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ବିକ୍ଷୋଭକାରୀମାନେ ସ୍ଥାନୀୟ କଖଡି ଠାରୁ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ…

ପୁରୀରେ ବିଦ୍ୟୁତ ମହୋତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୁରୀରେ ବିଦ୍ୟୁତ ମହୋତ୍ସବ

ପୁରୀରେ ବିଦ୍ୟୁତ ମହୋତ୍ସବ [caption id="attachment_5867" align="alignnone" width="300"] News by Ajit Kumar Mallick (Konark)[/caption] କୋଣାର୍କ (ଏନ୍‍.ଏମ୍‍.): ବିଦ୍ୟୁତର ସଦବ୍ୟବହାର ଓ ବିଦ୍ୟୁତ ସଞ୍ଚୟ ନେଇ ପ୍ରତ୍ୟେକ ଜନସାଧାରଣ ସଚେତନ ହେଲେ, ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟ କରାଯାଇ ପାରିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି । ପୁରୀ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଏବଂ ପିଜିସିଆଇଏଲ, ଓପିଟିସିଏଲ, ଟିପିସିଓଡିଏଲର ମିଳିତ…

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ [caption id="attachment_5864" align="alignnone" width="300"] News by Biswajit Dalai (Salepur)[/caption] ସାଲେପୁର(ଏନ୍‍.ଏମ୍‍.): କଟକ ଜିଲ୍ଲା ସାଲେପୁର ଥାନା ଧର୍ମାଗତପୁର ଗ୍ରାମର ଜଣେ ଯୁବକ ଚାକିରୀ କରିବାକୁ ଯାଇ ୪ବର୍ଷ ଧରି ଘରକୁ ନଫେରିବା ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଏ ନେଇ ପରିବାର ଲୋକେ ପୁଅକୁ ଫେରାଇ ଆଣିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ…

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ [caption id="attachment_5861" align="alignnone" width="300"] News From Kanhu charan Panda (Jagatpur)[/caption] ଜଗତପୁର(ଏନ୍‍.ଏମ୍‍.): ଜଗତପୁର ଆଇ.ବି.ରୋଡସ୍ଥିତ ଶତପଥି ଏଜେନ୍ସି କାର୍ଯ୍ୟାଳୟରେ ଜେ.କେ. ଲକ୍ଷ୍ମୀ ସିମେଣ୍ଟ କମ୍ପାନୀ ପକ୍ଷରୁ ଏକ ଠିକାଦାର ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବୈଷୟିକ ଅଧିକାରୀ ଇଂ. ବ୍ରହ୍ମପ୍ରକାଶ ଜେନା ଏବଂ ମାର୍କେଟିଂ ଅଧିକାରୀ କମଲଜିତ ସାହୁ ପ୍ରମୁଖ ଯୋଗଦେଇ ନିର୍ମାଣ ସମ୍ବନ୍ଧିତ…

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ [caption id="attachment_5858" align="alignnone" width="300"] News By Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶ୍ରମିକ ନେତା, ସମାଜବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ହୃଦଘାତ ଯୋଗୁ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେବ ରକ୍ତଚାପ ତଥା ହୃଦରୋଗରେ ପୀଡିତ ଥିଲେ…

ଆଠଗଡରେ କାରଗିଲ ବିଜୟ ଦିବସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଠଗଡରେ କାରଗିଲ ବିଜୟ ଦିବସ

ଆଠଗଡରେ କାରଗିଲ ବିଜୟ ଦିବସ [caption id="attachment_5855" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ଭାରତୀୟ ସେନାର ସୌର୍ଯ୍ୟ ଏବଂ ପରାକ୍ରମର ଦିବସ ବିଜୟ ଦିବସ । ଆଜିର ଦିନରେ ଭାରତୀୟ ସେନାର ବୀର ସନ୍ତାନମାନଙ୍କ ବଳିଦାନରେ ପାକିସ୍ତାନର ଆଘୋଷିତ ଯୁଦ୍ଧକୁ ଜୟ କରିଥିଲା ଭାରତୀୟ ସେନା । କାରଗିଲ ପାହାଡ ଉପରେ ତ୍ରିରଙ୍ଗା ଉଡାଇବାର ସ୍ୱର୍ଣିମ ମୂହୃର୍ତ୍ତକୁ ମନେ ପକେଇବା ପାଇଁ ପ୍ରତିବର୍ଷ ଜୁଲାଇ…

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା [caption id="attachment_5852" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଓଡ଼ିଶାର ମାଟି ପ୍ରତି ମୋହ ଏବଂ ଓଡ଼ିଆ ଝିଅକୁ ଭାରତର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରିବା ପାଇଁ ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରି ଓଡ଼ିଆ ଜାତିର ଟେକ ରଖିଥିବା କଟକ ବାରବାଟୀ ମାନ୍ୟବର ବିଧାୟକ ମହମ୍ମଦ ମୋକିମଙ୍କୁ ସ୍ୱାଭିମାନ କଟକ…

ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ

ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ [caption id="attachment_5849" align="alignnone" width="300"] News by Biswajit Dalai (Salepur)[/caption] ସାଲେପୁର(ଏନ୍‌.ଏମ୍‌.): ସାଲେପୁର ମାଟିରେ ଫଳୁଛି ପେନ୍ଥା ପେନ୍ଥା ଅଙ୍ଗୁର । ଆଉ ଏହି ମାଟିରେ ଅଙ୍ଗୁର ଫଳାଇ ଏବେ ଚର୍ଚ୍ଚାରେ ଅଛନ୍ତି ଜଣେ ଅଟୋ ଡ୍ରାଇଭର । ପେଶା ତାଙ୍କର ଅଟୋ ଚଳାଇବା ହେଲେ; ନିଶା ହେଉଛି ବାଡ଼ି ବଗିଚାରେ ବିଭିନ୍ନ ରକମର ଫୁଲ ଫଳ ଗଛ ଲଗାଇବା…

କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ

କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ ସିକନ୍ଦର ଆଲାମଙ୍କ ସ୍ମୃତିରେ ସମ୍ମାନ ଲକ୍ଷ ଲକ୍ଷ ସଂଗୀତ ସାଧକଙ୍କୁ ଅନୁପ୍ରାଣିତ କରିବ-ମୁଖ୍ୟମନ୍ତ୍ରୀ [caption id="attachment_5846" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ସହଯୋଗରେ ଓଡିଆ ସଂଗୀତ ଜଗତର…

ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱୀକୃତି ପ୍ରତ୍ୟାହାର ଚିଠି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱୀକୃତି ପ୍ରତ୍ୟାହାର ଚିଠି

ଆନ୍ଦୋଳନ ସ୍ଥଗିତ ରଖିଲା ଓଡିଶା ଅଭିଭାବକ ମହାସଂଘ ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱୀକୃତି ପ୍ରତ୍ୟାହାର ଚିଠି [caption id="attachment_5843" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୦୯ଶିକ୍ଷା ଅଧିକାର ଆଇନ ଅନୁଯାଇ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫ପ୍ରତିଶତ ସିଟ ସଂରକ୍ଷଣ ବ୍ୟବସ୍ଥା ରହିଛି । ହେଲେ ଓଡିଶା ଅଭିଭାବକ ମହାସଂଘର ବହୁ ବାର ଧାରଣା, ଧର୍ମଘଟ, ଅନଶନ…

ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ

ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ [caption id="attachment_5840" align="alignnone" width="300"] News by Smrutiranjan Tripathy (Choudwar)[/caption] ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଶିଶୁ ମନ୍ଦିରରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିଶୁମନ୍ଦିର ସଭାପତି ସ୍ୱପ୍ନା ନାୟକଙ୍କ ପୌରହିତ୍ୟରେ ଇମ୍ଫା ଶିଳ୍ପ ସଂସ୍ଥା ଦ୍ୱାରା ନୂତନ ଭାବେ ନିର୍ମାଣ କରାଯାଇଥିବା ସ୍ୱଚ୍ଛ ପାନୀୟ…

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି କଟକ/ ସାଲେପୁର (ଏନ୍‌.ଏମ୍‌.): ବିଭିନ୍ନ ସମୟରେ କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ଜବତ କରାଯାଇଥିଲା । ତେବେ ସେଗୁଡ଼ିକ ଦୀର୍ଘ ଦିନ ଧରି ଥାନା ପରିସରରେ ଗଦାହୋଇ ରହିବା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷତ ହେଉଥିଲା । ତେଣୁ ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସିଏମସି ପକ୍ଷରୁ ଜବତ…