ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ
ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ [caption id="attachment_7467" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍.ଏମ୍.): ବଦଳିବ ପର୍ଯ୍ୟଟନସ୍ଥଳୀ ରୂପରେଖ ଓ ଗୋଆ ବିଚ୍ ଭଳି ଚନ୍ଦ୍ରଭାଗା ବିଚ୍ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା କରାଯାଇଛି । ଝଲସି ଉଠିବ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଓ ଏନେଇ ୫ଟି ସଚିବ ଭି.କେ. ପାଣ୍ଡିଆନ ଅଞ୍ଚଳ ପରିଦର୍ଶନକରି ସ୍ଥିତି ଅନୁଧ୍ୟାନ କରିଛନ୍ତି…




















