ବିଷ ଖାଇଥିବା ପାତ୍ରପୁର ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଷ ଖାଇଥିବା ପାତ୍ରପୁର ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବିଷ ଖାଇଥିବା ପାତ୍ରପୁର ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ #ବ୍ରହ୍ମପୁର(ଏନ୍‌.ଏମ୍‌.): ବିଷ ପାନ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜିପିଓ ପ୍ରମୋଦ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘ ୧୨ ଦିନ ଧରି ଚିକିତ୍ସିତ ହେବା ପରେ ଆଖି ବୁଜିଛନ୍ତି । ସୂଚନା ଅନୁଯାୟୀ, ଜାନୁଆରୀ ୩୦ତାରିଖରେ ପ୍ରମୋଦଙ୍କୁ ଭଞ୍ଜନଗରରୁ ପାତ୍ରପୁର ବ୍ଲକକୁ ବଦଳି କରାଯାଇଥିଲା । ଭଞ୍ଜନଗର ବିଡିଓ…

ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ

ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ [caption id="attachment_8226" align="alignnone" width="300"] News by B.Mishra (Bhubaneswar)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି)ରୁ ସଦସ୍ୟ ପଦରୁ ନ୍ୟାୟମୂର୍ତ୍ତି ରଘୁବୀର ଦାଶ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିବା ଜଣାପଡ଼ିଛି । ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିୟୁକ୍ତି ପ୍ରସଙ୍ଗ ନେଇ ନ୍ୟାୟମୂର୍ତ୍ତି ଦାଶ ତାଙ୍କ ପଦରୁ ଇସ୍ତଫା…

କଟକରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟରର ବ୍ରାଣ୍ଡ ନୂଆ ଶୋ’ରୁମ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟରର ବ୍ରାଣ୍ଡ ନୂଆ ଶୋ’ରୁମ୍‌

କଟକରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟରର ବ୍ରାଣ୍ଡ ନୂଆ ଶୋ’ରୁମ୍‌ ଟେକ୍ ଆଗ୍ରହୀମାନଙ୍କୁ ଯୋଗାଇବ ଲ୍ୟାଟେଷ୍ଟ ଇଲେକ୍ଟ୍ରୋନିକ୍ସ ଉତ୍ପାଦ [caption id="attachment_8221" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଅଗ୍ରଣୀ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ମେଟ୍ରୋ କମ୍ପ୍ୟୁଟରର କଟକର ପୁରୀଘାଟ ରୋଡରେ ନୂତନ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି । ଏହା ଅନ୍ୟ ପାରମ୍ପରିକ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ତୁଳନାରେ ଲ୍ୟାଟେଷ୍ଟ ଇଲେକ୍ଟ୍ରୋନିକ୍ସ ପ୍ରଦାନ…

ଏନଆରଆରଆଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଏନଆରଆରଆଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ

ଏନଆରଆରଆଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ [caption id="attachment_8215" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନଆରଆରଆଇ)ରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତକୁ ଆଖି ଆଗରେ ରଖି ଡିସିପି ପିନାକ…

କଟକରେ ଜିଏସ୍‌ଟି ଚଢ଼ାଉ: ନଗଦ ୧୭.୮୧ ଲକ୍ଷ ଟଙ୍କା ସମେତ ନଥି ପତ୍ର ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ଜିଏସ୍‌ଟି ଚଢ଼ାଉ: ନଗଦ ୧୭.୮୧ ଲକ୍ଷ ଟଙ୍କା ସମେତ ନଥି ପତ୍ର ଜବତ

କଟକରେ ଜିଏସ୍‌ଟି ଚଢ଼ାଉ: ନଗଦ ୧୭.୮୧ ଲକ୍ଷ ଟଙ୍କା ସମେତ ନଥି ପତ୍ର ଜବତ [caption id="attachment_8207" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସରକାରଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଫାଙ୍କି ବ୍ୟବସାୟ କରିବା ଅଭିଯୋଗରେ ଜିଏସ୍‌ଟି ବିଭାଗ ପକ୍ଷରୁ କଟକରେ ଆଜି ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଜଣେ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମେତ ମୋଟ ୪ଟି ଜାଗାରେ…

ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ [caption id="attachment_8204" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ସହବନ୍ଧିତ ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ)ର ବାର୍ଷିକ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ…

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ [caption id="attachment_8201" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼ (ଏନ୍‌.ଏମ୍‌.): ମୃତ ହାତୀର ତଦନ୍ତ ସମୟରେ ବନବିଭାଗ କର୍ମଚାରୀଙ୍କ କଷ୍ଟଡ଼ିରେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ବନବିଭାଗ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇ ପୁଲିସ…

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ [caption id="attachment_8198" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ପାଳିତ ହୋଇଯାଇଛି ପବିତ୍ର ଅଗ୍ନି ଉତ୍ସବ । ବିଶେଷ କରି ଅଗ୍ନି ଉତ୍ସବକୁ ମହିମା ଧର୍ମବଲମ୍ବୀ ସାଧୁସନ୍ଥମାନେ ପାଳନ କରୁଥିବାବେଳେ ଏବେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପାଳିତ ହୋଇ ଆସୁଛି । ଏହି ଅବସରରେ ବିଶେଷ କରି ଝାଡ଼ ଜଳିବାର ପରମ୍ପରା ରହିଛି । ମହିମା…

ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି [caption id="attachment_8194" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.) : ସରକାର ଏଣିକି ଭାରତୀୟ ପ୍ରଶାସନିକ ସେବା ପାଇଁ ଓଡ଼ିଶାର ପିଲାଙ୍କୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଅଧିକରୁ ଅଧିକ ଓଡ଼ିଆ ପିଲା କିଭଳି ଆଇଏଏସ ପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି…

କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି [caption id="attachment_8191" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଓ ବାଦବିବାଦର ଅନ୍ତ ଘଟାଇ ଆଜି ସ୍ଥାନୀୟ ମାଧିପୁର ଛକ ନିକଟରେ କୋଣାର୍କ କୋର୍ଟ କମ୍ପେ୍ଲକ୍ସର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହାଇକୋର୍ଟ…

ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା

ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା [caption id="attachment_8188" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ ପାଇଁ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ଆଜି ସିଡିଏସ୍ଥିତ ବାସଭବନରେ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ଏହି ପ୍ରସଙ୍ଗରେ ସେ ବହୁ…

ଶିବରାତ୍ରୀ ପାଇଁ ନୃସିଂହନାଥ ପୀଠରେ କଟକଣା ଲଗାଇଲା ପ୍ରଶାସନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶିବରାତ୍ରୀ ପାଇଁ ନୃସିଂହନାଥ ପୀଠରେ କଟକଣା ଲଗାଇଲା ପ୍ରଶାସନ

ଶିବରାତ୍ରୀ ପାଇଁ ନୃସିଂହନାଥ ପୀଠରେ କଟକଣା ଲଗାଇଲା ପ୍ରଶାସନ [caption id="attachment_8185" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଫେବ୍ରୁଆରୀ ୧୮ ତାରିଖରେ ମହାଶିବ ରାତ୍ରୀ ପାଳନ ହେବ । ଏଥି ପାଇଁ ଜିଲ୍ଲାର ସମସ୍ତ ଶୈବ ପୀଠରେ ଏହି ପର୍ବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଶିବରାତ୍ରୀ ଦିନ ଶିବ ମନ୍ଦିରରେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ…

ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ

ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ [caption id="attachment_8182" align="alignnone" width="300"] News by I&PR ODISHA[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ଆନୁକୂଲ୍ୟରେ ଫେବୃୟାରୀ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଜାତୀୟ ନାଟ୍ୟ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ…

ମନ ମୋହିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମନ ମୋହିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

ମନ ମୋହିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା [caption id="attachment_8179" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଜନତା ମଇଦାନରେ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଏବେ ଦର୍ଶକଙ୍କ ମନମୋହିବାରେ ଲାଗିଛି । ଏଥିରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ହସ୍ତତନ୍ତ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ ପଟେଲ, ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ ଏବଂ ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ…

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ [caption id="attachment_8176" align="alignnone" width="229"] News by Padmalochan Mishra (Cuttack)[/caption] #କଟକ (ଏନ୍‌.ଏମ୍‌.): ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ମାସ ତା ୧୧ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରୁ ଉଚ୍ଚନ୍ୟାୟାଳୟ ଏବଂ ଜିଲ୍ଲାର ସମସ୍ତ ସିଭିଲ କୋର୍ଟ ଓ ସମସ୍ତ ତାଲୁକସ୍ତରୀୟ କୋର୍ଟ ପରିସରରେ ଅନୁଷ୍ଠିତ ହେବ । ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧୀନ ମୋକଦ୍ଦମା ଯଥା ଦେୱାନୀ…

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ [caption id="attachment_8172" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଚଳିତ ମାସ ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ଶ୍ରୀଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଚୀି ଏହି ବୈଠକରେ ଆଠଗଡ ଉପଜିଲ୍ଲାପାଳ ତଥା…

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ [caption id="attachment_8167" align="alignnone" width="300"] News by Kanhucharan Panda (Jagatpur)[/caption] #କଟକ(ଏନ୍‌.ଏମ୍‌.): ପେଟପାଟଣା ପାଇଁ ନିରୀହ, ଗରିବ ଭଳି ଅଭିନୟ କରି ବଞ୍ଜାରାମାନେ ପଲା ମାରି ରହିବାର କିଛି ଦିନ ପରେ ସେମାନଙ୍କ ଅସଲ ମୁଖା ଖୋଲିଯାଇଥିବା ଜଣାପଡ଼ିଛି । ଫଳରେ ବଞ୍ଜାରାମାନଙ୍କୁ ତୁରନ୍ତ ଏଠାରୁ ହଟାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।…

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି #ଜୟପୁର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଖୁବ ପ୍ରଶଂସା କରିଛନ୍ତି । ବିକ୍ରମଦେବ କଲେଜର ପ୍ଲାଟିନମ୍ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମଞ୍ଚରେ ତାଙ୍କର ବନ୍ଦନା ଗାନ କରିଛନ୍ତି ବିଧାୟକ ଶ୍ରୀ ବାହିନୀପତି । ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ…

ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ

ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ [caption id="attachment_8158" align="alignnone" width="300"] News by B. Mishra (BBSR)[/caption] #ଭୁବନେଶ୍ୱର (ଏନ୍‌.ଏମ୍‌.): ପଶ୍ଚିମ ଓଡ଼ିଶାର ଟାଣୁଆ ଜନନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ନେଇ ତଦନ୍ତ ଚାଲିଥିବାବେଳେ ଏହା ଲୋକ ଦେଖାଣିଆ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ଉଠିଛି । ଏପରିକି ତଦନ୍ତକରୁଥିବା ପୁଲିସ ବିଭାଗର ଅଧିକାରୀଙ୍କ…

ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ

ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ [caption id="attachment_8154" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ସନ୍ଥ ରାମପାଲଜୀ ମହାରାଜାଙ୍କ ତତ୍ତ୍ୱାବଧାନରେ ସତ୍ୟଲୋକ ଆଶ୍ରମ କୁରୁକ୍ଷେତ୍ରରେ ପାଳିତ ହେଲା ପରମେଶ୍ୱର କବୀରଜୀଙ୍କ ନିର୍ବାଣ ଦିବସ । ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି କାର୍ଯ୍ୟକ୍ରମକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ସନ୍ଥ ଗରୀବ ଦାସଜୀ ମହାରାଜାଙ୍କ ଅମର…