ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର
ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର [caption id="attachment_8434" align="alignnone" width="300"] News by Ramesh Mohanty (Jagatsingpur)[/caption] #ଜଗତସିଂହପୁର (ଏନ୍.ଏମ୍.): ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଅଘଟଣ ଘଟିଛି । ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତମାନେ ଇଚ୍ଛାପୁର ଓ ଆଖାପାଖ ଅଞ୍ଚଳର ବୋଲି ଜଣାପଡ଼ିଛି…




















