ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ [caption id="attachment_8704" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସାମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ ଓ ଆଶ୍ରମ ପିଲାଙ୍କ ସହ ପଖାଳ ଖାଇବା ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ଭାବ ବିନିମୟ କରିଥିଲେ । ‘ଆମେ ଓଡ଼ିଆ, ଆମ ପଖାଳ…

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସମାଜରେ ବିଭିନ୍ନ ପ୍ରକାର ମିଡ଼ିଆ ନିଜର ଅସ୍ଥିତ୍ୱକୁ ସୁଦୃଢ଼ କରିଥିବାବେଳେ ଏହାକୁ ହାତବାରିସୀ କରି ବିଭିନ୍ନ ସଂସ୍ଥା, ବିଭାଗୀୟ କର୍ତ୍ତୃପକ୍ଷ ନିଜର ପତିଆରାକୁ ଜାହିର କରିବାରେ ଲାଗି ପଡ଼ିଛନ୍ତି । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥାର କର୍ତ୍ତୃପକ୍ଷ ଦୁର୍ନୀତିରେ ବୁଡ଼ି ରହି ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବାରେ ବ୍ୟସ୍ତ ରହିଛନ୍ତି । ମାତ୍ର ସାମ୍ବାଦିକଙ୍କ ଶନିଦୃଷ୍ଟିରୁ…

ହରିଓଁ ସ୍ମାଇଲର ଶିକ୍ଷାତ୍ମକ କାର୍ଯ୍ୟକ୍ରମ: ‘ହସ ମାଧ୍ୟମରେ ଆତ୍ମା ପରମାତ୍ମା ସହ ଯୋଡ଼ି ହୋଇ ପାରିବ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହରିଓଁ ସ୍ମାଇଲର ଶିକ୍ଷାତ୍ମକ କାର୍ଯ୍ୟକ୍ରମ: ‘ହସ ମାଧ୍ୟମରେ ଆତ୍ମା ପରମାତ୍ମା ସହ ଯୋଡ଼ି ହୋଇ ପାରିବ’

ହରିଓଁ ସ୍ମାଇଲର ଶିକ୍ଷାତ୍ମକ କାର୍ଯ୍ୟକ୍ରମ: ‘ହସ ମାଧ୍ୟମରେ ଆତ୍ମା ପରମାତ୍ମା ସହ ଯୋଡ଼ି ହୋଇ ପାରିବ’ [caption id="attachment_8698" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସୁଖ ,ଶାନ୍ତି, ସୁସ୍ଥ ଓ ଆନନ୍ଦ ଉଲ୍ଲାସରେ ରହିବାକୁ ଚାହାଁନ୍ତି, କିନ୍ତୁ ତାହା ସହଜରେ ହୋଇ ପାରେନି । ସାରା ଜୀବନ ଖୁସି ଖୋଜି ଖୋଜି ସମୟ ଅତିବାହିତ କରିଦିଅନ୍ତି । ମାତ୍ର ତାହା…

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ [caption id="attachment_8695" align="alignnone" width="300"] News by Basanta Ratha (Kishannagar)[/caption] #କିଶନନଗର(ଏନ୍‌.ଏମ୍‌.): ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରୁଥିବାବେଳେ ବାଟରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅପରାହ୍ନରେ ୫ଜଣ ଛାତ୍ର ପରୀକ୍ଷା ଦେଇ ଫେରିବା ସମୟରେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଏହି ସମୟରେ ଖବର ପାଇ କିଶନନଗର ପୁଲିସ…

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା [caption id="attachment_8692" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ଶନିବାର ଅପରାହ୍ନରେ ଗୋପ ବ୍ଲକ୍ ତଥା କୋଣାର୍କ ଥାନା ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସଂପୃକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ତ୍ରିପାଠୀ ଓ ତାଙ୍କ ସ୍ୱାମୀ ତଥା କୁନଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଦୟ କୁମାର ବଡପଣ୍ଡା ମଧ୍ୟାହ୍ନ…

ଅର୍ଚ୍ଚନା ନାଗ ନାଁରେ ୪ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆଟାଚ୍ କଲା ଇଡି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅର୍ଚ୍ଚନା ନାଗ ନାଁରେ ୪ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆଟାଚ୍ କଲା ଇଡି

ଅର୍ଚ୍ଚନା ନାଗ ନାଁରେ ୪ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆଟାଚ୍ କଲା ଇଡି [caption id="attachment_8689" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାରି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆଟାଚ କରିଛି । ବର୍ତ୍ତମାନ ମାମଲା କୋର୍ଟ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ…

‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ

‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ [caption id="attachment_8686" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ସୁବିଧା ସୁଯୋଗକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ‘ମୋ ସରକାର’ ଏକ ଯୁଗାନ୍ତକାରୀ ବ୍ୟବସ୍ଥା । ଟିମ୍‌ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ୍‌, ଟାଇମଲିମିଟ, ଆଦି ୫ଟି ନିୟମକୁ ଆଧାର…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼
Slider ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼ ‘ବି’ ସେଟରୁ ବାହାରିଲା ‘ଏ’ ସେଟର ପ୍ରଶ୍ନ, ବୋର୍ଡ କହିଲା- କଟିବନି ଗୋଟିଏ ବି ମାର୍କ [caption id="attachment_8683" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିବାଦ ଭିତରୁ ମୁକୁଳି ପାରୁନି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା (ବୋର୍ଡ଼) । ପରୀକ୍ଷା ପରିଚାଳନା ନେଇ ବିଭିନ୍ନ ସମୟରେ ବୋର୍ଡ଼ ଛନ୍ଦି ହୋଇ ପଡ଼ୁଛି ବିବାଦ ଭିତରେ…

୫-ଟି ଅଧିନସ୍ଥ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କମିଟି ପ୍ରଥମ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

୫-ଟି ଅଧିନସ୍ଥ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କମିଟି ପ୍ରଥମ ବୈଠକ

୫-ଟି ଅଧିନସ୍ଥ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କମିଟି ପ୍ରଥମ ବୈଠକ [caption id="attachment_8679" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟର ସମସ୍ତ ଜିଲ୍ଲାରେ ସଦର ମହକୁମା, ଉପଖଣ୍ଡମାନଙ୍କରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଚିକିତ୍ସାଳୟ ଗୁଡିକୁ ୫ଟି ଆଧାରରେ ‘ଆମ ହସ୍ପିଟାଲ’ ରୁପାନ୍ତିକରଣ କାର୍ଯ୍ୟକ୍ରମ ଜରିଆରେ ଉନ୍ନତିକରଣ କରାଯିବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲାର ୯ଟି ବିଧାନସଭା…

ଟର୍ନାଣ୍ଟ ଆୟୁର୍ବେଦିକ କମ୍ପାନୀ ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଟର୍ନାଣ୍ଟ ଆୟୁର୍ବେଦିକ କମ୍ପାନୀ ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା

ଟର୍ନାଣ୍ଟ ଆୟୁର୍ବେଦିକ କମ୍ପାନୀ ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା [caption id="attachment_8676" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ଆୟୁଷ ମନ୍ତ୍ରାଳୟ ଦ୍ୱାରା ସିକୃତି ପ୍ରାପ୍ତ ଟର୍ନାଣ୍ଟ ଆୟୁର୍ବେଦିକ ଔଷଧ କମ୍ପାନୀ ସମଗ୍ର ଭାରତ ବର୍ଷରେ ଲୋକମାନଙ୍କୁ ସେବା ଯୋଗାଇ ଦେଇ ଆସୁଛି । ଏହି ଟର୍ନାଣ୍ଟ ଆୟୁର୍ବେଦ ଔଷଧ ୨୦୧୮ ମସିହାରୁ ବଜାର ପ୍ରବେଶ କରିସାରିଛି । ଏହାକୁ ମୁଖ୍ୟତଃ କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ…

ଆଠଗଡ଼ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ନେଇ ଆଲୋଚନାଚକ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଆଠଗଡ଼ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ନେଇ ଆଲୋଚନାଚକ୍ର

ଆଠଗଡ଼ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ନେଇ ଆଲୋଚନାଚକ୍ର [caption id="attachment_8672" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ସ୍ଥାନୀୟ ମହୋତ୍ସବ ପଡିଆ ଠାରେ ଆଠଗଡ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ମହିଳା ସଶକ୍ତିକରଣ ସହ ଏ ବର୍ଷର ଥିମ୍ "ଲିଙ୍ଗଗତ ସମତା’, ସ୍ୱାଧିନତା ଆନ୍ଦୋଳନରେ…

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ [caption id="attachment_8669" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ କରାଯାଇଛି । ଏହି ଅବସରରେ ଉପସ୍ଥିତ ବକ୍ତାମାନେ ଭଗବାନ କାହାକୁ କେମିତି ଜନ୍ମ ଦେଇଛନ୍ତି କେହି କହି ପାରିବେ ନାହିଁ । କିନ୍ତୁ ସମାଜରେ ସୁସ୍ଥ…

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା [caption id="attachment_8665" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ଆଗକୁ ଆଉ ବର୍ଷେ ରହିଲା ସାଧାରଣ ନିର୍ବାଚନ । ଏଥିପାଇଁ ବିଜେଡି ପ୍ରଚାର ଓ ପ୍ରସାର ଓ ସାଂଗଠନିକକୁ ଗୁରୁତ୍ୱ ଦେଇଛି । ଦଳର ସବୁଠାରୁ ଶକ୍ତିଶାଳୀ ହେଉଛି ସଂଗଠନ । ଯାହାର ସଂଗଠନ ତୃଣମୂଳ ସ୍ତରରେ ସୁଦୃଢ ସେ ଦଳର…

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ [caption id="attachment_8662" align="alignnone" width="300"] News by Kanhu Charan Panda (Cuttack)[/caption] #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ସ୍ଥାନୀୟ ନିମପୁର ଖେଳପଡ଼ିଆରେ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ୱାଳଙ୍କ…

୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ

୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ [caption id="attachment_8659" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ତିନିଦିନ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପରେ ଆଜି ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରହିଛି । ମୁଖ୍ୟ ଶାସନ ସଚିବଙ୍କ ଅପିଲ ପରେ ଏହି ଆନ୍ଦୋଳନ ୯୦ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି ।…

ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର

ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର [caption id="attachment_8652" align="alignnone" width="300"] News by Padmalochan Mishra (Cuttack)[/caption] #କଟକ (ଏନ୍‌.ଏମ୍‌.): ୧୦ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜରାସ୍ତାକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ପ୍ରଭାବ ଗୋଟିଏ ଦିନପରେ ଏବେ ବଜାର ଦର ଉପରେ ପଡ଼ିଛି । ବିଶେଷ କରି ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ସିଧାସଳଖ ପ୍ରଭାବ ପରିବା…

ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ

ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ [caption id="attachment_8649" align="alignnone" width="300"] News by Kanhucharan Panda (Jagatpur)[/caption] #କଟକ/ଜଗତପୁର(ଏନ୍‍.ଏମ୍‍.): ରାଜ୍ୟସରକାରଙ୍କ ନିକଟରେ ଡ୍ରାଇଭରମାନଙ୍କ ମୌଳିକ ଅଧିକାର ପ୍ରଦାନ କରିବା ଦାବିରେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୩୦ଟି ଜିଲ୍ଲା ତଥା ୩୧୪ଟି ବ୍ଲକରେ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି…

ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି

ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି [caption id="attachment_8644" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଚାଷୀଙ୍କ ଠାରୁ ଧାନ କିଣିବା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଏକ ପ୍ରହସନରେ ପରିଣତ କରିଛନ୍ତି ବୋଲି ଏ.ଆଇ.କେ.ଏସ୍‌. ସହ-ବନ୍ଧିତ ଓଡ଼ିଶା କୃଷକ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଗୋଟିଏ ପଟେ ସରକାର ଚାଷୀମାନଙ୍କ ପାଇଁ…

ସିଏମସି ପକ୍ଷରୁ ୩୦ ଦୋକାନ ଉପରେ ଚଢଉ :୧୫ କେଜିରୁ ଊର୍ଦ୍ଧ୍ୱ ଗୁଟ୍‌ଖା ଜବତ, ୫ ହଜାର ଜୋରିମାନା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଏମସି ପକ୍ଷରୁ ୩୦ ଦୋକାନ ଉପରେ ଚଢଉ :୧୫ କେଜିରୁ ଊର୍ଦ୍ଧ୍ୱ ଗୁଟ୍‌ଖା ଜବତ, ୫ ହଜାର ଜୋରିମାନା

ସିଏମସି ପକ୍ଷରୁ ୩୦ ଦୋକାନ ଉପରେ ଚଢଉ :୧୫ କେଜିରୁ ଊର୍ଦ୍ଧ୍ୱ ଗୁଟ୍‌ଖା ଜବତ, ୫ ହଜାର ଜୋରିମାନା [caption id="attachment_8640" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ସହରରେ ବ୍ୟାପକ ବେଆଇନ ଗୁଟଖା କାରବାର ଚାଲିଥିବା ନେଇ ସିଏମସି ପକ୍ଷରୁ ୩୦ରୁ ଊର୍ଦ୍ଧ୍ୱ ଦୋକାନ ଉପରେ ଚଢଉ କରାଯାଇ ପ୍ରାୟ ୧୫ କେଜିରୁ ଊର୍ଦ୍ଧ୍ୱ ଗୁଟଖା ଜବତ କରାଯିବା ସହ ସେମାନଙ୍କ…

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ [caption id="attachment_8637" align="alignnone" width="300"] News by Akhsya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ବାରିପଦା ସ୍ଥିତ ଷ୍ଟାଡିୟମ କନଫେରେନ୍ସ ହଲ ଠାରେ ବାରିପଦା ଖଣ୍ଡାୟତ ପରିବାର ତରଫରୁ ତୃତୀୟ ଥର ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦାର ସମସ୍ତ ଖଣ୍ଡାୟତ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗ ଦେଇ ଖଣ୍ଡାୟତ…