ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ
ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ [caption id="attachment_4483" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍.ଏମ୍.): ମହାନଦୀରେ ଗାଧୋଇବାକୁ ଯାଇ ୩ଜଣ ପିଲା ଭାସିଯିବା ଏବଂ ଦୀର୍ଘ ସମୟ ଧରି ଦୁଇଜଣଙ୍କୁ ଉଦ୍ଧାର କରାଯାଇ ନପାରିବା ଘଟଣାରେ ଉତ୍ୟକ୍ତ ଅଞ୍ଚଳବାସୀ ରାସ୍ତାଅବରୋଧ କରିଥିଲେ । ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ମହାନଦୀରେ ପହଁଞ୍ଚିବା ବିଳମ୍ବ ହେବାରୁ ବ୍ୟାରେଜ ଛକ ମୁଖ୍ୟରାସ୍ତାକୁ…




















