ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ପକ୍ଷରୁ ବିଶେଷ ସ୍ୱଛତା ଅଭିଯାନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ପକ୍ଷରୁ ବିଶେଷ ସ୍ୱଛତା ଅଭିଯାନ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ପକ୍ଷରୁ ବିଶେଷ ସ୍ୱଛତା ଅଭିଯାନ   ନିମାପଡ଼ା(ଏନ୍‌.ଏମ୍‌.): ନିମାପଡା ବ୍ଲକ ଅଧୀନ ହଂସପଡାଗ୍ରାମରେ ବିଶେଷ ସ୍ୱଛତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି| ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ଜଣ କୃଷକ ଓ ମହିଳା ଅଂଶ ଗ୍ରହଣ କରିଥିଲେ| ଗ୍ରାମବାସୀ ସ୍ୱଛତା ପାଇଁ ଶପଥ ଗ୍ରହଣ କରିବା ସହ ଶ୍ରମଦାନ କରି…

ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ

ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ କଟକ(ଏନ୍‌.ଏମ୍‌.): ଓଡିଶା ସେତୁ ଏବଂ ନିର୍ମାଣ ନିଗମ(ଓବିସିସି)ର ମହାପ୍ରବନ୍ଧକ-୩ ପ୍ରଦୀପ କୁମାର ରଥ ଆଜି ଖାନନଗର ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ବସ ଟମିର୍ନାଲରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ମହାପ୍ରବନ୍ଧକଙ୍କ ସମେତ ଓବିସିସିର ଏକ ଟିମ ନିର୍ମାଣ ସ୍ଥଳୀରେ ଥିବା ପାଇଲଗୁଡିକର ପ୍ରସ୍ତୁତତା ଯାଞ୍ଚ କରିଥିଲା । ଅନ୍ୟପକ୍ଷରରେ…

ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର

ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଶଯ୍ୟାଶାୟୀଙ୍କୁ ଘରେ କରୋନା ଟିକା ପ୍ରଦାନ କରାଯିବ । ଯେଉଁମାନେ ବାର୍ଦ୍ଧକ୍ୟଜନିତ କିମ୍ବା କୌଣସି କାରଣବଶତଃ ଶଯ୍ୟାଶାୟୀ ଥିବେ ସେମାନେ ନିଗମ ପକ୍ଷରୁ ଜାରି କରାଯାଇଥିବା ନିଃଶୁଳ୍କ ନମ୍ବରରେ ଯୋଗାଯୋଗ କରିବା ପରେ ନିଗମ ପକ୍ଷରୁ ସେମାନଙ୍କ ଘରେ ଟିକା ପ୍ରଦାନ କରାଯିବ ବୋଲି…

କୟଳପଡା ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଓ ମଧୁସୂଦନ ପାର୍କ ଉଦ୍‌ଘାଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

କୟଳପଡା ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଓ ମଧୁସୂଦନ ପାର୍କ ଉଦ୍‌ଘାଟନ

କୟଳପଡା ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଓ ମଧୁସୂଦନ ପାର୍କ ଉଦ୍‌ଘାଟନ ଚୌଦ୍ୱାର(ଏନ୍‌.ଏମ୍‌.): କୟଳପଡା ଗ୍ରାମ ପଞ୍ଚାୟତରେ କୟଳପଡା ଠାରେ ୩୫ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପ ଓ ୧୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମଧୁସୂଦନ ପାର୍କ ଅପରାହ୍ନ ୩ଘଟିକା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ସଭାପତିତ୍ୱରେ ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡମାର ମାନ୍ୟବର ବିଧାୟକ…

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ #ବଲାଙ୍ଗୀର(ଏନ୍‌.ଏମ୍‌.): ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ କପାଣି ବସ ଷ୍ଟେସନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବେଲପଡା ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠାନ ହୋଇଯାଇଛି । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରୁ ଦେବାଦେବୀ ପୂଜାର୍ଚ୍ଚନା ପରେ ସଶସ୍ତ୍ର ଆଦିବାସୀମାନେ ଡକା ବାଦ୍ୟ ତାଳେ ତାଳେ ନାଚି ନାଚି ହଜାର ସଂଖ୍ୟାରେ ଆଦିବାସୀମାନେ ଗାଁ…

ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ

ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ #କଟକ (ଏନ୍‌.ଏମ୍‌.): ତିନୋଟି ସ୍ଥାନରେ ସିରିଜ୍ ଦୁର୍ଘଟଣା ଘଟାଇଥିବା ଏକ ଟ୍ରକକୁ ଲୋକେ ଅଟକାଇବା ସହିତ ଚାଳକକୁ ବିଡାନାସୀ ପୁଲିସ ଜିମା ଦେଇଛନ୍ତି । ତେବେ ଏହି ସିରିଜ୍ ଦୁର୍ଘଟଣାରେ ଗୋଟିଏ ମଟର ସାଇକେଲ୍ ଓ ଏକ କାର୍ ଭାଙ୍ଗିରୁଜି ଯାଇଛି । ତେବେ ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ମୃତାହତ ହୋଇନାହନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ…

ଜିଲ୍ଲା ଲୋକ ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜିଲ୍ଲା ଲୋକ ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା

ଜିଲ୍ଲା ଲୋକ ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା #କଟକ(ଏନ୍‌.ଏମ୍‌.): ଜିଲ୍ଲା ପ୍ରଶାସନ କଟକ ଓ ଜିଲ୍ଲା କଳା ସଂସ୍କୃତି ସଂଘ କଟକ ପକ୍ଷରୁ ସ୍ୱରାଜ ଆଶ୍ରମ ପରିସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ କଟକ ଜିଲ୍ଲାର ବିଭିନ୍ନ ବ୍ଲକରୁ ବାରଗୋଟି ଲୋକକଳା ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ…

କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ

କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି କଟକ ସହରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ । ଗତ ବୁଧବାରଦିନ ସିଏମସି ଅନ୍ତର୍ଗତ ରାଜାବଗିଚା ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗର ପାଣି ଫାଇପ ହଠାତ ଫାଟି ଯିବା ଯୋଗୁଁ ଜଳ ଫୁଆରର ଭ୍ରମ ସୃଷ୍ଟି ହୋଇଥିବାବେଳେ ଆଜି ସଂଧ୍ୟାବେଳେ ବାଦାମବାଡ଼ି ଟ୍ରାଫିକ…

ସନ୍ଦେହ ଜନକ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତହେହ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସନ୍ଦେହ ଜନକ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତହେହ ଉଦ୍ଧାର

ସନ୍ଦେହ ଜନକ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତହେହ ଉଦ୍ଧାର #ଭୁବନେଶ୍ୱର (ଏନ୍‌.ଏମ୍‌.): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗ(ଗୁଡ଼ୁ)ଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ଗତ କାଲି ରାତିରୁ ଅନୁରାଗ ନିଖୋଜ ଥିଲେ । କିନ୍ତୁ ଆଜି ତାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।…

ଘରୋଇ ଫାଇନାସ୍ ଅଫିସରୁ ଲୁଟ ଘଟଣାରେ ୩ ଗିରଫ: ଚୋରି ଟଙ୍କା ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଘରୋଇ ଫାଇନାସ୍ ଅଫିସରୁ ଲୁଟ ଘଟଣାରେ ୩ ଗିରଫ: ଚୋରି ଟଙ୍କା ଜବତ

ଘରୋଇ ଫାଇନାସ୍ ଅଫିସରୁ ଲୁଟ ଘଟଣାରେ ୩ ଗିରଫ: ଚୋରି ଟଙ୍କା ଜବତ ଚୌଦ୍ୱାର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଏକ ଫାଇନାନ୍ସ ସଂସ୍ଥାରୁ ଲକ୍ଷାଧିକ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଦାଫାସ କରିଛି । ସୂଚନା ଅନୁଯାୟୀ ଚୌଦ୍ୱାର ପୌରପାଳିକା ଅଞ୍ଚଳରେ ଭାରତ ଫାଇନାସ ନାମକ ଏକ ସଂସ୍ଥା ରହିଥିବାବେଳେ ସେହି ସଂସ୍ଥା କାର୍ଯ୍ୟାଳୟରୁ ଟଙ୍କା ଲୁଟ ହୋଇଥିବା ନେଇ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୋଗକୁ ଗୁରୁତର…

‘୧୧ରୁ ନାଇଟ୍ କର୍ଫ୍ୟୁ, ପୁଲିସ୍ ସ୍କାନରରେ ରହିବେ ଅପରାଧୀ’
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

‘୧୧ରୁ ନାଇଟ୍ କର୍ଫ୍ୟୁ, ପୁଲିସ୍ ସ୍କାନରରେ ରହିବେ ଅପରାଧୀ’

‘୧୧ରୁ ନାଇଟ୍ କର୍ଫ୍ୟୁ, ପୁଲିସ୍ ସ୍କାନରରେ ରହିବେ ଅପରାଧୀ’ ଭୁବନେଶ୍ୱର(ଏନ୍‌.ଏମ୍‌.): ପାର୍ବଣ ଆରମ୍ଭ ହୋଇ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ବି ବଢ଼ିବାରେ ଲାଗୁଛି । ଏପରି ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଅଧିକ ସମ୍ଭାବନା ରହିଛି । ତେଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା କମାଇବାକୁ ଆସନ୍ତା ୧୧ ତାରିଖରୁ…

ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର

ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର କଟକ(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ଜଳ ସଂପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ପଡ଼ିଯାଇଛନ୍ତି । ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଂ.ବିଧାନଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ନିଜ ବାସଭବନକୁ ଯିବା ସମୟରେ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏ ନେଇ ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଛି । ସୂଚନା ଅନୁଯାୟୀ,…

କଟକ ସିଟି ହସ୍ପିଟାଲର ଉନ୍ନତିକରଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କଟକ ସିଟି ହସ୍ପିଟାଲର ଉନ୍ନତିକରଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

କଟକ ସିଟି ହସ୍ପିଟାଲର ଉନ୍ନତିକରଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ #କଟକ(ଏନ୍‌.ଏମ୍‌.): କଟକ ସହରବାସୀଙ୍କୁ ତତ୍‌କ୍ଷଣାତ୍ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ସରକାର ଓ ପ୍ରଶାସନିକସ୍ତରରେ ଉଦ୍ୟମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ସିଟି ହସ୍ପିଟାଲରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଜିଲ୍ଲାପାଳ…

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ: ୧୫୩ଜଣ କୃତକାର୍ଯ୍ୟ, ଶ୍ରେଷ୍ଠ ୧୦ ମଧ୍ୟରେ ୩ ମହିଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ: ୧୫୩ଜଣ କୃତକାର୍ଯ୍ୟ, ଶ୍ରେଷ୍ଠ ୧୦ ମଧ୍ୟରେ ୩ ମହିଳା

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ: ୧୫୩ଜଣ କୃତକାର୍ଯ୍ୟ ଶ୍ରେଷ୍ଠ ୧୦ ମଧ୍ୟରେ ୩ ମହିଳା #କଟକ(ଏନ୍‌.ଏମ୍‌.): ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ଜଣ ମହିଳା ପ୍ରାର୍ଥୀ ଥିବାବେଳେ ୭ଜଣ ପୁରୁଷ ରହିଛନ୍ତି । ପରୀକ୍ଷାରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି…

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା #କଟକ(ଏନ୍‌.ଏମ୍‌.): ଏସିଏଫ ମୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଖୁଲାସା କରିଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ବୋଲି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ…

ସିଏମସିରେ ବଢ଼ୁଛି ଦୁର୍ନୀତିର ତାଲିକା: ତେଲ ପିଇ ଯାଉଛନ୍ତି ପମ୍ପ ଅଧିକାରୀ ଓ କର୍ମଚାରୀ !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଏମସିରେ ବଢ଼ୁଛି ଦୁର୍ନୀତିର ତାଲିକା: ତେଲ ପିଇ ଯାଉଛନ୍ତି ପମ୍ପ ଅଧିକାରୀ ଓ କର୍ମଚାରୀ !

ସିଏମସିରେ ବଢ଼ୁଛି ଦୁର୍ନୀତିର ତାଲିକା: ତେଲ ପିଇ ଯାଉଛନ୍ତି ପମ୍ପ ଅଧିକାରୀ ଓ କର୍ମଚାରୀ ! #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ବଢ଼ୁଛି ଦୁର୍ନୀତିର ତାଲିକା । ଏପରିକି ସିଏମସିର ବିଭାଗୀୟ ଯନ୍ତ୍ରୀଙ୍କ ସହାୟତାରେ କର୍ମଚାରୀମାନେ ତେଲ ପିଇ ଯାଉଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏ ନେଇ ସିଏମସି କମିଶନରଙ୍କୁ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ସିଏମସି ରାଜକୋଷରୁ ଲୁଟ ହେଉଥିବା…

ଶୀତଦିନକୁ ଦୃଷ୍ଟିରେ ରଖି କରୋନା କଟକଣା ବଢ଼ାଇଲା ସିଏମସି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଶୀତଦିନକୁ ଦୃଷ୍ଟିରେ ରଖି କରୋନା କଟକଣା ବଢ଼ାଇଲା ସିଏମସି

ଶୀତଦିନକୁ ଦୃଷ୍ଟିରେ ରଖି କରୋନା କଟକଣା ବଢ଼ାଇଲା ସିଏମସି #କଟକ(ଏନ୍‌.ଏମ୍‌.): ଶୀତଦିନକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଥିବା ଯୋଗୁଁ ପୂର୍ବରୁ ଯେତିକି ଜନସମାଗମ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା ଏବେ କଟକଣା ଲାଗୁ କରାଯାଇଛି । କଟକ ସହରରେ ବାହାଘର, ଅନ୍ତେଷ୍ଟିକ୍ରିୟା ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ…

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା #କଟକ(ଏନ୍‍.ଏମ୍‍.): ଖାଦ୍ୟରେ ଜହର । ବିଭିନ୍ନ ଅପମିଶ୍ରଣ ସାଙ୍ଗକୁ ମିଶୁଛି ଅଖାଦ୍ୟ । ଯାହା ଫଳରେ ସୃଷ୍ଟି ହେଉଛି ବିଭିନ୍ନ ରୋଗ । ଲୋକେ ଖାଇବା ନାଁରେ କିଣୁଛନ୍ତି ଜହର । ଏଭଳି ଏକ ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । କଟକ ସହରରେ ଥିବା ଏକ ପାଉଁରୁଟି (ବେକେରୀ) କାରଖାନାରେ ଖାଦ୍ୟ ଅନୁପୋଯୋଗୀ…

ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ

ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ #ଜଗତପୁର(ଏନ୍‍.ଏମ୍‍.): ଜଗତପୁର ପ୍ରେସ କ୍ଲବ ପରିସରରେ କ୍ରୀଡ଼ାବିତ୍ ରଞ୍ଜନ କୁମାର ବିଶ୍ୱାଳଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜଗତପୁର ଶାନ୍ତିକମିଟି ସମ୍ପାଦକ ତଥା ଟ୍ରକ ମାଲିକ ସଂଘ ସଭାପତି ଦିଲ୍ଲୀପ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନା ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ…

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ #ଜଗତପୁର(ଏନ୍‍.ଏମ୍‍.): ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଠାରେ ଚାଷୀ ଆନ୍ଦୋଳନକାରୀଙ୍କୁ ଗାଡି ଚଢ଼େଇ ମାରିଦେବା ଘଟଣାର ଅର୍ଥ ଗଣତନ୍ତ୍ରକୁ ହତ୍ୟା କରିବା । ନିଜର ହକ ପାଇଁ ଗଣତାନ୍ତ୍ରୀକ ପଦ୍ଧତିରେ ଆନ୍ଦୋଳନ ଚାଲିଥିବାବେଳେ ସେମାନଙ୍କୁ ଇଂରେଜ ଶାସକଙ୍କ ଭଳି ହତ୍ୟା କରିବା ଭଳି ବର୍ବରତା ଦୁର୍ଭାଗ୍ୟଜନକ ବୋଲି ଜଗତପୁର ଠାରେ ଚୌଦ୍ୱାର-କଟକ ଯୁବ…