ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଭୁବନେଶ୍ୱର(ଏନ୍‌.ଏମ୍‌.): ୨୬ ଅକ୍ଟୋବର ଠାରୁ ୧ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ନୀତି ନିର୍ବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧ଟାବେଳେ ଦୁର୍ନୀତି ବିରୋଧୀ ଶପଥ ପାଠ କରାଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ…

ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ ବୋଲି କହିଛନ୍ତି । ଗରିବରୁ ଅତି ଗରିବ ମହିଳାମାନଙ୍କୁ ଆଜିର ସମାଜରେ…

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ କଟକ (ଏନ୍‌.ଏମ୍‌.): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା, ସ୍ୱଚ୍ଛତା ବଜାୟ ରଖିବା ସହ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ମୂଳୋତ୍ପୋଟନ…

ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ

ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ କଟକ (ଏନ୍‌.ଏମ୍‌.): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠୱାଙ୍କ ଅଧ୍ୟକ୍ଷତା କରି ଭିଜିଲାନ୍ସ ନିର୍ଦ୍ଦେଶାଳୟ, ସେଲ ଡିଭିଜନର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଜୀବନର ପ୍ରତ୍ୟେକସ୍ତରରୁ ଦୁର୍ନୀତି ଦୂର…

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ କଟକ (ଏନ୍‌.ଏମ୍‌.): ରାଜ୍ୟର ୩୭୮ ଜଣ ଓଏଏସ୍‌ଙ୍କ ନିଯୁକ୍ତିକୁ ବୈଧତା କଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ଏହି ପ୍ରାର୍ଥୀମାନେ ଆଶ୍ୱସ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ । ତେବେ ସେମାନଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ…

ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଦିଲ୍ଲୀକୁ ବାଚସ୍ପତିଙ୍କ ଗସ୍ତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଦିଲ୍ଲୀକୁ ବାଚସ୍ପତିଙ୍କ ଗସ୍ତ

ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଦିଲ୍ଲୀକୁ ବାଚସ୍ପତିଙ୍କ ଗସ୍ତ ଭୁବନେଶ୍ୱର(ଏନ୍‌.ଏମ୍‌.): ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ନିର୍ବାଚନମଣ୍ଡଳୀରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତା ୨୧.୧୦.୨୦୨୧ ରୁ ୨୪.୧୦.୨୦୨୧ ଋଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଯାଇ ଫେରି ଆସିଛନ୍ତି । ଓଡିଶା ବିଧାନ ସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ରାଜ୍ୟ ସଭାର ଅଧିକାରୀମାନଙ୍କର ସହ ଅଲୋଚନା କରିଛନ୍ତି । ଏଠି ଉଲ୍ଲେଖ ଯୋଗ୍ୟ…

ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ଓ ସିଟ୍ ସଂରକ୍ଷଣ ନିମନ୍ତେ ବିଜ୍ଞପ୍ତି : ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ଓ ସିଟ୍ ସଂରକ୍ଷଣ ନିମନ୍ତେ ବିଜ୍ଞପ୍ତି : ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା

ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ଓ ସିଟ୍ ସଂରକ୍ଷଣ ନିମନ୍ତେ ବିଜ୍ଞପ୍ତି : ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ପୌର ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି । ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୌର ଓ ଏନଏସି ଭୋଟ…

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଜୁ କୃଷକ ବିକାଶ ଯୋଜନାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚୟନ କମିଟି ବୈଠକ ୨୯୧୧ଟି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦନ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜୁ କୃଷକ ବିକାଶ ଯୋଜନାରେ ବିଭିନ୍ନ ପ୍ରକାର ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟସ୍ତରୀୟ ଚୟନ କମିଟି(ସ୍କ୍ରିନିଂ କମିଟି)ର ୨୨ତମ ବୈଠକ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…

ପିଆଇବି ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସାମ୍ବାଦିକ ସମ୍ମିଳନୀ: ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କାର୍ଯ୍ୟ ସ୍ୱାଧୀନତା ସଂଗ୍ରାମରେ ଏକ ଆକର୍ଷଣୀୟ ଅଧ୍ୟାୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପିଆଇବି ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସାମ୍ବାଦିକ ସମ୍ମିଳନୀ: ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କାର୍ଯ୍ୟ ସ୍ୱାଧୀନତା ସଂଗ୍ରାମରେ ଏକ ଆକର୍ଷଣୀୟ ଅଧ୍ୟାୟ

ପିଆଇବି ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସାମ୍ବାଦିକ ସମ୍ମିଳନୀ: ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କାର୍ଯ୍ୟ ସ୍ୱାଧୀନତା ସଂଗ୍ରାମରେ ଏକ ଆକର୍ଷଣୀୟ ଅଧ୍ୟାୟ କଟକ(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତାର ୭୫ବର୍ଷର ପୂର୍ତ୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀକି ଅମୃତ ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଟକ ଓଡ଼ିଆ…

କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧

କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ପ୍ରଦର୍ଶିତ କୋଣାର୍କ (ଏନ୍‌.ଏମ୍‌.): କଳା ଓ ସଂସ୍କୃତିର ସଙ୍ଗମ ସ୍ଥଳି ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ରରେ ପଦ୍ମଶୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନବଦ୍ୟ କଳାନୁଷ୍ଠାନ ‘କୋଣାର୍କ ନାଟ୍ୟମଣ୍ଡପ’ । ଏହି ଅନୁଷ୍ଠାନର ଶିକ୍ଷାର୍ଥୀ ଓ ଶିକ୍ଷାର୍ଥିନୀମାନଙ୍କ ଦ୍ୱାରା କୁମାର ଉତ୍ସବ ଅବସରରେ ଆୟୋଜିତ ହୋଇଥାଏ ଏକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁମାରୋତ୍ସବ’ ।…

ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ

ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଭୁବନେଶ୍ୱର ଏବେ ସେକ୍ସର‌୍ୟାକେଟର ଅଭୟାରଣ୍ୟ ପାଲଟିଛି । କମିଶନରେଟ ପୁଲିସ ପକ୍ଷରୁ ଏହାକୁ ଅଙ୍କୁଶ ଲଗାଇବା ପାଇଁ ବହୁ ଉଦ୍ୟମ କରୁଥିଲେ ମଧ୍ୟ ଅସାଧୁ ବ୍ୟକ୍ତିମାନେ ନୂଆନୂଆ ତରିକାରେ ଦେହ ବ୍ୟବସାୟ ଚଳାଇଛନ୍ତି । ଆଜି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦେହ ବେପାର କାର୍ଯ୍ୟରେ ସମ୍ପୃକ୍ତିଥିବା ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ସୂଚନା…

ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ

ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ ଏଣିକି ଏସସିବିରେ ହେବ ଯକୃତ ପ୍ରତିରୋପଣ କେନ୍ଦ୍ର #କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ଜନସାଧାରଣଙ୍କୁ ଚିକିତ୍ସା କ୍ଷେତ୍ରରେ ଉନ୍ନତ ସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ନୂତନ ଭାବେ ୨ଟି ବିଭାଗ ଉଦ୍‌ଘାଟନ ହୋଇଯାଇଛି । ଯାହା ଓଡିଶା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । କଟକ ବଡ଼ମେଡ଼ିକାଲକୁ ରାଜ୍ୟସରକାର…

ପୁଲିସ ପକ୍ଷରୁ କଟକରେ କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ପୁଲିସ ପକ୍ଷରୁ କଟକରେ କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ

ପୁଲିସ ପକ୍ଷରୁ କଟକରେ କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ ୬ରେ ଭସାଣି, ଗୋଟିଏ ଘଣ୍ଟ ବଜାଇବାକୁ ଅନୁମତି କଟକ(ଏନ୍‌.ଏମ୍‌.): ଗତବର୍ଷ ଚଳିତବର୍ଷ ମଧ୍ୟ କରୋନା ଯୋଗୁ କଟକ ସହରରେ ଅନ୍ୟାନ୍ୟ ପୂଜା ପାର୍ବଣ ଭଳି ନିରାଡମ୍ବରଭାବେ ପାଳନ କାଳିପୂଜା ପାଳନ କରାଯିବ । ଦୁର୍ଗାପୂଜା ଭଳି ସବୁ ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ବିନା ଭକ୍ତରେ ମା’ କାଳିପୂଜା ଅସନ୍ତା ୪ତାରିଖ ମଧ୍ୟରାତ୍ରିରେ ନୀତି…

ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ

ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ କଟକ(ଏନ୍‌.ଏମ୍‌.): ଜାତୀର ଜନକଙ୍କ ସାବରମତୀ ଆଶ୍ରମରେ କେନ୍ଦ୍ର ସରକାର ଗୁଜରାତ ଓ ଭାରତ ସରକାର ଆଧୁନିକୀକରଣ କରିବା ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୧୨୪୬ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ବାପୁଙ୍କର ଏହି ସୁପ୍ରସିଦ୍ଧ ଆଶ୍ରମର ସୁପରିଚାଳନା ନିମନ୍ତେ ଗାନ୍ଧୀବାଦୀମାନଙ୍କ ପକ୍ଷରୁ ପାଞ୍ଚଗୋଟି ଟ୍ରଷ୍ଟ ଥିବା ସତ୍ତ୍ୱେ ଗୁଜରାତ…

ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): କରୋନା ମହାମାରୀ ଯୋଗୁ ସ୍ଥଗିତ ରହିଥିବା ଅସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ଦର ସମଗ୍ର ରାଜ୍ୟରେ ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ । ଏଥିପାଇଁ ରାଜ୍ୟର ସବୁ ଅଞ୍ଚଳର ଗାଁ ଓ ସହରଗୁଡ଼ିକରେ ଥିବା ସ୍ଥାବର ସମ୍ପତ୍ତି (କୋଠା, ଜମିବାଡ଼ି)ର ବେଞ୍ଚମାର୍କ ଦର ବୃଦ୍ଧି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜସ୍ୱ…

ନବଯୁଗର ସ୍ରଷ୍ଟା ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନବଯୁଗର ସ୍ରଷ୍ଟା ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି

ନବଯୁଗର ସ୍ରଷ୍ଟା ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି କଟକ(ଏନ୍‌.ଏମ୍‌.): ଓଡିଶାରେ ନବଯୁଗର ସାମ୍ୟବାଦୀ ଆନ୍ଦୋଳନର ଭଗିରଥ, ଓଡିଆ ପ୍ରଗତିଶୀଳ ସାହିତ୍ୟେର ମାକ୍ସର୍ବାଦୀ ଚେତନାର ପ୍ରବତ୍ତର୍କ ତଥା ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସତୀଚଉରା ସ୍ଥିତ ପ୍ରଖ୍ୟାତ ଜନନେତାଙ୍କ ସ୍ମୃତିପୀଠରେ ଦଳମତ ନିର୍ବିଶେଷେର ବହୁ ବିଶିଷ୍ଟ ବ୍ୟକ୍ତି, ସାଥୀ, ସମର୍ଥକ ଓ…

ଥାନାରେ ଧସେଇ ପଶିବା ଅଭିଯୋଗ: ବିଜେପି ନେତା ବିଜୟ ଦଳବେହେରାଙ୍କ ସମେତ ୩ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଥାନାରେ ଧସେଇ ପଶିବା ଅଭିଯୋଗ: ବିଜେପି ନେତା ବିଜୟ ଦଳବେହେରାଙ୍କ ସମେତ ୩ ଗିରଫ

ଥାନାରେ ଧସେଇ ପଶିବା ଅଭିଯୋଗ: ବିଜେପି ନେତା ବିଜୟ ଦଳବେହେରାଙ୍କ ସମେତ ୩ ଗିରଫ ଆଠଗଡ଼ (ଏନ୍‌.ଏମ୍‌.): ବିକ୍ଷୋଭ ପ୍ରଦର୍ଶନ ବେଳେ କଟକ ଜିଲ୍ଲା ନରସିଂହପୁର ଥାନାରେ ଧଶେଇ ପଶିବା ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିଜେପି ନେତା ବିଜୟ କୁମାର ଦଳବେହେରା, ତାଙ୍କ ଭାଇ ଓ ଅନ୍ୟ ଜଣେ ସମର୍ଥକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତ ଗୁରୁବାର ବିଳମ୍ବିତ…

ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ

ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରରେ ଅନୁଷ୍ଠିତ ପ୍ରସିଦ୍ଧ ରୂପଯାତ୍ରା ଅବସରରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ୍‌ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅଧ୍ୟକ୍ଷତା କରି ଚୌଦ୍ୱାରରେ ଆୟୋଜିତ ବହୁ ପୁରାତନ ତଥା ପ୍ରସିଦ୍ଧ ଦଶହରା ମହାଲକ୍ଷ୍ମୀପୂଜା ଓ ଭସାଣ ଉତ୍ସବ ଏକ ମହାନ୍…

ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ଧାରଣା ଓ ପ୍ରତିବାଦ ସଭା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ଧାରଣା ଓ ପ୍ରତିବାଦ ସଭା

ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ଧାରଣା ଓ ପ୍ରତିବାଦ ସଭା ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳ ର ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଏବଂ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ 'ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ସ୍ଥାନୀୟ ଜଗତପୁର ଗୋଲେଇଛକ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ସଭାପତି ତୀର୍ଥାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଧାରଣା ଓ…

ବାଜିଲା ନିର୍ବାଚନ ବିଗୁଲ: ନଭେମ୍ବର ୧୫ ସୁଧା ନିଜ ଅଞ୍ଚଳରେ ଥିବା ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାଜିଲା ନିର୍ବାଚନ ବିଗୁଲ: ନଭେମ୍ବର ୧୫ ସୁଧା ନିଜ ଅଞ୍ଚଳରେ ଥିବା ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ

ବାଜିଲା ନିର୍ବାଚନ ବିଗୁଲ: ନଭେମ୍ବର ୧୫ ସୁଧା ନିଜ ଅଞ୍ଚଳରେ ଥିବା ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଥିବାବେଳେ ନିଜ ଅଞ୍ଚଳରେ ରହିଥିବା ଅଫିସରମାନଙ୍କୁ ଆସନ୍ତା ନଭେମ୍ବର ୧୫ତାରିଖ ସୁଦ୍ଧା ଅନ୍ୟତ୍ର ବଦଳି କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଅବାଧ,ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସମ୍ବିଧାନର ଧାରା ୨୪୩(କେ)ର…