ମହିଳା ଏସ୍‌ଏଚ୍‌ଜିମାନଙ୍କୁ ଉଦ୍ୟୋଗିତା ନିମନ୍ତେ ପ୍ରୋତ୍ସାହନ : ପ୍ରତି ବ୍ଲକ୍‌ରେ ସ୍ଥାପନ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍‌
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ମହିଳା ଏସ୍‌ଏଚ୍‌ଜିମାନଙ୍କୁ ଉଦ୍ୟୋଗିତା ନିମନ୍ତେ ପ୍ରୋତ୍ସାହନ : ପ୍ରତି ବ୍ଲକ୍‌ରେ ସ୍ଥାପନ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍‌

ମହିଳା ଏସ୍‌ଏଚ୍‌ଜିମାନଙ୍କୁ ଉଦ୍ୟୋଗିତା ନିମନ୍ତେ ପ୍ରୋତ୍ସାହନ ପ୍ରତି ବ୍ଲକ୍‌ରେ ସ୍ଥାପନ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍‌ ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଜରିଆରେ ମହିଳାମାନଙ୍କୁ ଉଦ୍ୟୋଗ ପ୍ରତି ପ୍ରୋତ୍ସାହିତ କରିବା ଏବଂ ଗୁଣାତ୍ମକ ଛତୁଆ ପ୍ରସ୍ତୁତ କରିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଜ୍ୟର ୩୧୪ଟି ବ୍ଲକ୍‌ରେ ଛତୁଆ ପ୍ରସ୍ତୁତ ୟୁନିଟ୍ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିଛି ।…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଆଦିବାସୀ ସେଙ୍ଗଲ ଅଭିଯାନ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଆଦିବାସୀ ସେଙ୍ଗଲ ଅଭିଯାନ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଆଦିବାସୀ ସେଙ୍ଗଲ ଅଭିଯାନ କଟକ(ଏନ୍‌.ଏମ୍‌.): ଭାରତ ଭଳି ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ ଜୋର ଜବରଦସ୍ତ ଧର୍ମବିଧି ତଥା ପୂଜା ପଦ୍ଧତି ଲଦି ଦିଆଯାଉଥିବା ଅଭିଯୋଗରେ ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ପ୍ରତିବାଦ କରାଯାଇଛି । ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆରଏସଏସ ଏବଂ ଲୁଗୁବୁର ଘାଣ୍ଟାବାଳି କମିଟିର ଧର୍ମକୁ ନେଇ ଜୋର ଜବରଦସ୍ତ କରିବା ଘଟଣାକୁ ନିନ୍ଦା କରାଯିବା ସହ ଅଭିଯାନର କଟକ…

ସାମୁଦ୍ରିକ ଝଡ ଜୱାଦ ପାଇଁ କୋଣାର୍କ ଉତ୍ସବ ବାତିଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସାମୁଦ୍ରିକ ଝଡ ଜୱାଦ ପାଇଁ କୋଣାର୍କ ଉତ୍ସବ ବାତିଲ

ସାମୁଦ୍ରିକ ଝଡ ଜୱାଦ ପାଇଁ କୋଣାର୍କ ଉତ୍ସବ ବାତିଲ କୋଣାର୍କ(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ କୋଣାର୍କ ମକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମହାକୂମ୍ଭ ଓ ଚନ୍ଦ୍ରଭାଗାର ବେଳାଭୂମୀରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷର କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୧ ଓ ୨ତାରିଖ ଦୁଇଦିନ ଧରି ଅନୁଷ୍ଠିତ…

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଲେ ଯେ, ଗତ ଛଅ ଘଣ୍ଟା ମଧ୍ୟରେ ଅବପାତ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅତିକ୍ରମ କରି ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଗତି କରି ଏକ…

ମାଡ଼ିଆସୁଛି ଜୱାଦ: ୫ ତାରିଖରେ ପୁରୀରେ ମାଡ଼ ହେବା ଆଶଙ୍କା!
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମାଡ଼ିଆସୁଛି ଜୱାଦ: ୫ ତାରିଖରେ ପୁରୀରେ ମାଡ଼ ହେବା ଆଶଙ୍କା!

ମାଡ଼ିଆସୁଛି ଜୱାଦ: ୫ ତାରିଖରେ ପୁରୀରେ ମାଡ଼ ହେବା ଆଶଙ୍କା! ଭୁବନେଶ୍ୱର(ଏନ୍‌.ଏମ୍‌.): ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟଣାରୁ ୪୨୦ କିଲୋମିଟର ଦୂରରେ ରହିଛି ।…

ଜୁନିୟର ହକି ବିଶ୍ୱକପ୨୦୨୧: ଯୁବ ବୃତ୍ତିଗତ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣ ପ୍ଲାଟଫର୍ମ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜୁନିୟର ହକି ବିଶ୍ୱକପ୨୦୨୧: ଯୁବ ବୃତ୍ତିଗତ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣ ପ୍ଲାଟଫର୍ମ

ଜୁନିୟର ହକି ବିଶ୍ୱକପ୨୦୨୧: ଯୁବ ବୃତ୍ତିଗତ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣ ପ୍ଲାଟଫର୍ମ ଭୁବନେଶ୍ୱର(ଏନ୍‌.ଏମ୍‌.): ଯେତେବେଳେ ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୧ର କ୍ୱାର୍ଟର ଫାଇନାଲରେ ଭାରତ, ବେଲଜିୟମକୁ ପରାସ୍ତ କଲା, ସେତେବେଳେ ଏହା ସମସ୍ତଙ୍କ ପାଇଁ ଏକ ଖୁସିର ମୂହୁର୍ତ୍ତ ଥିଲା । ବିଶେଷ କରି କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହୋଇଥିବା ସ୍ୱେଚ୍ଛାସେବୀମାନଙ୍କ ଭିତରେ ଏହା ସୃଷ୍ଟି କରିଥିଲା ଏକ ଅଭୂତପୂର୍ବ ଶିହରଣ । ସମ୍ମାନଜନକ…

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ ଭୁବନେଶ୍ୱର(ଏନ୍‌.ଏମ୍‌.): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ‘ବୟନିକା’ ଦ୍ୱାରା ହସ୍ତତନ୍ତ ବଜାର ଗତ ୨୫ ତାରିଖରୁ ଚଳିତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ବଜାରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ପରିଦର୍ଶନ କରିଥିଲେ…

କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟା : ସତ୍ରିୟା ଓ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟା : ସତ୍ରିୟା ଓ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର

କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟା : ସତ୍ରିୟା ଓ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର କୋଣାର୍କ(ଏନ୍‌.ଏମ୍‌.): ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ କଳାର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟାରେ ଗୌହାଟିର ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ଅନିତା ଶର୍ମା ଓ ଭୁବନେଶ୍ୱରର ନିରଞ୍ଜନ ରାଉତ ଓ ସାଥୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟର ମୁର୍ଚ୍ଛନା କଳାପ୍ରେମୀ ଦର୍ଶକଙ୍କୁ ଆତ୍ମବିଭୋର କରିଥିଲା । ଆଜି ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଗୌହାଟିର…

କଟକ ସହରରେ ବୁଲା କୁକୁର ଉତ୍ପାତ: ସିଏମସି କମିଶନରଙ୍କୁ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକ ସହରରେ ବୁଲା କୁକୁର ଉତ୍ପାତ: ସିଏମସି କମିଶନରଙ୍କୁ ସ୍ମାରକପତ୍ର

କଟକ ସହରରେ ବୁଲା କୁକୁର ଉତ୍ପାତ: ସିଏମସି କମିଶନରଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): କଟକ ସହରରେ ବୁଲା କୁକୁରଙ୍କ ସଂଖ୍ୟାବୃଦ୍ଧି ଯୋଗୁଁ ସିଏମସି ପକ୍ଷରୁ ପ୍ରଚଳିତ ହୋଇଥିବା କୁକୁର ବନ୍ଧ୍ୟାକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦିଗହରା ହୋଇ ପଡ଼ିଛି। ଏନେଇ ସିଏମସି ପକ୍ଷରୁ କୁକୁର ଧରା ସ୍ୱତନ୍ତ୍ର ଗାଡ଼ି ସାଙ୍ଗକୁ କର୍ମଚାରୀମଧ୍ୟ ନିଯୁକ୍ତି ହୋଇଥିଲେ; ଏଥି ସହିତ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ କରିବା ନିମନ୍ତେ ପ୍ରାଣୀ ଚିକିତ୍ସାଳୟ ଓ ଡାକ୍ତର ନିଯୁକ୍ତି ଏବଂ…

କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ

କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ କୋଭିଡ କଟକଣା ମଧ୍ୟରେ ଓଡିଶୀ ଓ କଥକ ନୃତ୍ୟ ପ୍ରଦର୍ଶିତ କୋଣାର୍କ (ଏନ୍‌.ଏମ୍‌.): କୋଭିଡ କଟକଣା ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ-୨୦୨୧ ଉଦ୍‌ଘାଟିତ ହୋଇଯାଇଛି । ଉତ୍କଳୀୟ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଚରମ ନିଦର୍ଶନ ତଥା ପୂର୍ବ ଏସିଆର ଏକମାତ୍ର ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର…

କୋଣାର୍କ ଉତ୍ସବ-୨୦୨୧ ଅବସରରେ ଗଣଦୌଡ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ଉତ୍ସବ-୨୦୨୧ ଅବସରରେ ଗଣଦୌଡ

କୋଣାର୍କ ଉତ୍ସବ-୨୦୨୧ ଅବସରରେ ଗଣଦୌଡ କୋଣାର୍କ(ଏନ୍‍.ଏମ୍‍.): କୋଣାର୍କ ଉତ୍ସବ-୨୦୨୧ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବସନ୍ତ ମଞ୍ଜରୀ ପାଠାଗାର ମିଳିତ ଆନୁକୁଲ୍ୟରେ କୋଭିଡି କଟକଣା ମଧ୍ୟରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଗୋପ ତହସିଲଦାର ସେକ୍ ସାଗିର, ବସନ୍ତମଞ୍ଜରୀ ପାଠାଗାର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ସାହିତ୍ୟ…

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜୱାଦ : ୪ରେ ଛୁଇଁବ ସ୍ଥଳଭାଗ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜୱାଦ : ୪ରେ ଛୁଇଁବ ସ୍ଥଳଭାଗ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜୱାଦ : ୪ରେ ଛୁଇଁବ ସ୍ଥଳଭାଗ ଫସଲ ସୁରକ୍ଷା ନେଇ ପ୍ରଶାସନର ପରାମର୍ଶ ଭୁବନେଶ୍ୱର(ଏନ୍‍.ଏମ୍‍.): ପୁଣି ଆସୁଛି ଆଉ ଏକ ବାତ୍ୟା । ଏହାର ନାମ ରହିଛି ଜୱାଦ । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବା ସହ ଆସନ୍ତା ଡିସେମ୍ବର ୪ ତାରିଖ ଶନିବାର ସକାଳେ ସ୍ଥଳଭାଗ ଛୁଇଁବ…

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଭୁବନେଶ୍ୱର (ଏନ୍‍.ଏମ୍‍.): ‘ମୋ ସ୍କୁଲ୍ ଅଭିଯାନ’ର ୩୦ତମ କାର୍ଯ୍ୟର୍ନିବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ…

ସପ୍ତମ ବେତନ କମିଶନ ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ମାସିକ୧୮ହଜାର ଟଙ୍କା ଦରମା ପାଇଁ ସଂସଦରେ ଦାବି କଲେ ସୁବାସ ସିଂହ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସପ୍ତମ ବେତନ କମିଶନ ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ମାସିକ୧୮ହଜାର ଟଙ୍କା ଦରମା ପାଇଁ ସଂସଦରେ ଦାବି କଲେ ସୁବାସ ସିଂହ

ସପ୍ତମ ବେତନ କମିଶନ ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ମାସିକ୧୮ହଜାର ଟଙ୍କା ଦରମା ପାଇଁ ସଂସଦରେ ଦାବି କଲେ ସୁବାସ ସିଂହ #ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଓଡିଶା ଓ ସାରା ଭାରତ ବଷର୍ରେ ପ୍ରାୟ ୨୫ଲକ୍ଷ ଅଙ୍ଗନୱାଡି କର୍ମି ୧୯୭୫ମସିହା ଠାରୁ ଦୀର୍ଘ ୪୫ବର୍ଷ ଧରି ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତଗର୍ତ ମା ଓ ଶିଶୁ ମାନଙ୍କର କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗିକୃତ କରି କାର୍ଯ୍ୟକରି ଆସୁଅଛନ୍ତି । ଏପରିକି…

ପେନ୍‌ସନଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ବଢ଼ିଲା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ପେନ୍‌ସନଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ବଢ଼ିଲା

ପେନ୍‌ସନଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ବଢ଼ିଲା ଭୁବନେଶ୍ୱର(ଏନ୍‌.ଏମ୍‌.): କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ପେନ୍‌ସନ୍‌ଭୋଗୀମାନଙ୍କ ବାର୍ଷିକ ଜୀବିତ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ୍‌) ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଓଡ଼ିଶା ଟ୍ରେଜେରୀ ସଂହିତା ଭଲ୍ୟୁମ-୧ର ରୁଲ୍ ୩୧୪ ଅନୁଯାୟୀ ପ୍ରତିବର୍ଷ ପେନ୍‌ସନ୍‌ଭୋଗୀମାନେ ନଭେମ୍ବର ୩୦ ତାରିଖ ମଧ୍ୟରେ ଜୀବିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ । ଏହାଛଡ଼ା ସେମାନଙ୍କୁ ବିବାହ କରିନଥିବା, ପୁନର୍ବିବାହ ଓ…

ରାଜ୍ୟପାଳଙ୍କ ଦ୍ୱାରା ‘ଶିଶିର କେ ଶତଦଳ’ଲୋକାର୍ପିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟପାଳଙ୍କ ଦ୍ୱାରା ‘ଶିଶିର କେ ଶତଦଳ’ଲୋକାର୍ପିତ

ରାଜ୍ୟପାଳଙ୍କ ଦ୍ୱାରା ‘ଶିଶିର କେ ଶତଦଳ’ଲୋକାର୍ପିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଅନିମା ଦାସଙ୍କ ଲିଖିତ ହିନ୍ଦୀ ସନେଟ୍ ପୁସ୍ତକ ‘ଶିଶିର କା ଶତଦଳ’ ଲୋକାର୍ପିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଲାଲ କବି ଶ୍ରୀମତୀ ଦାସଙ୍କୁ ଶୁଭକାମନା ଜ୍ଞାପନ କରିବା ସହିତ ତାଙ୍କର ସାରସ୍ୱତ ଯାତ୍ରାର ସଫଳତା କାମନା କରିଛନ୍ତି । ୧୯୭୩ ମସିହାରେ ଜନ୍ମିତ ଅନିମା ଏବେ କଟକର ନ୍ୟୁ ଷ୍ଟୁଆର୍ଟ ଇଂଲିଶ ମିଡିୟମ୍…

କୋଣାର୍କ ପ୍ରେସ୍ କ୍ଳବ ପକ୍ଷରୁ ସାଇକ୍ଲୋଥନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ପ୍ରେସ୍ କ୍ଳବ ପକ୍ଷରୁ ସାଇକ୍ଲୋଥନ

କୋଣାର୍କ ପ୍ରେସ୍ କ୍ଳବ ପକ୍ଷରୁ ସାଇକ୍ଲୋଥନ କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଉତ୍ସବ-୨୦୨୧ ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ କୋଣାର୍କ ମକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମହାକୂମ୍ଭ ଓ ଚନ୍ଦ୍ରଭାଗାର ବେଳାଭୂମୀରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ-୨୦୨୧ ପାଞ୍ଚ ଦିନ ବ୍ୟାପି ଚାଲିବ । ଏହି ଅବସରରେ ଆଜି ଉତ୍ସବର ଅବ୍ୟବହିତ ପୂର୍ବରୁ ପର୍ଯ୍ୟଟନ ବିଭାଗ ସହାୟତାରେ ଚଳିତ ବର୍ଷ ଷଷ୍ଠ ଥର ପାଇଁ କୋଣାର୍କ…

୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ

୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ମଙ୍ଗୁଳି-ଚୌଦ୍ୱାର-କଜଳକଣା ରାସ୍ତା ଦୂରାବସ୍ଥା ନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଆହ୍ୱାନରେ ଆୟୋଜିତ ବୈଠକରେ ମଙ୍ଗୁଳି ଛକ ଠାରୁ ଚୌଦ୍ୱାର କଜଳକଣା ପର୍ଯ୍ୟନ୍ତ ୫୫ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା ।…

ତାଜା ସୂଚନା: ଆସୁଛି ଆଉଏକ ଲଘୁଚାପ!
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ତାଜା ସୂଚନା: ଆସୁଛି ଆଉଏକ ଲଘୁଚାପ!

ତାଜା ସୂଚନା: ଆସୁଛି ଆଉଏକ ଲଘୁଚାପ! ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଏସଆରସି #ଭୁବନେଶ୍ୱର (ଏନ.ଏମ୍‌.): ପୁଣି ଆସୁଛି ଆଉ ଏକ ଲଘୁଚାପ । ଏ ନେଇ ରାଜ୍ୟରେ କୌଣସି ବିପର୍ଯ୍ୟୟ ଆସିବା ପୂର୍ବରୁ ଜନସଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି ଏସଆରସି । ଏଥି ସହିତ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ ଏସଆରସି ଚିଠି ଲେଖିଛନ୍ତି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୩୦ତାରିଖରେ ଏକ ଲଘୁଚାପ…

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ଡକ୍ଟର ପାତ୍ର ସମସ୍ତ ଦଳଙ୍କୁ ଅନୁରୋଧ କରିଥିଲେ । ଡିସେମ୍ୱର ୧ତାରିଖ ଦିନ ଗୃହର ପ୍ରାରମ୍ଭିକ…