ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସକାଶେ ଘରୋଇ ହ୍ୟାଚେରୀକୁ ପ୍ରୋତ୍ସାହିତ କରାଯିବ
ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସକାଶେ ଘରୋଇ ହ୍ୟାଚେରୀକୁ ପ୍ରୋତ୍ସାହିତ କରାଯିବ ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସକାଶେ ଘରୋଇ ହ୍ୟାଚେରୀକୁ ପ୍ରୋତ୍ସାହିତ କରାଯିବ । ଏଥି ସହିତ ପଞ୍ଚାୟତ ପୋଖରୀ ଏବଂ ବାୟୋ-ଫ୍ଳକ୍ ଯୋଜନା ସଫଳ ହେଉଥିବା ହେତୁ ଏହାକୁ କ୍ଲଷ୍ଟର ଆପ୍ରୋଚ୍ ଜରିଆରେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜଳଭଣ୍ଡାରରେ…




















