ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ

ନୂଆ ଓଡ଼ିଆ ଚଳଚ୍ଚିତ୍ର 'ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ ଭୁନନେଶ୍ୱର (ଏନ୍‍.ଏମ୍‍.): ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା 'ମନ ମୋର କାଗଜ ଗୁଡି’ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ସ୍କୁଲ ଆଣ୍ଡ ମାସ ଏଜୁକେଶନ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ । ଆଜି ଏହି ଗ୍ରାଣ୍ଡ ଅଡିଓ ରିଲିଜ…

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ ବାଲେଶ୍ୱର (ଏନ୍‌.ଏମ୍‌.): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି । ସେ ଜୟଗୁର କଲୋନୀ ବିଡାନାସୀ ନିବାସୀ । ସମ୍ପ୍ରତି ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ…

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା କଟକ(ଏନ୍‌.ଏମ୍‌.): ସହାୟତା ନେବାକୁ କରୋନା କଟକଣାକୁ ଭୁଲିଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସହରରେ । ସରକାରଙ୍କ ପକ୍ଷରୁ ରାସନକାର୍ଡ଼ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତେବେ ସରକାରଙ୍କ ଘୋଷଣା ପରେ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏ ପ୍ରଦାନ ଆରମ୍ଭ ହୋଇଛି । ତେବେ ଆଜି କଟକ ସହରର ବିଭିନ୍ନ ୱାର୍ଡ଼ରେ ହିତାଧିକାରୀଙ୍କ…

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ । ଏହି ସୁବିଧାକୁ ପ୍ରେସ କ୍ଲବଠାରେ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା ପ୍ରତିବନ୍ଧକରେ ଉଭୟ ଟିଭି ଓ ଇଣ୍ଟରନେଟ ସେବା ପାଇପାରିବେ । ଅନ୍ୟପକ୍ଷରେ ଏହା…

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ ଭୁବନେଶ୍ୱର (ଏନ୍‌.ଏମ୍‌.): କରେନା ଯୋଗୁଁ ଦୀର୍ଘ ଦିନ ପରେ ଆସନ୍ତା ନୂଆବର୍ଷରୁ ପ୍ରାଥମିକ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ପୂର୍ବ ଗାଇଡଲାଇନ୍ ଅନୁସାରେ ପିଲାମାନଙ୍କୁ…

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ ପରିଷଦ କାମ କରୁଥିବା ଜିଲ୍ଲାଗୁଡ଼ିକରେ କାର୍ଯ୍ୟକ୍ଷମ ହେଲା କ୍ଷେତ୍ର କାର୍ଯ୍ୟାଳୟ ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପଶ୍ଚିମାଞ୍ଚଳ ବିକାଶ ପରିଷଦର ୫୮ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ବୈଠକରେ ୫୭ତମ ବୈଠକର ବିବରଣୀକୁ ଅନୁମୋଦନ କରାଯାଇଥିଲା । ପରିଷଦ କାର୍ଯ୍ୟ କରୁଥିବା ସମସ୍ତ ୧୧ ଗୋଟି ଜିଲ୍ଲାରେ ତା’ର କ୍ଷେତ୍ର କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିଛି…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର (ଏନ୍‌.ଏମ୍‌.): କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଓମିକ୍ରୋନ ମୁକାବିଲା ନେଇ ସଚେତନତା କାର୍ଯ୍ୟକ୍ରମ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଓମିକ୍ରୋନ ସମ୍ପର୍କରେ ଜ୍ଞାନ ଆହୋରଣ ସହ…

କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ

କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ କଟକ(ଏନ୍‌.ଏମ୍‌.): କଟକ ସହରରେ ଏବେ କରୋନା ପୁଣି ଲେଉଟାଣୀ ନେଇଛି । ପ୍ରତିଦିନ କିଛିକିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଗୋଟିଏ ପରିବାରର ୬ଜଣ ବ୍ୟକ୍ତିଙ୍କ ନମୂନାରେ କୋଭିଡ ପଜିଟିଭ ବାହାରିଛି । ଯାହାକୁ ନେଇ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଯିବା ସହ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏ ନେଇ ସିଏମସି…

ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ

ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ କଟକ(ଏନ୍‌.ଏମ୍‌.): ମହାନଦୀ ବିହାର ସ୍ଥିତ ସେଲିବ୍ରେସନ ମଣ୍ଡପ ବିଜୁ ପଟ୍ଟନାୟକ ପାର୍କ ଠାରେ ସିଏମସି ଦ୍ୱାରା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଓପନ ଜିମ ଓ ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଇଂ. ସୁବ୍ରତ…

ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ, ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ
Slider ଅପରାଧ କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ, ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ

ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଗୁଡ଼ି ଉଡାଇବା କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ । ଗୁଡ଼ି ଉଡ଼ାଇବାବେଳେ ରାସ୍ତାରେ ମାଞ୍ଜାସୂତା ଝୁଲୁଥିବା ଯୋଗୁଁ ରାସ୍ତାରେ ଯାଉଥିବା ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଥିବା ନଜୀରକୁ ଆସିଛି । ଗତ କାଲି କଟକ ଜିଲ୍ଲା ଜଗତପୁର…

ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’

ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’ କଟକ(ଏନ୍‌.ଏମ୍‌.): ନୂତନ ବର୍ଷକୁ ସ୍ୱଗତ ଜଣାଇ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ବାଘମଙ୍ଗଳା ଫାଉଣ୍ଡେସନ ଅଣ୍ଟାଭଡ଼ିଛି । ସମ୍ପ୍ରତି କରୋନା କାଳରେ କ୍ଷତିଗ୍ରସ୍ଥ ଅସହାୟଙ୍କ ଦୁଃଖ ଦୁର୍ଦ୍ଦଶାକୁ ପାଖରୁ ଦେଖିଥିବା କିଛି ଯୁବଗୋଷ୍ଠୀଙ୍କ ମନ ଭିତରେ ରହି ଯାଇଛି ଅସୁମାରୀ ସ୍ୱପ୍ନ । ତାକୁ ସାକାର କରିବା ତଥା ଜନସାଧାରଣକୁ ସହାୟତା ଯୋଗାଇ…

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାରର ବହୁପୁରାତନ କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ ସ୍ଥିତ ନିଉଗୋଆ ରିସୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ୟାଚ୍‌ର ଛାତ୍ର ସୁଧାଂଶୁ ରଂଜନ ପରିଜାଙ୍କ ସହଯୋଗରେ ବହୁ ପୁରାତନ ଛାତ୍ର ଓ ଛାତ୍ରୀ ଏକତ୍ରୀତ ହୋଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇବା ସହ ସ୍କୁଲର ବିତିଥିବା ଛାତ୍ରଜୀବନ ସଂପର୍କରେ ଆଲୋଚନା କରିଥିଲେ ।…

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଟକ ଜିଲ୍ଲାର ମୁଖ୍ୟତଃ ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ବର୍ଣ୍ଣାଢ଼୍ୟ ପରିବେଷ ମଧ୍ୟରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରବାଟୀ-କଟକ ବିଜେଡ଼ି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନେତୃତ୍ୱ…

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ(ଏନ୍‌.ଏମ୍‌.): ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ୨୫ତମ ବିଜେଡ଼ି ପ୍ରତିଷ୍ଠା ଦିବସ । ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବିଭିନ୍ନ ସଭାରେ ଅଭିଭାଷଣ ରଖିଥିଲେ । ତେବେ ରାଜଧାନୀ ସମେତ ୩୦ଟି ଯାକ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ନେତୃତ୍ୱ ଯୋଗଦେଇ ୨୫ବର୍ଷର ସେବା…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ କଟକ(ଏନ୍‌.ଏମ୍‌.): ଖବରକାଗଜ ହକର ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରିବା ପରିପ୍ରେକ୍ଷୀରେ ଆଜି କଟକ ବାଦାମବାଡ଼ି ଖବରକାଗଜ ବିତରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବାଦାମବାଡ଼ି ପୁରୁଣା ଏଲଆଇସି କଲୋନୀ କମ୍ୟୁନିଟ ହଲରେ ଆୟୋଜିତ ସାଧାରଣ ସଭାରେ ସମସ୍ତ ହକରମାନେ ଏକତ୍ରିତ ହୋଇ…

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ଅଞ୍ଚଳରେ ଗୁଡ଼ି ଉଡ଼ାଇବାବେଳେ ଅଘଟଣ । ବେକରେ ମାଞ୍ଜାସୂତା ଗୁଡ଼ାଇ ହୋଇ ବେକ କଟି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗୁଡ଼ି ଉଡାଇବାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବି ରଖିଛନ୍ତି । ସୂଚନା ଅନୁଯାୟୀ…

୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ

୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ ସୁବର୍ଣ୍ଣପୁର(ଏନ୍‌.ଏମ୍‌.): ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ୍‍ ଅନ୍ତର୍ଗତ ଧର୍ମଶାଳା ଠାରେ ମହାନଦୀ କୂଳରେ ନିର୍ମିତ କପିଳେଶ୍ୱର ଚାରିଟେବୁଲ ହସ୍‍ପିଟାଲ ଆସନ୍ତା ୨୭ ତାରିଖ ଦିନ ଲୋକାର୍ପିତ ହେବାକୁ ଯାଉଛି । ଏହି ଅଞ୍ଚଳବାସୀଙ୍କର ବିଭିନ୍ନ ରୋଗର ଅତ୍ୟାଧୁନିକ ଚିକିତ୍ସା ପାଇଁ ଏକ ଅଭିଜ୍ଞ ଓ ପ୍ରବୀଣ ବିଶେଷଜ୍ଞ ଡାକ୍ତର ଦଳ…

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ୨୦୨୨ ମାର୍ଚ୍ଚ ୫ ଓ ୬ ଦୁଇଦିନ ବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କର ସର୍ବଭାରତୀୟ ସମ୍ମିଳନୀ କଟକ ବାରବାଟୀ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି…

ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା

ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବିଧାୟକ ତଥା ହିନ୍ଦ୍ ମଜ୍‌ଦୁର ସଭାର ନବ ନିର୍ବାଚିତ କାର୍ଯ୍ୟକାରୀ ସଭାପତି ପ୍ରଭାତ ତ୍ରିପାଠୀଙ୍କ ୭୦ତମ ଜୟନ୍ତୀ ସମାରୋହ ଅବସରରେ ରକ୍ତଦାନ ଶିବିର ଓ ନାଗରିକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ଶ୍ରମିକମାନଙ୍କ ଉପରେ ଅତ୍ୟାଚାର ଚାଲିଛି, ପୁଞ୍ଜିପତିମାନଙ୍କ ପକ୍ଷରୁ ଧାରାବାହିକ ଭାବେ ଶ୍ରମିକମାନଙ୍କ ଉପରେ ଚାଲିଥିବା ଆକ୍ରମଣ ବିରୁଦ୍ଧରେ ଗଣଆନ୍ଦୋଳନ ଗଢ଼ି ତୋଳିବା…

କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ

କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ସେକ୍ଟର-୧୩ ବାଲ୍ମିକୀ ନଗର ଆଦିବାସୀ ସାହିରେ ଆଦିବାସୀ ସେଙ୍ଗେଲ ଅଭିଯାନ କଟକ ଜିଲ୍ଲା ସଭାପତି ସିଙ୍ଗ୍ରାୟ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ହାସା-ଭାଷା ବିଜୟ ଦିବସ ପାଳନ କରାଯାଇଛି । ଏଥିରେ ଅତିଥି ଭାବେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ସଭାପତି ବୃନ୍ଦାବନ ଦାସ ଆଜାଦ ଯୋଗ ଦେଇ ହାସା-ଭାଷା ବିଜୟ ଦିବସ ଆଦିବାସୀଙ୍କ ମାତୃଭୁମି-ମାତୃଭାଷାର ବିଜୟ…