କଟକରେ ଜିଲ୍ଲାସ୍ତରୀୟ ମେଗା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ଜିଲ୍ଲାସ୍ତରୀୟ ମେଗା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

କଟକରେ ଜିଲ୍ଲାସ୍ତରୀୟ ମେଗା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ [caption id="attachment_7625" align="alignnone" width="300"] News by Basanta Ratha (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟ ତଥା ରାଷ୍ଟ୍ର ଅର୍ଥନୀତି କୃଷକମାନଙ୍କ ଉପରେ ନିର୍ଭରଶୀଳ । ନୂତନ ଜ୍ଞାନକୌଶଳ ପ୍ରୟୋଗରେ କୃଷି ଯନ୍ତ୍ରପାତିର ଉପଯୋଗରେ କୃଷକମାନଙ୍କର ଆୟବୃଦ୍ଧି କରିବା କୃଷିମେଳାର ମୂଳ ଉଦ୍ଦେଶ୍ୟ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ଖ୍ରୀଷ୍ଟିୟାନ ସାହି ଖେଳପଡିଆଠାରେ ଅନୁଷ୍ଠିତ କୃଷି ଯନ୍ତ୍ରପାତି ମେଳାକୁ…

ଡିଜିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କଲେ ଯୁବତୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଡିଜିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କଲେ ଯୁବତୀ

ଡିଜିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କଲେ ଯୁବତୀ [caption id="attachment_7622" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଜଣେ ଯୁବତୀ ତାଙ୍କ ତଥାକଥିତ ପ୍ରେମିକଙ୍କ ଦ୍ୱରା ବ୍ଲାକ ମେଲିଂର ଶିକାର ହୋଇ ଶେଷରେ ନ୍ୟାୟ ପାଇବା ଲାଗି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ପୁଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା…

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
Slider କୃଷି କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ବିଶ୍ୱକପ୍ ହକି ସମୟରେ ମିଲେଟ୍‌ର ପ୍ରଚାର ଉପରେ ଗୁରୁତ୍ୱାରୋପ [caption id="attachment_7619" align="alignnone" width="300"] News by I&PR (Odisha)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ବିଶ୍ୱବ୍ୟାପୀ ମିଲେଟ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍‌? ବର୍ଷ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ କ୍ଷୁଦ୍ରଶସ୍ୟ ଭାବେ ମିଲେଟର…

୨୦୨୨-୨୩ ବର୍ଷ ପାଇଁ ଓଡ଼ିଶା ବିଧାନସଭା ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ପ୍ରଥମ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୨୦୨୨-୨୩ ବର୍ଷ ପାଇଁ ଓଡ଼ିଶା ବିଧାନସଭା ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ପ୍ରଥମ ବୈଠକ

୨୦୨୨-୨୩ ବର୍ଷ ପାଇଁ ଓଡ଼ିଶା ବିଧାନସଭା ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ପ୍ରଥମ ବୈଠକ [caption id="attachment_7616" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଦେଶର ଉପାନ୍ତ ଅଞ୍ଚଳ ଏବଂ ଅନ୍ୟାନ୍ୟ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରପ୍ରସାର ନିମନ୍ତେ…

ଭୁବନେଶ୍ୱରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭୁବନେଶ୍ୱରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର

ଭୁବନେଶ୍ୱରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ଖର୍ଚ୍ଚ ହେବ ୨୫ କୋଟି [caption id="attachment_7613" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ…

ଡଷ୍ଟବିନରେ ହାତଗୋଡ ବନ୍ଧା ଅବସ୍ଥାରେ କଲେଜଛାତ୍ରୀ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଡଷ୍ଟବିନରେ ହାତଗୋଡ ବନ୍ଧା ଅବସ୍ଥାରେ କଲେଜଛାତ୍ରୀ ଉଦ୍ଧାର

ଡଷ୍ଟବିନରେ ହାତଗୋଡ ବନ୍ଧା ଅବସ୍ଥାରେ କଲେଜଛାତ୍ରୀ ଉଦ୍ଧାର #ସାଲେପୁର(ଏନ୍‌.ଏମ୍‌.): ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଗୋଟିଏ ଡଷ୍ଟବିନରୁ ଉଦ୍ଧାର କରାଯାଇଛି । ତେବେ ଛାତ୍ରୀଙ୍କ ଏଭଳି କିଏ ଏବଂ କାହିଁକି କଲା ସେ ବିଷୟରେ ଜଣାପଡ଼ିନଥିଲେ ମଧ୍ୟ ପୁଲିସ ନିଜଆଡ଼ୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ ସାଲେପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଥିବା…

ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର

ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର [caption id="attachment_758" align="alignnone" width="300"] News By Dillip Muduli (BBSR)[/caption] #ଭୁବନେଶ୍ୱର (ଏନ୍‌.ଏମ୍‌.): ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଆଶଙ୍କା କରାଯାଉଛି । ତେଣୁ ଏଥି ପୂର୍ବରୁ ସମସ୍ତ ଜନସାଧାରଣ ସତର୍କ ହେବାକୁ ରାଜ୍ୟସରକାର ପରାମର୍ଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି…

ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ୬ରୁ ଖୋଲିବ: ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ୬ରୁ ଖୋଲିବ: ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା

ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ୬ରୁ ଖୋଲିବ: ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା [caption id="attachment_7604" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଜାନୁଆରୀ ୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଛୁଟିଦିନ ଓ ପ୍ରତ୍ୟେକ ରବିବାର ସମେତ ପ୍ରତ୍ୟେକ ଦିନ ଅପରାହ୍ଣର ୨.୩୦ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ । କେବଳ ମୋବାଇଲ…

ଗୁଡ଼ି ଉଡାଇବା ଉପରେ କଟକଣା ନିମନ୍ତେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୁଡ଼ି ଉଡାଇବା ଉପରେ କଟକଣା ନିମନ୍ତେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଗୁଡ଼ି ଉଡାଇବା ଉପରେ କଟକଣା ନିମନ୍ତେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା [caption id="attachment_4840" align="alignnone" width="300"] News by Basanta Ratha (Cuttack)[/caption] #କଟକ(ଏନ୍‌.ଏମ୍‌.): ଆସନ୍ତା ୧୪ତାରିଖରେ ପବିତ୍ର ମକର ସଂକ୍ରାନ୍ତି । ତେବେ ମକର ସଂକ୍ରାନ୍ତି ପରିପ୍ରେକ୍ଷୀରେ ଗୁଡ଼ି ଉଡାଇବାର ଏକ ପରମ୍ପରା ରହିଛି । ମାତ୍ର ଏବେ ଗୁଡ଼ି ଉଡାଇବା ଦ୍ୱାରା ଜନସାଧାରଣଙ୍କ ପାଇଁ ବିପଦର କାରଣ ହୋଇଥିବା ଯୋଗୁଁ ବହୁ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ…

ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି

ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି [caption id="attachment_7598" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସରକାରଙ୍କ ସ୍କ୍ରାପିଙ୍ଗ ନୀତିରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୫୦ ବର୍ଷରୁ ଅଧିକ ହୋଇଥିବା ଗାଡ଼ିର ପଞ୍ଜୀକରଣ ସହ ନମ୍ବର ଆରମ୍ଭରୁ ୟୁନିକ ରେଜିଷ୍ଟ୍ରେସନ ମାର୍କ…

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌ [caption id="attachment_7595" align="alignnone" width="300"] File Photo & FIR copy[/caption] #କେନ୍ଦୁଝର(ଏନ୍‌.ଏମ୍‌.): ୨୦୨୩ ଜାନୁଆରୀ ୧ତାରିଖ । ବର୍ଷର ପ୍ରଥମ ଦିନ ହିଁ ସ୍ମୃତି ହୋଇ ରହିଗଲା କର ପରିବାର ପାଇଁ । ଡାକ୍ତର ଝିଅକୁ ନେଇ ଅସୁମାରୀ ସ୍ୱପ୍ନ ଦେଖୁଥିବା ପିତାମାତା ବର୍ଷର ପହିଲି ଦିନରେ ହରାଇଲେ ଝିଅକୁ । ତେବେ…

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ [caption id="attachment_2531" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବାରର ପରଲୋକଗତ ସଦସ୍ୟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହେଉଥିବା ଫୁଲ୍ କୋର୍ଟ ରେଫରେନ୍ସ ଏଣିକି କେବଳ ମାସକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ କରାଯାଉ । ମାସକୁ ଖୁବ ବେଶିରେ ଗୋଟିଏ ଥର ଫୁଲ କୋର୍ଟ ରେଫରେନ୍ସ ହେଉ ଏବଂ ସେଥିପାଇଁ ମାସର…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା ବାଲେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରୀ ଟିମ୍ ତୀକ୍ଷ୍ନ ନଜର ରଖିଛନ୍ତି । ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନା ନବୀକରଣ ଶିଳାନ୍ୟାସ…

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା [caption id="attachment_2354" align="alignnone" width="300"] News by Padmalochan Mishra (Cuttack)[/caption] [caption id="attachment_7558" align="alignnone" width="300"] Advertisement[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଖୁସି ଖବର ଆସିଛି । ଯେଉଁମାନେ ୨୦୧୯, ୨୦୨୦ କିମ୍ବା ୨୦୨୧ର ଓଡ଼ିଶା ସିଭିସ୍ ସର୍ଭିସେସ୍ ପରୀକ୍ଷା ଦେଇଛନ୍ତି କିନ୍ତୁ ୨୦୨୨ର…

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର [caption id="attachment_7584" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ମାନ୍ୟତା ମିଳିବା ପରେ ମଧ୍ୟ ଅଣଦେଖା କରାଯାଉଛି । ବିଶେଷ କରି ଓଡ଼ିଆ ଭାଷାକୁ କଦର୍ଥ କରାଯିବା ପ୍ରତିବାଦରେ ଆଜି ସିଏମସି କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ବୁଦ୍ଧିଜୀବୀ ମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ରାଜ୍ୟ…

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ [caption id="attachment_7581" align="alignnone" width="300"] News by Padmalochan Mishra (Cuttack)[/caption] [caption id="attachment_7558" align="alignnone" width="300"] Advertisement[/caption] #କଟକ(ଏନ୍‌.ଏମ୍‌.): ଟାଟା ପାୱାର୍ ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ଥାନୀୟ ବାଦାମବାଡ଼ି ଠାରେ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଶକ୍ତି, ଶିଳ୍ପ…

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା

ଲୋକସମ୍ପର୍କ ଅଧିକାରୀମାନେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରନ୍ତୁ - ପ୍ରମୁଖ ଶାସନ ସଚିବ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା [caption id="attachment_7578" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ବିଭିନ୍ନ ଉପଖଣ୍ଡ ସମେତ ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ…

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ #ନୂଆଦିଲ୍ଲୀ (ଏନ୍‌.ଏମ୍‌.): ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । ସୁପ୍ରିକୋର୍ଟଙ୍କ କହିବାନୁଯାୟୀ ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି । ଏଥିସହ ବିମୁଦ୍ରୀକରଣକୁ ନେଇ ହୋଇଥିବା ୫୮ଟି ଆବେଦନକୁ ସୁପ୍ରିମକୋର୍ଟ…

ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ

ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ [caption id="attachment_7558" align="alignnone" width="300"] Advertisement[/caption] [caption id="attachment_7571" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): ପବିତ୍ର ନବବର୍ଷ ଅବସରରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଞ୍ଜନ ବିଶ୍ୱାଳଙ୍କୁ ଅଞ୍ଚଳର ବୁଦ୍ଧିଜୀବୀ, ମୁରବୀ, କର୍ପୋରେଟର ତଥା ଅଙ୍ଗନୱାର୍ଡ଼ି କର୍ମଚାରୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ…

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଉଦ୍‌ଯାପିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଉଦ୍‌ଯାପିତ

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଉଦ୍‌ଯାପିତ [caption id="attachment_7568" align="alignnone" width="300"] News by Ajit Kumar Mallick (Konark)[/caption] [caption id="attachment_7558" align="alignnone" width="300"] Advertisement[/caption] #କୋଣାର୍କ (ଏନ୍‌.ଏମ୍‌.): ସୌର ମହାଯଜ୍ଞ ପରିଚାଳନା ସମିତି, କୋଣାର୍କ ସୁରକ୍ଷା ସମିତି, ବିଶ୍ୱ ହିନ୍ଦୁ ପରିଷଦ କୋଣାର୍କ ଆନୁକୂଲ୍ୟରେ ରାଜାରାମ ଆଶ୍ରମ ପରିସରରେ ତ୍ରିଦିବସୀୟ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଏହି ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଗତ…