ସିଏମସିର ମୁକୁଳା ଡ୍ରେନରେ ସ୍ଲାବ ନପଡ଼ିବା ଯୋଗୁ କୁହୁଳୁଛି ଅସନ୍ତୋଷ
ସିଏମସିର ମୁକୁଳା ଡ୍ରେନରେ ସ୍ଲାବ ନପଡ଼ିବା ଯୋଗୁ କୁହୁଳୁଛି ଅସନ୍ତୋଷ [caption id="attachment_7892" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍.ଏମ୍.): କଟକ ସହରରେ ନାଳନର୍ଦ୍ଦମାର ସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିଲେ ମଧ୍ୟ ଏଥିରେ ସୁଧାର ଆଣିବାରେ ପ୍ରଶାସନିକ ଆନ୍ତରିକତା ଦେଖିବାକୁ ମିଳୁନାହିଁ । ଫଳରେ ସହରସାରା ଏବେ ମୁକୁଳା ଡ୍ରେନ ଧନଜୀବନ କ୍ଷତିର ପ୍ରମୁଖ କାରଣ ହୋଇଛି । ବର୍ଷ ବର୍ଷ ଧରି…




















