ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି
ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି [caption id="attachment_8109" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ କଳିର ପୂର୍ଣ୍ଣଛେଦ ପଡ଼ିଛି । ଆଜି ମହିଳା ଥାନାରେ କାଉନସେଲିଂ ପରେ ସ୍ୱାମୀ-ସ୍ତ୍ରୀ ପୂର୍ବଭଳି ଗୋଟିଏ ସ୍ଥାନରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ତାଙ୍କ ମଧ୍ୟରେ ଗୋଟିଏ ଭୁଲ ବୁଝାମଣା ଥିଲା ବୋଲି ହ୍ୟୁମାନ…




















