ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ
ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ [caption id="attachment_8182" align="alignnone" width="300"] News by I&PR ODISHA[/caption] #ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ଆନୁକୂଲ୍ୟରେ ଫେବୃୟାରୀ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଜାତୀୟ ନାଟ୍ୟ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ…




















