ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର [caption id="attachment_8522" align="alignnone" width="300"] News by B.Mishra (BBSR)[/caption] #ଖୋର୍ଦ୍ଧା (ଏନ୍‌.ଏମ୍‌.): ଦୋଳପୂର୍ଣ୍ଣମୀ ପାଇଁ ବାଣ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ଇଚ୍ଛା ଆଜି ମହଙ୍ଗା ପଡ଼ିଛି । ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆଜି ଏଭଳି…

ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ

ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ - ଦୁର୍ଗନ୍ଧରେ ଅଞ୍ଚଳବାସୀ ଡହଳବିକଳ - ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲି ନୀତି - ଠିକାଦରଙ୍କ ଲାଇସେନ୍ସ ବାତିଲ ପାଇଁ ଦାବି [caption id="attachment_8519" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗାଙ୍ଗୋତ୍ରୀ ନଗର ରୋଡ ନଂ-୩ରେ ମୁକୁଳା ଡ୍ରେନ ଯୋଗୁଁ ସାଧାରଣ…

ରାଇରଙ୍ଗପୁରର ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଇରଙ୍ଗପୁରର ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ

ରାଇରଙ୍ଗପୁରର ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା' ପକ୍ଷରୁ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ [caption id="attachment_8515" align="alignnone" width="300"] News by Akshaya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅନନ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା' ଆନୁକୁଲ୍ୟରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନୋଜ ଦାସଙ୍କ ପୌରହିତ୍ୟରେ ବସନ୍ତ ଉତ୍ସବ ‘ରଙ୍ଗ ରଙ୍ଗୋଲି' ଏବଂ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବସନ୍ତ ଉତ୍ସବ…

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜୟନ୍ତୀ

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜୟନ୍ତୀ [caption id="attachment_8512" align="alignnone" width="300"] News by Akshaya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୟୂରଭଞ୍ଜ ୨ ଜିଲ୍ଲା ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକ ଏବଂ ମହିଳା ବିଜେଡି ସଭାନେତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ୧୦୭ ତମ ଜୟନ୍ତୀ ମହାସମାରୋହରେ ପାଳିତ…

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଉଦ୍ୟୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଉଦ୍ୟୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଉଦ୍ୟୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ [caption id="attachment_8509" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା, ଦୃଢ ସଂକଳ୍ପ, ମାନସିକତା ଓ ଆତ୍ମଚିନ୍ତନ ଓଡିଶାରେ ଶିଳ୍ପ ବିକାଶର ଧାରାକୁ ତ୍ୱରାନ୍ୱିତ କରିପାରିଛି । ଶିଳ୍ପର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଆନୁଷଙ୍ଗିକ ଦିଗ…

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ [caption id="attachment_8506" align="alignnone" width="300"] News by Rajendra Pradhan (Choudwar)[/caption] #ଚୌଦ୍ୱାର/କଟକ (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ, ଚୌଦ୍ୱାର-କଟକ ପକ୍ଷରୁ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଯୋବ୍ରା ଆନ୍ନିକଟ, ଚୌଦ୍ୱାର ବିରୁପାଠାରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ପୂର୍ଣ୍ଣଅବୟବ…

କୋଣାର୍କରେ ବିଜୁଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କୋଣାର୍କରେ ବିଜୁଜୟନ୍ତୀ

କୋଣାର୍କରେ ବିଜୁଜୟନ୍ତୀ [caption id="attachment_8503" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଅବସରରେ କୋଣାର୍କ ଏନଏସି ଅନ୍ତର୍ଗତ ଚନ୍ଦ୍ରଭାଗା ବଜାରଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁ ପ୍ରେମୀଙ୍କ ପକ୍ଷରୁ ମାଲ୍ୟାର୍ପଣ କରିଥିଲେ । କାକଟପୁର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, କୋଣାର୍କ ଏନଏସିର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ…

ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩

ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩ [caption id="attachment_8500" align="alignnone" width="300"] News by Anandaprasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ଯାଦବ ପଡିଆ ଠାରେ ପୌର ପରିଷଦ ଆନୁକୁଲ୍ୟରେ ବାସୁଦେବପୁର ମହୋତ୍ସବ, ବାସୁଦେବାୟନ- ୨୦୨୩ ଅନୁଷ୍ଟିତ ହୋଇ ଯାଇଛି । ଚାରି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବାସୁଦେବପୁର ମହୋତ୍ସବକୁ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ…

ପ୍ରଧାନଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହେଲେ ଗ୍ରାମବାସୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପ୍ରଧାନଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହେଲେ ଗ୍ରାମବାସୀ

ପ୍ରଧାନଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହେଲେ ଗ୍ରାମବାସୀ ମାହାଙ୍ଗା(ଏନ୍‌.ଏମ୍‌.): ଗୋଟିଏ ପିଢି ନୁହେଁ, ତିନି ପିଢି ଧରି ପିଲାଙ୍କୁ ପାଠ ପଢାଇ ଆସୁଥିବା ଜଣେ ଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହୋଇପଡିଛନ୍ତି ଗ୍ରାମବାସୀ । ସେ କେବଳ ପିଲାଙ୍କୁ ପାଠ ପଢାଉଥିଲେ ତାହା ନୁହେଁ, ଗ୍ରାମବାସୀ ସୁଖଦୁଃଖରେ ଜଣେ ସାଥୀ ଥିଲେ । ଏପରିକି କାହା ନାଁ ଭୋଟର ତାଲିକା, ଆଧାର କାର୍ଡ କିମ୍ବା ରାସନ କାର୍ଡରେ କେବେ ଚଢିବ ସେ ସବୁ…

ନିଶାସକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ: ୪ଜଣଙ୍କୁ କଟୁରୀ ଚୋଟ,
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନିଶାସକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ: ୪ଜଣଙ୍କୁ କଟୁରୀ ଚୋଟ,

ନିଶାସକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ: ୪ଜଣଙ୍କୁ କଟୁରୀ ଚୋଟ, ଖୁଡି, ବାପା ଓ ପଡୋଶୀଙ୍କ ସମେତ ୪ ଗୁରୁତର [caption id="attachment_8493" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ନିଶାସକ୍ତ ଯୁବକର ଅଭାବନୀୟ କାଣ୍ଡ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଏକ କଟୁରୀ ଧରି ଉକ୍ତ ଯୁବକ ୪ଜଣଙ୍କୁ ଗୁରୁତର ଆହତ କରି ଫେରାର ହୋଇ ଯାଇଛି । ତେବେ ଆହତମାନଙ୍କୁ…

ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ

ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ [caption id="attachment_8490" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଲିକୁଦାସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଗତ ଫେବୃୟାରୀ ୨୮ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ରୁଦ୍ରନାରାୟଣ ଗାୟତ୍ରିପତିଙ୍କ ପୌରହିତ୍ୟରେ ଆୟୋଜିତ ଏହି…

କୟଳପଡ଼ା ପଞ୍ଚାୟତ ପାଇଁ ଅପହଞ୍ଚ ହୋଇ ପଡ଼ିଛି ମୋ’ ବସ ସେବା: ବିଧାୟକଙ୍କ ପ୍ରତିଶ୍ରୁତି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି !
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କୟଳପଡ଼ା ପଞ୍ଚାୟତ ପାଇଁ ଅପହଞ୍ଚ ହୋଇ ପଡ଼ିଛି ମୋ’ ବସ ସେବା: ବିଧାୟକଙ୍କ ପ୍ରତିଶ୍ରୁତି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି !

କୟଳପଡ଼ା ପଞ୍ଚାୟତ ପାଇଁ ଅପହଞ୍ଚ ହୋଇ ପଡ଼ିଛି ମୋ’ ବସ ସେବା : ବିଧାୟକଙ୍କ ପ୍ରତିଶ୍ରୁତି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ! [caption id="attachment_8487" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ନେତାମାନେ ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ସମୟରେ ମିଠା ମିଠା ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ସେ ସବୁ ପାଣିର ଗାର ବୋଲି ସାବ୍ୟସ୍ତ ହୋଇଥାଏ । ସେହିଭଳି…

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ [caption id="attachment_8484" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ବଢ଼ିବାରେ ଲାଗିଛି । କେଉଁଠି ସରକାରୀ ଅର୍ଥ ତୋଷାରପାତ ହେଉଛି ତ ଆଉ କେଉଁଠି ହିତାଧିକାରୀଙ୍କୁ ଭୁଆଁ ବୁଲାଇ ସରକାରୀ ଯୋଜନା ଆତ୍ମସାତ ହେଉଥିବା ଅଭିଯୋଗ ଉଠିଛି । ବିଶେଷ କରି ଆଠଗଡ଼ ଉପଖଣ୍ଡରେ…

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ !

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ ! [caption id="attachment_8481" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ରୋଗହେଲେ ଲୋକେ ଧାଇଁ ଯାଆନ୍ତି ଡାକ୍ତରଙ୍କ ପାଖକୁ । ତାଙ୍କ ଔଷଧ ଓ ଇଞ୍ଜେକସନରେ ଆରୋଗ୍ୟ ମିଳିବା ସହ ଜୀବନ ବଞ୍ଚିଯାଇଥାଏ । ତେଣୁ ଡାକ୍ତରଙ୍କୁ ଲୋକେ ଦ୍ୱିତୀୟ ଭଗବାନ ବୋଲି କହିଥାନ୍ତି । କିନ୍ତୁ ଏବେ ଡାକ୍ତରଙ୍କ ମନଇଚ୍ଛା ଚିକିତ୍ସା ଯୋଗୁଁ ଜୀବନ…

ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା

ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା [caption id="attachment_8477" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏସ୍ଥିତ ମାରୱାଡ଼ି ମିତ୍ର ମଣ୍ଡଳ ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବାବା ଶ୍ୟାମଙ୍କ ଏକ ସୁସଜ୍ଜିତ ରଥରେ ବସାଇ ଅଞ୍ଚଳ ପରିକ୍ରମା କରାଯାଇଥିଲା । ଏହି ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ବିଭିନ୍ନ…

ଆର.ଆଇଙ୍କୁ ମାଡ ଘଟଣାରେ ପ୍ରଶାସନିକ ନୀରବତା ନେଇ ଜଗତପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆର.ଆଇଙ୍କୁ ମାଡ ଘଟଣାରେ ପ୍ରଶାସନିକ ନୀରବତା ନେଇ ଜଗତପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

ଆର.ଆଇଙ୍କୁ ମାଡ ଘଟଣାରେ ପ୍ରଶାସନିକ ନୀରବତା ନେଇ ଜଗତପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ [caption id="attachment_8474" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ଟାଙ୍ଗୀ ଚୌଦ୍ୱାର ତହସିଲ କାର୍ଯ୍ୟଳୟର ଜଣେ କାର୍ଯ୍ୟରତ ଆର.ଆଇଙ୍କୁ ମାଡ଼ମାରିବା ଘଟଣାରେ ନ୍ୟାୟ ନମିଳିବା ପ୍ରତିବାଦରେ ଆଜି ସମସ୍ତ ଆର.ଆଇ ଏବଂ ତହସିଲ କର୍ମଚାରୀ କଲମଛାଡ଼ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନରେ ଟାଙ୍ଗୀ-ଚୌଦ୍ୱାର ତହସିଲ…

ଆନ୍ତର୍ଜାତିକ ମହିଳା ଦିବସ : ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆନ୍ତର୍ଜାତିକ ମହିଳା ଦିବସ : ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

ଆନ୍ତର୍ଜାତିକ ମହିଳା ଦିବସ : ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ [caption id="attachment_8471" align="alignnone" width="300"] News by B. Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସାଧାରଣ ଜୀବନରେ ଯେଉଁ କୋଟି…

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର [caption id="attachment_8468" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକରେ ଏବେ ଅପରାଧୀକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଏପରିକି କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ସାବାଡ଼ କରିବା କ୍ଷେତ୍ରରେ ପୁଲିସ ପଛଘୁଞ୍ଚା ଦେଉନଥିବା ଦେଖିବାକୁ ମିଳିଛି । ଆଜି ରାତି…

କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ

କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ [caption id="attachment_8465" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଖାନନଗର ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ସ୍କାଉଟ୍ କାମ୍ପୋରୀ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ଶିବିରର ଉଦଯାପନୀ ଉତ୍ସବରେ ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଭାରତ…

ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ

ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ [caption id="attachment_8462" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ଗଜାନନ ସେବା ସମିତି’ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସମିତିର କାର୍ଯ୍ୟାଳୟରେ ଆହୁତ ଏକ ବୈଠକରେ ନୂତନ କର୍ମକର୍ତ୍ତା ଚୟନ ସହ ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ବିଗତ ଦିନରେ ସମିତି ପକ୍ଷରୁ ଚାରିଥର ରକ୍ତଦାନ…