ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର [caption id="attachment_4376" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଗୋଲେଇଛକସ୍ଥିତ ୧୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ କ୍ୟାବିନ ମଧ୍ୟରୁ ଜନୈକ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଶୁକ ଓରଫ ନିରଞ୍ଜନ ପରିଡା(୩୯) ବୋଲି ଜଣାପଡ଼ିଛି । ସେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧୀନସ୍ଥ ମାହାଳ-ଚଅଁପୁର…

ଅବଧି ପୂରଣ ପରେ ବି ଟଙ୍କା ମିଳୁନଥିବା ଯୋଗୁଁ ସାହାରା ଇଣ୍ଡିଆ ଚୌଦ୍ୱାର ଶାଖାରେ ଆନ୍ଦୋଳନ କଲେ ଜମାକାରୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅବଧି ପୂରଣ ପରେ ବି ଟଙ୍କା ମିଳୁନଥିବା ଯୋଗୁଁ ସାହାରା ଇଣ୍ଡିଆ ଚୌଦ୍ୱାର ଶାଖାରେ ଆନ୍ଦୋଳନ କଲେ ଜମାକାରୀ

ଅବଧି ପୂରଣ ପରେ ବି ଟଙ୍କା ମିଳୁନଥିବା ଯୋଗୁଁ ସାହାରା ଇଣ୍ଡିଆ ଚୌଦ୍ୱାର ଶାଖାରେ ଆନ୍ଦୋଳନ କଲେ ଜମାକାରୀ ଚୌଦ୍ୱାର(ଏନ୍‌.ଏମ୍‌.): ସାହାରା ଇଣ୍ଡିଆରେ ଜମା ରଖି ବେସାହାରା ହୋଇପଡ଼ିଛନ୍ତି ଜମାକାରୀ । ବର୍ଷ ବର୍ଷ ଧରି ଜମା ଟଙ୍କାର ଅବଧି ପୂରଣ ହୋଇଯାଇଥିଲେ ମଧ୍ୟ ମିଳୁନି ସେମାନଙ୍କ ପ୍ରାପ୍ୟ । ବାରମ୍ବାର ଦୌଡ଼ି ଦୌଡ଼ି ଚପଲ ଛିଣ୍ଡିଯାଉଥିଲେ ବି ଜମାଟଙ୍କା ଫେରି ପାଉନଥିବାରୁ ସାହାରା ଜମାକର୍ତ୍ତାଙ୍କ ଅବସ୍ଥା ବେହାଲ ହୋଇ…

ଉତ୍କଳ ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୪୧ ୟୁନିଟ ସଂଗ୍ରହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଉତ୍କଳ ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୪୧ ୟୁନିଟ ସଂଗ୍ରହ

ଉତ୍କଳ ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୪୧ ୟୁନିଟ ସଂଗ୍ରହ [caption id="attachment_4369" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ପବିତ୍ର ଉତ୍କଳ ଦିବସ କମିଶନରରେଟ ପୁଲିସ ଓ କଟକ ରୋଟାରୀ କ୍ଲବର ମିଳିତ ଆନୁକୁଲ୍ୟରେ ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ବାହାଦୁଲାପାଟଣାସ୍ଥିତ ବହୁଗ୍ରାମ ଫାର୍ମାସୀ କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ମୋଟ ୪୧ ଯୁନିଟ ରକ୍ତ…

ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ନେତାଜୀ ସେତୁ ଉପରେ ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ତେବେ ଦୁର୍ଘଟଣାରେ ବୁଲେଟ ବାଇକଟି ଚୁରମାର ହୋଇଯାଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ହାଇକୋର୍ଟ ଆଡ଼ୁ ତ୍ରିଶୂଳିଆ ଆଡ଼କୁ…

ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ

ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ ଛଡ଼ାଇ ଫିଙ୍ଗିଦେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ବିଡିଓ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ ଛଡ଼ାଇ ଫିଙ୍ଗିଦେବା ଭଳି ଅଭାବନୀୟ ଘଟଣା ଭାଇରାଲ ହେବାରେ ଲାଗିଛି । ଏଭଳି ଭିଡିଓ ଭାଇରାଲ ହେବା ଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ତେଜିବାରେ ଲାଗିଛି । ଜନସାଧାରଣ ସେବା ନିମନ୍ତେ ସରକାରଙ୍କ ଠାରୁ ନିଯୁକ୍ତି ପାଇଥିବା…

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଏମସିସି ଖତକୁଣ୍ଡରୁ ନିର୍ଗତ ଗ୍ୟାସ ଯୋଗୁଁ କର୍ମଚାରୀଙ୍କ ଜୀବନ ଗଲା !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଏମସିସି ଖତକୁଣ୍ଡରୁ ନିର୍ଗତ ଗ୍ୟାସ ଯୋଗୁଁ କର୍ମଚାରୀଙ୍କ ଜୀବନ ଗଲା !

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଏମସିସି ଖତକୁଣ୍ଡରୁ ନିର୍ଗତ ଗ୍ୟାସ ଯୋଗୁଁ କର୍ମଚାରୀଙ୍କ ଜୀବନ ଗଲା ! [caption id="attachment_4357" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଆଜି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡରେ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମସିସି) ଖତଗୁଣ୍ଡରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ପ୍ରଭାବରେ…

ଏସସିବି ରଚିଲା ପୁଣି ଏକ ଇତିହାସ; ୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବି ରଚିଲା ପୁଣି ଏକ ଇତିହାସ; ୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ

ଏସସିବି ରଚିଲା ପୁଣି ଏକ ଇତିହାସ ୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ [caption id="attachment_4354" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି) ବୁଧବାର ପୁଣି ଏକ ଇତିହାସ ରଚିଛି । ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ହେମାଟୋଲୋଜି(ରକ୍ତରୋଗ) ବିଭାଗରେ ୧୦୦ଜଣଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ(ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ) ସଫଳତାର…

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ ଜଗତପୁର(ଏନ୍‌.ଏମ୍‌.): ଫେସବୁକ ଚାଟିଂରୁ ଆରମ୍ଭ ହେଲା ପ୍ରେମ । ପରେ ମନ୍ଦିରରେ ଉଭୟ ବିବାହ କଲେ । କିନ୍ତୁ ବିବାହ ହେବାର ୬ ମାସ ପରେ ଯୌତୁକ ଦାବି କରି ସ୍ୱାମୀ ଜଣକ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ଜଗତପୁର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟଚାଲଣ କରିଛି ।…

ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ

ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ [caption id="attachment_4347" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡର ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯିବା ପରେ ଘଟଣାର ଗୋଟିଏ ପରେ ଗୋଟିଏ ପରଦା ହଟିବାରେ ଲାଗିଛି । ରିମାଣ୍ଡରେ ଯିବାର ୩ ଦିନ ପରେ…

ପିଠିକୁ ନମାରି ପେଟକୁ ମାରିଲେ ଦୁବୃର୍ତ୍ତ: ଗାଡ଼ିରେ ନିଆଁ ଲଗାଇଦେଇଥିବା ଅଭିଯୋଗ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପିଠିକୁ ନମାରି ପେଟକୁ ମାରିଲେ ଦୁବୃର୍ତ୍ତ: ଗାଡ଼ିରେ ନିଆଁ ଲଗାଇଦେଇଥିବା ଅଭିଯୋଗ

ପିଠିକୁ ନମାରି ପେଟକୁ ମାରିଲେ ଦୁବୃର୍ତ୍ତ: ଗାଡ଼ିରେ ନିଆଁ ଲଗାଇଦେଇଥିବା ଅଭିଯୋଗ ଭଦ୍ରକ (ଏନ୍‍.ଏମ୍‍.): ପିଠିକୁ ନମାରି ମାରିଲେ ପେଟକୁ । ଛଡ଼ାଇନେଲେ ପରିବାର ମୁହଁରୁ ଦାନା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନାୟକପୁର ପଞ୍ଚାୟତ ଦାସ ସାହି ଅଞ୍ଚଳରେ । ପରିବାର ପ୍ରତିପୋଷଣ କରିବା ନିମନ୍ତେ ରୋଜଗାର ଖୋଜି ଖୋଜି ନୟାନ୍ତ ହେବା ପରେ ପତ୍ନୀଙ୍କ ଗହଣା ବିକ୍ରି ଏବଂ…

ଅଶାନ୍ତ ହେଉଛି ମାହାଙ୍ଗା ! : ପଥରରେ ଛେଚି ମହିଳାଙ୍କୁ ହତ୍ୟା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅଶାନ୍ତ ହେଉଛି ମାହାଙ୍ଗା ! : ପଥରରେ ଛେଚି ମହିଳାଙ୍କୁ ହତ୍ୟା

ଅଶାନ୍ତ ହେଉଛି ମାହାଙ୍ଗା ! : ପଥରରେ ଛେଚି ମହିଳାଙ୍କୁ ହତ୍ୟା ଦେଖନ୍ତୁ ଏହି ଭିଡିଓ.... ମାହାଙ୍ଗା(ଏନ୍‍.ଏମ୍‍.): ଅଶାନ୍ତ ହୋଇପଡ଼ିଛି କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳ । ଦିନକୁ ଦିନ ବଢ଼ିଚାଲିଛି ଅପରାଧର ତାଲିକା । ଆଜି ଜଣେ ମହିଳାଙ୍କୁ ପଡୋଶୀ ନିର୍ମମ ଭାବେ ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏ ସଂକ୍ରାନ୍ତରେ ପୁଲିସ ଅଭିଯୁକ୍ତ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ…

ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ

ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ କଟକ(ଏନ୍‍.ଏମ୍‍.): ଆଜି କଟକ ଜଗତପୁର ଗ୍ରାମରେ ନୂତନ ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଟେନିସ ଭଲିବଲ ସଙ୍ଘ ସହକାରୀ ସମ୍ପାଦକ ତଥା ରେଫରୀ ବୋର୍ଡ ସମ୍ପାଦକ ସ୍ମୃତି ରଞ୍ଜନ ମହାପାତ୍ର,ସମ୍ପାଦକ ଶଶୀକାନ୍ତ ନାୟକ ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରି ପଡିଆକୁ ଉଦ୍ଘାଟନ କରିଥିଲେ ଏବଂ ସମ୍ମାନୀତ ଅତିଥି ଉପ…

କଟକ ଶିଖରପୁର ଅଞ୍ଚଳରେ ଦୂଷିତ ଜଳ ଯୋଗାଣ ନେଇ ଜନଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକ ଶିଖରପୁର ଅଞ୍ଚଳରେ ଦୂଷିତ ଜଳ ଯୋଗାଣ ନେଇ ଜନଅସନ୍ତୋଷ

କଟକ ଶିଖରପୁର ଅଞ୍ଚଳରେ ଦୂଷିତ ଜଳ ଯୋଗାଣ ନେଇ ଜନଅସନ୍ତୋଷ [caption id="attachment_4333" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‍.ଏମ୍‍.): କଟକ ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏହି ଜଳକୁ ଠିକ୍‍ ଭାବେ ବିଶୋଧନ କରାଯାଉ ନାହିଁ । ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ସହରବାସୀ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି…

ଠିକାଦାରଙ୍କ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ : ସୁନାରିବଣ ପରେ ଭୁସୁଡିଲା ହୁରାସାହି କେନାଲ ବନ୍ଧ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଠିକାଦାରଙ୍କ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ : ସୁନାରିବଣ ପରେ ଭୁସୁଡିଲା ହୁରାସାହି କେନାଲ ବନ୍ଧ

ଠିକାଦାରଙ୍କ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ : ସୁନାରିବଣ ପରେ ଭୁସୁଡିଲା ହୁରାସାହି କେନାଲ ବନ୍ଧ ଜଗତପୁର(ଏନ୍‌.ଏମ୍‌.): ଗ୍ରାମ୍ୟ ଉନୟନ୍ନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ଚମ୍ପତି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ହୁରାସାହି-ସୁନାରିବଣ ଅଧିବାସୀଙ୍କ ପାଇଁ କେନ୍ଦ୍ରାପଡା କେନାଲ ମଧ୍ୟରେ ଫୁଟ ବ୍ରିଜ ନିର୍ମାଣ କରାଯାଉଛି । ପଞ୍ଚାୟତ ନିର୍ବାଚନ ସମୟରେ ଆଚରଣ ବିଧି ଲାଗୁହେବା ପରେ ଏହି ପ୍ରକଳ୍ପକୁ ବିନା ଫଳକରେ ଶିଳାନ୍ୟାସ କରାଯାଇଥିଲା…

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅଧିନରେ ରହିଥିବା ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁଜନତା ଦଳର କର୍ମୀଙ୍କ ମଧ୍ୟରେ ବିବାଦ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ ମସହା ନିର୍ବାଚନରେ ଏହି ୱାର୍ଡରୁ ନଳିନୀ ବେହେରା କର୍ପୋରେଟର ପଦବୀ ପାଇଁ ବିଜେଡି ଟିକଟ ହାତେଇବା ପରେ ଦଳରେ…

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି [caption id="attachment_4322" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା, ମହାନ୍ ଦେଶପ୍ରେମୀ ବୀର ସହିଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ପବିତ୍ର ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ଅବସ୍ଥାପିତ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ [caption id="attachment_4318" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ (ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସ୍ଥିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଶାକର୍ମୀମାନଙ୍କ…

ବାବା ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା : ଚାନ୍ଦି ବିମାନରେ ଝୁଲିଲେ ପ୍ରଭୁ ଦୋଳ ଗୋବିନ୍ଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାବା ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା : ଚାନ୍ଦି ବିମାନରେ ଝୁଲିଲେ ପ୍ରଭୁ ଦୋଳ ଗୋବିନ୍ଦ

ବାବା ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା : ଚାନ୍ଦି ବିମାନରେ ଝୁଲିଲେ ପ୍ରଭୁ ଦୋଳ ଗୋବିନ୍ଦ [caption id="attachment_4314" align="alignnone" width="225"] (ଫଟୋ- କାହ୍ନୁଚରଣ ପଣ୍ଡା)[/caption] ଗୁରୁଡ଼ିଝାଟିଆ(ଏନ୍‌.ଏମ୍‌.): ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଟିତ ହୋଇଯାଇଛି । ଧବଳେଶ୍ୱର ପୂଜକ ସମିତି ପକ୍ଷରୁ ବାବା ଧବଳେଶ୍ୱରଙ୍କ ସହ ଦୋଳଗୋବିନ୍ଦଙ୍କୁ ଚାନ୍ଦି ବିମାନରେ ବିଜେ କରାଯାଇ ମଞ୍ଚେଶ୍ୱର ଗ୍ରାମ ସହ ବିଭିନ୍ନ ସାହି ପରିକ୍ରମା କରି ପ୍ରଭୁଙ୍କୁ ଯାତ୍ରା…

ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଦିଲ୍ଲୀ ବିମାନ ବନ୍ଦରରେ ଏକ ଦୁର୍ଘଟଣା ଘଟିଛି । ଏକ ଲାଇଟ ପୋଷ୍ଟରେ ଯାତ୍ରୀବାହୀ ବିମାନଟି ମାଡ଼ ହୋଇ ଯାଇଛି । ତେବେ ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଦିଲ୍ଲୀ ବିମାନ ବନ୍ଦରରେ ସ୍ପାଇସଜେଟର ଏକ ଯାତ୍ରୀବାହୀ ବିମାନ…

ମେଡିକାଲରେ ବାପାଙ୍କ ଦେଖାକରି ଘରକୁ ଫେରିବା ବେଳେ ପୁଅର ମୃତ୍ୟୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମେଡିକାଲରେ ବାପାଙ୍କ ଦେଖାକରି ଘରକୁ ଫେରିବା ବେଳେ ପୁଅର ମୃତ୍ୟୁ

ମେଡିକାଲରେ ବାପାଙ୍କ ଦେଖାକରି ଘରକୁ ଫେରିବା ବେଳେ ପୁଅର ମୃତ୍ୟୁ ବାସୁଦେବପୁର(ଏନ୍‌.ଏମ୍‌.): ମେଡ଼ିକାଲରେ ବାପା ଚିକିତ୍ସିତ ହେଉଥିବାବେଳେ ପୁଅ ମେଡ଼ିକାଲରୁ ଦେଖାକରି ଘରକୁ ଫେରିବା ବେଳେ ପାଲଟିଗଲା ଅଫେରା ପଥର ଯାତ୍ରୀ । କିଏ ଯାଣିଥିଲା ମେଡ଼ିକାଲରେ ବାପାଙ୍କ ସହ ଥିଲା ଏହା ଶେଷ ଦେଖା । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ନିର୍ମାଣଧୀନ ପୋଲ ନେଇଗଲା ଯୁବକଙ୍କ ଜୀବନ ।…