ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ

ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ [caption id="attachment_4530" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ନିର୍ମାଣ ଚାଲିଥିବା ଶୁଦ୍ଧିଗୃହ ଓ ତୁଠ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ୱାର୍ଡର ଜନସାଧାରଣ ଶବ ସଂସ୍କାର ଓ ଶୁଦ୍ଧିକ୍ରିୟା ନିମନ୍ତେ ନିମପୁର ଗ୍ରାମ୍ୟ ଶ୍ମଶାନ ଉପରେ ନିର୍ଭର…

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା କେନାଲ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା କେନାଲ

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା କେନାଲ [caption id="attachment_4527" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ଅନେକ ଯୋଜନା କରୁଛନ୍ତି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ସରକାରଙ୍କ ଦ୍ୱାରା ବ୍ୟୟ ହେଉଥିବା ଅର୍ଥ ପାଣିରେ…

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ [caption id="attachment_4523" align="alignnone" width="300"] Photo by I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶାର ଅଗ୍ରଣୀ କର୍ମଚାରୀ ସଂଗଠନ, ସଚିବାଳୟ ସେବା ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ ଖାରବେଳନଗର କାର୍ଯ୍ୟାଳୟ ‘ଓସା ହାଉସ’ ରେ ଆୟୋଜିତ ଏହି ନିର୍ବାଚନରେ ସଭ୍ୟ ସଭ୍ୟାମାନେ ଅଂଶଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ…

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ [caption id="attachment_4520" align="alignnone" width="300"] ଫଟୋ- ରମେଶ ଦାସ (ମାହାଙ୍ଗା)[/caption] ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା, ବହୁ ଚର୍ଚ୍ଚିତ କୁସୁପୁର ଗଣହତ୍ୟା ଘଟଣା ସାରା ଓଡିଶାକୁ ଦୋହଲାଇଦେଇଥିବା ବେଳେ, କୁସୁପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ସାମାନ୍ୟ ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ । ଭାଇ, ଭାଉଜ, ପୁତୁରା, ଝିଆରୀ ସମେତ ୫ଜଣଙ୍କୁ ହତ୍ୟା କରି ଥାନରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ…

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର [caption id="attachment_4516" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ପବିତ୍ର ପଣା ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥିକମାନେ ତୃଷାର୍ତ୍ତ ରହିବା ସ୍ୱାଭାବିକ । ସେମାନଙ୍କୁ ଜଳମୁନ୍ଦାଏ ଯୋଗାଇ ତୃଷା ମେଣ୍ଟାଇ ପାରିଲେ ମାନବ ଧର୍ମ ସାର୍ଥକ ହେବ ବୋଲି ବିଶ୍ୱାସ…

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନିମପୁର ଶବର ସାହି ଅଞ୍ଚଳର ବହୁ ପୁରାତନ ଅଧିଷ୍ଠାତ୍ରୀ ଦେବୀ ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲି ଏକ କଳସ ଶୋଭାଯାତ୍ରା ମା’ଙ୍କ ପୀଠରୁ ବାହାରି ମହାନଦୀ ଘାଟରୁ ଜଳ ପୂର୍ଣ୍ଣ କଳସୀ ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଦୀପ ଦେହୁରୀ ଓ ପୁଷ୍ପା ଦେହୁରୀ କର୍ତ୍ତା ଓ କର୍ତ୍ତିଭାବେ ସଂକଳ୍ପ ନେଇଥିଲେ…

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି-ପୋଡାବର ରାସ୍ତାରୁ ବିଦେଶୀ ମଦ ବୋଝେଇ ପିକଅପ ଗାଡିକୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ଚମ୍ପତି ଗ୍ରାମର ରାକା ଓରଫ ରାକେଶ ଭୋଇ(୩୦) ବୋଲି ଜଣାପଡ଼ିଛି । ପୁଲିସ ପୂର୍ବରୁ ଏହି ଲୁଟ ଘଟଣାରେ ପିକଅପ ଗାଡି ଡ୍ରାଇଭର ସମେତ…

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ନୂଆପଡ଼ା ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥି ସହିତ ପରିଷଦ ପକ୍ଷରୁ କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ବାଲିକୁଦାଛକ ନିକଟରେ ଉଦ୍‌ଘାଟିତ ଏହି ଜଳଛତ୍ର କେନ୍ଦ୍ର ଉଦ୍‌ଘାଟନ ହୋଇଥିଲା । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରଭାବରୁ ତୃଷ୍ଣା ମେଣ୍ଟାଇବା ଉଦ୍ଦେଶ୍ୟରେ ଏହି…

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା [caption id="attachment_4503" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇ.ବି ରୋଡ ସ୍ଥିତ ନିମପୁର ନୂତନ ବସ୍ତିରେ ମା ତାରାତାରିଣୀଙ୍କ ବାର୍ଷିକୋତ୍ସବ ଉପଲକ୍ଷେ ପବିତ୍ର ଝାମୁଯାତ୍ରା ବହୁ ନୀତିକାନ୍ତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି । ମା’ଙ୍କ ମୁଖ୍ୟ ଦେହୁରୀ କୃଷ୍ଣ ନାୟକଙ୍କ ଦ୍ୱାରା ଏହି ଯାତ୍ରା ପରିଚାଳନା କରାଯାଇଥିଲା । ଦୀର୍ଘ ୧୫ ବର୍ଷଧରି ମାଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ…

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ୨ଗୋଟି ଶ୍ରେଣୀ ଗୃହ ପାଇଁ ଶିଳାନ୍ୟାସ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଦୁଇଗୋଟି ଶ୍ରେଣୀଗୃହର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥିଭାବେ ସିଏମସି…

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର [caption id="attachment_4497" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ (ଏନ୍‍.ଏମ୍‍.): ମହାନଦୀରେ ଭାସି ଯାଇଥିବା ୩ଜଣ ପିଲାଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ପୂର୍ବରୁ ମିଳିଥିବାବେଳେ ଆଜି ଆଉ ଜଣେ ପିଲାର ମୃତଦେହକୁ ଓଡ୍ରାଫ ଟିମ ଉଦ୍ଧାର କରିଛି । ତେବେ ମହାନଦୀର ବ୍ୟାରେଜ ପାର୍କ ନିକଟରେ ଗାଧୋଉଥିବାବେଳେ ୩ଜଣ ଯାକ ସାଙ୍ଗ ଭାସି ଯାଇଥିଲେ ।…

ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର [caption id="attachment_4490" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଭାବେ ପଡ଼ିରହିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର । କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଜଗତପୁର ନିମପୁର ଠାରେ ୨୦୧୨ ମସିହାରେ ଏକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିପାଇଁ ୪ ଲକ୍ଷ ୨୫ ହଜାର ଟଙ୍କା…

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ ମାହାଙ୍ଗା(ଏନ୍‌.ଏମ୍‌.): ସାନ ଭାଇ ବଡ଼ଭାଇ ସମେତ ତାଙ୍କର ସଂସାରକୁ ଶେଷ କରି ଦେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁଶପୁର ଅଞ୍ଚଳରେ । ତେବେ ହତ୍ୟା କରିବା ପରେ ଏଭଳି ବିଭତ୍ସକାଣ୍ଡ ଘଟଣା ବିଷୟରେ ହ୍ୱାଟ୍ସଆପରେ କିଛି ବ୍ୟକ୍ତିବିଶେଷଙ୍କୁ ସୂଚନା ଦେବା ସହ ଥାନାରେ…

ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ

ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ [caption id="attachment_4483" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ମହାନଦୀରେ ଗାଧୋଇବାକୁ ଯାଇ ୩ଜଣ ପିଲା ଭାସିଯିବା ଏବଂ ଦୀର୍ଘ ସମୟ ଧରି ଦୁଇଜଣଙ୍କୁ ଉଦ୍ଧାର କରାଯାଇ ନପାରିବା ଘଟଣାରେ ଉତ୍ୟକ୍ତ ଅଞ୍ଚଳବାସୀ ରାସ୍ତାଅବରୋଧ କରିଥିଲେ । ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ମହାନଦୀରେ ପହଁଞ୍ଚିବା ବିଳମ୍ବ ହେବାରୁ ବ୍ୟାରେଜ ଛକ ମୁଖ୍ୟରାସ୍ତାକୁ…

“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

"କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର [caption id="attachment_4480" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ୍‌.ଏମ୍‌.): ଗଣମାଧ୍ୟମ ଶୃଙ୍ଖଳିତ ସମାଜର ରକ୍ଷାକର୍ତ୍ତା । ଗଣତନ୍ତ୍ରର ଅନ୍ୟ ୩ଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଭଳି ଗଣମାଧ୍ୟମ ମଧ୍ୟ ନିଜ କର୍ତ୍ତବ୍ୟର ଗୁରୁତ୍ୱ ବହନକରେ । ତେଣୁ କେହି କେହି ଏହାକୁ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବୋଲି କହିଥାନ୍ତି । ମାତ୍ର…

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା [caption id="attachment_4477" align="alignnone" width="300"] ଫଟୋ- ରମେଶ ଦାସ (ମାହାଙ୍ଗା)[/caption] ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତ ଅଧିନସ୍ଥ ବଣୁଆ ମହାପୁରୁଷ ପୀଠରେ ମନ୍ତ୍ରୀ ପ୍ରତାପ ଜେନା ମିଶନ ଶକ୍ତିର ନୂତନ ଗୃହ ଉଦ୍‌ଘାଟନ କରିଛନ୍ତି । କୁଆଁପାଳ ତାରିଣୀ ମନ୍ଦିର ପାଖରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ନିଜ…

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ [caption id="attachment_4470" align="alignnone" width="300"] ଫଟୋ- ରମେଶ ଦାସ (ମାହାଙ୍ଗା)[/caption] ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ଅଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଏକ ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏ ନେଇ ମନ୍ତ୍ରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏକ ବିଶାଳ ଶୋଭାଯାତ୍ରାରେ…

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ [caption id="attachment_4465" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ଯୋବ୍ରା ବ୍ୟାରେଜ ସ୍ଥିତ ମହାନଦୀକୁ ଗାଧୋଇବା ପାଇଁ ଆସିଥିବା ୩ଜଣ ସାଙ୍ଗ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି । ଜଗତପୁର ପୁଲିସଠାରୁ ଖବରପାଇ ଘଟଣାସ୍ଥଳରେ…

ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ

ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ [caption id="attachment_4461" align="alignnone" width="300"] ଫଟୋ- ସ୍ମୃତିରଞ୍ଜନ ତ୍ରିପାଠୀ[/caption] ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ଶିକ୍ଷାର ଉନ୍ନତି ପାଇଁ ସରକାର ଯଥେଷ୍ଟ ଯୋଜନା ଆରମ୍ଭ କରିଥିବାବେଳେ ଉପଯୁକ୍ତ ସମନ୍ୱୟର ଅଭାବ ଯୋଗୁଁ ଏହି ବ୍ୟବସ୍ଥା ଧିରେ ଧିରେ ଭୁଷୁଡିବାରେ ଲାଗିଛି । ଗୋଟିଏ ପଟେ ରାଜ୍ୟସରକାର ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଛାତ୍ରଛାତ୍ରୀ ପଢ଼ିବା ଉପରେ ଗୁରୁତ୍ୱ ଦେବାକୁ ଆକର୍ଷଣୀୟ…