ଏଏସଓ ପରୀକ୍ଷାକୁ ନେଇ କୁହୁଳୁଛି ଅସନ୍ତୋଷ: ଫାଇଭ-ଟି ଉପରେ ଅଙ୍ଗୁଳି ଉଠାଇଲେ ପରୀକ୍ଷାର୍ଥୀ
ଏଏସଓ ପରୀକ୍ଷାକୁ ନେଇ କୁହୁଳୁଛି ଅସନ୍ତୋଷ: ଫାଇଭ-ଟି ଉପରେ ଅଙ୍ଗୁଳି ଉଠାଇଲେ ପରୀକ୍ଷାର୍ଥୀ ଭୁବନେଶ୍ୱର(ଏନ୍.ଏମ୍.): ସମ୍ପ୍ରତି ଏଏସଓ ପରୀକ୍ଷାରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପରୀକ୍ଷା ପରିଚାଳନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ରାଜ୍ୟବ୍ୟାପୀ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି । ଏହି ପ୍ରସଙ୍ଗ ଉପରେ ଓପିଏସସି କର୍ତ୍ତୃପକ୍ଷଙ୍କ ନିରବତା ସନ୍ଦେହକୁ ଅଧିକ ବଢ଼ାଉଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ସେହିଭଳି ରାଜ୍ୟ ସରକାର ସବୁ କ୍ଷେତ୍ରରେ ‘ଫାଇଭ-ଟି’ ଓ ପାରଦର୍ଶିତା କଥା…
