ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ଗିରଫ

ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ଗିରଫ

ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ଗିରଫ


#ଚୌଦ୍ୱାର (ଏନ୍‌.ଏମ୍‌.): ଗିରଫ ହେଲେ ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡଣ୍ଟ ସୁଜିତ ରାଉଳ। ତାଙ୍କୁ ମିନିଟବୁକ ଜାଲିଆତି ଘଟଣାରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଚୌଦ୍ୱାର ଜେଲରୁ କଏଦୀ ଫେରାର ଘଟଣାରେ ତାଙ୍କର ହାତଥିବା ନେଇ ଅଭିଯୋଗ ଉଠିଥିଲା।ଜେଲରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବାନେଇ ରହିଥିଲା ଅଭିଯୋଗ ମଧ୍ୟ ରହିଛି। ତେବେ ଶ୍ରୀ ରାଉଳ ଗିରଫଦାରୀକୁ ଏଡାଇବା ପାଇଁ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଜାମିନ ଦେବାନେଇ ସୁଜିତ ସୁପ୍ରିମକୋର୍ଟରେ ନିରାଶ ହେବା ପରେ ଆଜି ତାଙ୍କୁ ଘରୁ ଉଠାଇନେଲ ପୁଲିସ।

ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ