ପୁଲିସ ଲଗାଇ ଆଦିବାସୀଙ୍କ ଠାରୁ ଜମି ଛଡ଼ାଇବା ଘଟଣାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ପୁଲିସ ଲଗାଇ ଆଦିବାସୀଙ୍କ ଠାରୁ ଜମି ଛଡ଼ାଇବା ଘଟଣାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଟାଙ୍ଗୀ(ଏନ୍.ଏମ୍.): ଆଦିବାସୀମାନଙ୍କ ଅଧୀନରେ ଥିବା ଜଙ୍ଗଲ କିସମ ଜମିକୁ ଛାଡିବା ପାଇଁ ଚୌଦ୍ୱାର ଥାନା ପକ୍ଷରୁ ଆଦିବାସୀଙ୍କୁ ଧମକ ଦେଇ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଥାନାରେ ଅଟକାଇ ଜୋରଜବରଦସ୍ତ ଜମି…












