ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ କଟକ ଆଗରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ କଟକ ଆଗରେ

କଟକ(ଏନ୍‌.ଏମ୍‌.): ଆଜି କଟକ ଜିଲ୍ଲାର କରୋନା ସଂକ୍ରମଣ ସଂଖ୍ୟା ସମଗ୍ର ରାଜ୍ୟରେ ସର୍ବାଧିକ ରହିଛି । ଅନ୍ୟ ଜିଲ୍ଲା ଅପେକ୍ଷା କଟକ ଜିଲ୍ଲାରେ ଆଜି ୯୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୩୮୩ଜଣ, ଗ୍ରାମାଞ୍ଚଳରୁ ୫୬୯ଜଣ ଏବଂ ଅନ୍ୟ ଜିଲ୍ଲାରୁ ୨୧ଜଣ…

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ଅପରାଧ ରାଜ୍ୟ

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି : ଗତ ୪ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ…

ଏ ବର୍ଷ ଠିକ ସମୟରେ ଆସିବା ମୌସୁମୀ
କୃଷି ରାଜ୍ୟ

ଏ ବର୍ଷ ଠିକ ସମୟରେ ଆସିବା ମୌସୁମୀ

ପାଣି ପାଗ ବିଶେଷଜ୍ଞ ପୂର୍ବ ଆକଳନ ଅନୁଯାଇ ଏ ବର୍ଷ ମୌସୁମୀ କେରଳ ମେ ୧୨ ରେ ପହଂଚିବ ଓ ଓଡିଶା ରେ ମେ ମାସ ଶେଷ ସୁଦ୍ଧା ପହଂଚିପାରେ ହେଲେ ଏହାର ଠିକ ଆକଳନ ମେ ୧୫ ପରେ ହିଁ କରିହେବ ବୋଲି ମତ ଦେଇଛନ୍ତି |

ଉପ-ଜିଲ୍ଳାପାଳଙ୍କ କଡାମିଜାଜ, ଚାଷୀ ଫିଙ୍ଗି ଦେଲେ ବସ୍ତା ବସ୍ତା ପରିବା
କୃଷି ରାଜ୍ୟ

ଉପ-ଜିଲ୍ଳାପାଳଙ୍କ କଡାମିଜାଜ, ଚାଷୀ ଫିଙ୍ଗି ଦେଲେ ବସ୍ତା ବସ୍ତା ପରିବା

ବଲାଙ୍ଗିର ,ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ୧୪ ଦିନିଆ ଲକଡାଉନ । ଲକଡାଉନର ପ୍ରଥମ ଦିନରେ, ଖୁବ ତତ୍ପର ଥିଲା ବଲାଙ୍ଗିର ପୁଲିସ । ପ୍ରଶାସନ ସକାଳ ୫ ଟାରୁ, ଖୋଦ ବଲାଙ୍ଗିର ଏସ୍.ପି ସହର ଭିତରେ ରାସ୍ତାଉପରେ ପୁଲିସ ଫୋର୍ସକୁ ଲକଡାଉନ ନିୟମ ସଂର୍ପକରେ ତାଲିମ ଦେଇଥିଲେ…

ଡରାଉଛି ଆନ୍ଧ୍ର ଷ୍ଟ୍ରେନ୍ ; ଅନ୍ୟ ଷ୍ଟ୍ରେନ୍‌ଠୁ ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ
ରାଜ୍ୟ

ଡରାଉଛି ଆନ୍ଧ୍ର ଷ୍ଟ୍ରେନ୍ ; ଅନ୍ୟ ଷ୍ଟ୍ରେନ୍‌ଠୁ ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର । ଆନ୍ଧ୍ର ପଟୁ ଫେରୁଥିବା ପ୍ରବାସୀଙ୍କୁ ନେଇ ବଢ଼ୁଛି ଚିନ୍ତା। ଫଳରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଆନ୍ଧ୍ର…

ପୁଲିସ୍‌ ଉପରେ ନାରାଜ ତହସିଲଦାର, କହିଲେ, ‘ଆଉ ସାହାଯ୍ୟ କରିବିନି’
ରାଜ୍ୟ

ପୁଲିସ୍‌ ଉପରେ ନାରାଜ ତହସିଲଦାର, କହିଲେ, ‘ଆଉ ସାହାଯ୍ୟ କରିବିନି’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜିରେ ଚଢ଼ାଉ କରି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବାଲେଶ୍ୱର ସଦର ତହସିଲଦାର ଆଜି ପୁଲିସ୍‌ ଉପରେ କ୍ଷୁବ୍ଧ ହୋଇଛନ୍ତି। ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଗତକାଲି ୩ ଜଣଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିବାରୁ ପୁଲିସ୍‌ ଉପରେ…