କରୋନା କଟକଣାରେ କୋହଳ: ଜୁଲାଇ ୧ତାରିଖ ଯାଏ ଲାଗୁହେବ ଆଂଶିକ ଲକଡାଉନ

କରୋନା କଟକଣାରେ କୋହଳ: ଜୁଲାଇ ୧ତାରିଖ ଯାଏ ଲାଗୁହେବ ଆଂଶିକ ଲକଡାଉନ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଲକଡାଉନ ଅବଧି ଶେଷ ହେବା ପରେ ଆଜି ରାଜ୍ୟସରକାର ଅନଲକ ଘୋଷଣା କରିବା ପରିବର୍ତ୍ତେ ଲକ୍‌ଡାଉନକୁ ଆଂଶିକ କୋହଳ କରିଛନ୍ତି । ଆସନ୍ତା ୧୪ ଦିନ ପାଇଁ ଏହି କୋହଳ ଜାରି କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ନେଇ ଘୋଷଣା…

Read More

ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ

ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ କଟକ(ଏନ୍‌.ଏମ୍‌.): କରୋନା ମହାମାରୀ ସମୟରେ ନକଲି ଔଷଧ ଜବତ ହେବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ କ୍ରାଇମ୍ ବ୍ରାଞ୍ଚର ଏସଟିଏଫ ଏହି ଘଟଣାର ତଦନ୍ତ କରିବ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି । ଏଥିପାଇଁ…

Read More

ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ

ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କଟକ(ଏନ୍‌.ଏମ୍‌): ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିଏମସି ୨୦ନମ୍ବର ୱାର୍ଡ଼ସ୍ଥିତ ଲଣ୍ଡାଦେଉଳ ପ୍ରାଙ୍ଗଣରେ ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ପ୍ରାୟ ୩ଶହ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରିଥିଲେ । ଅଞ୍ଚଳର ସାହେବଜାଦା ବଜାର, ଭାଷାକୋଷ ଲେନ, ନିମଚୌଡ଼ି, ଭଣ୍ଡାରୀ ସାହି, ବିଶ୍ୱନାଥ…

Read More

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଟିକାଦାନ ପ୍ରମୁଖ ଭୂମିକା ନେଇଛି । ଫଳରେ ଟିକା ନେବା ପାଇଁ ଲୋକଙ୍କ ଚାହିଦା ବୃଦ୍ଧି ପାଇଥିବାବେଳେ ଆବଶ୍ୟକୀୟ ଅନୁପାତରେ ଟିକା ଉପଲବ୍ଧ ହୋଇ ପାରୁନାହିଁ । ତେଣୁ ସରକାର ସମସ୍ତ ଜନସାଧାରଣଙ୍କୁ ଟିକା ଦାନ କରାଇବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଅନ୍ୟପକ୍ଷରେ ଏହି ଟିକାକରଣକୁ ନେଇ ଏକ ସାଂଘାତିକ…

Read More

ଲଘୁଚାପ ବର୍ଷା ଜାରି: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଲଘୁଚାପ ବର୍ଷା ଜାରି: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ ଭୁବନେଶ୍ୱର (ଏନ.ଏମ୍‌.): ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ରାଜ୍ୟର ଆଠଟି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସେହି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଥିବା…

Read More

ଜିଲ୍ଲାପାଳଙ୍କ ଦ୍ୱାରା କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ

ଜିଲ୍ଲାପାଳଙ୍କ ଦ୍ୱାରା କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନାରେ ବାପା-ମାଆଙ୍କୁ ହରାଇ ଥିବା ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମର ୩ ଶିଶୁଙ୍କୁ ଆଜି ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି । ବାପା-ମାଆଙ୍କୁ ହରାଇବା ପରେ ଏହି ଶିଶୁମାନେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମରେ ଥିବା ନିଜ ମାମୁଁ ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ଏହି ଅବସରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସେମାନଙ୍କୁ ମଧୁବାବୁ ପେନସନ…

Read More

ସିଏମସି ଏନଫୋର୍ସମେଣ୍ଟ ଟିମର ଚଢାଉ: ଦୋକାନ ସିଲ, ଅମାନିଆଙ୍କ ଠାରୁ ଜୋରିମାନା

ସିଏମସି ଏନଫୋର୍ସମେଣ୍ଟ ଟିମର ଚଢାଉ: ଦୋକାନ ସିଲ, ଅମାନିଆଙ୍କ ଠାରୁ ଜୋରିମାନା କଟକ(ଏନ୍‌.ଏମ୍‌.): କଟକରେ କରୋନା କଟକଣା ମାନୁନଥିବା ଭଳି ଘଟଣା ଦେଖିବାକୁ ମିଳିଛି । ତେଣୁ ଅମାନିଆଙ୍କୁ ସାବାଡ କରିବା ଲାଗି ସିଏମସି ଓ ସ୍ଥାନୀୟ ଥାନାର ଏକ ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି । ସିଏମସି ପକ୍ଷରୁ ଆଜି ପହିଲି ରଜ ନେଇ ବିଭିନ୍ନ ଦୋକାନ ବଜାରରେ ଜନଗହଳି ଦେଖିବାକୁ ମିଳିଥିଲା । ତେଣୁ କୋଭିଡ କଟକଣାକୁ କଡ଼ାକଡ଼ି କରିବା ପାଇଁ ସହରର…

Read More

ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ସମ୍ପ୍ରତି କରୋନା ଦ୍ୱିତୀୟ ଲହର ଯୋଗୁଁ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଥିବାବେଳେ ସେମାନଙ୍କୁ ଭୁଆଁ ବୁଲାଇ ବେଶ ଅର୍ଥ ରୋଜଗାର କରିବା ଉଦ୍ଦେଶ୍ୟରେ ଅସାଧୁ ଔଷଧ ବ୍ୟବସାୟୀମାନେ ପ୍ରାଣଘାତି ନକଲି ଔଷଧ ବିକ୍ରି କରିବା ଦୁର୍ଭାଗ୍ୟ ଜନକ । ତେବେ ରାଜ୍ୟରେ ନକଲି ଔଷଧ କାରବାର ବଢ଼ିଥିବା ଦେଖିବାକୁ ମିଳିଛି । ପ୍ରଥମେ କଟକରୁ ନକଲି ଔଷଧ ଜବତ କରାଯାଇଥିଲା ।…

Read More

ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର

ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର କଟକ (ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସ୍‌.ସି.ବି)ରେ ଇସିଏମଓ ସ୍ଥାପନ କରିବା ସହ ରାଜ୍ୟରେ ଥିବା ଇସିଏମଓଗୁଡ଼ିକର ଅପରେଟର ବ୍ୟବସ୍ଥା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବଡମେଡିକାଲକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗୁରୁତର କରୋନା ସଂକ୍ରମିତ ରୋଗୀ ଅସୁଥିବା ବେଳେ ପୂର୍ବ ଭାରତର ରୋଗୀ ମଧ୍ୟ ଏଠାକୁ ଆସିଥାନ୍ତି । କରୋନାର ଦ୍ୱିତୀୟ ଲହରରେ ଅନେକ ରୋଗୀ ଗୁରୁତର ଫୁସ୍‌ଫୁସ୍…

Read More

ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ବିତରଣ

ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ବିତରଣ କଟକ(ଏନ୍‌.ଏମ୍‌.): ପବିତ୍ର ରଜପର୍ବ ଅବସରରେ ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ପ୍ରଦାନ କରାଯାଇଛି । ବିଶିଷ୍ଟ ସମାଜସେବୀ ସମ୍ପତି ମୋଡ଼ାଙ୍କ ନେତୃତ୍ୱରେ ରାଜ୍ୟସଭା ସାଂସଦ ସୁଭାସ ଚନ୍ଦ୍ର ସିଂହଙ୍କ ଦ୍ୱାରା କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବଜାତ ଶିଶୁ ୱାର୍ଡ଼ରେ ଥିବା ମା’ମାନଙ୍କୁ ନୂତନବସ୍ତ୍ର, ଖାଦ୍ୟ ସାମଗ୍ରୀ, ଶିଶୁଙ୍କୁ ହଗିସ, ମାସ୍କ ଏବଂ ସାନିଟାଇଜର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ…

Read More

ବଡ଼ଚାଞ୍ଚୋ ବୁଢ଼ି ଜାଗୁଳେଇ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ନୂତନ ଗୃହ ଉଦ୍‌ଘାଟନ

ବଡ଼ଚାଞ୍ଚୋ ବୁଢ଼ି ଜାଗୁଳେଇ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ନୂତନ ଗୃହ ଉଦ୍‌ଘାଟନ କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍‌ଘାଟନ କରିଛନ୍ତି । ବୁଢ଼ି ଜାଗୁଳାଇ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ କର୍ମକର୍ତ୍ତାମାନେ କରୋନା କଟକଣା ଅନୁପାଳନ ପୂର୍ବକ ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ପ୍ରତି କରୋନା ଯୋଗୁଁ ଚିକିତ୍ସା କ୍ଷେତ୍ରରେ ରକ୍ତ…

Read More

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ କଟକ(ଏନ୍‌ଏମ୍‌): ବାରବାଟୀ-କଟକ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କଟକ ମହାନଗର ନିଗମ ୧ନମ୍ବର ୱାର୍ଡର ବିଡାନାସୀ ଅଞ୍ଚଳର ନୂଆସାହି, ମୁଣ୍ଡା ସାହି, ବିଡାନାସୀ ଠାରେ କୋଭିଡ ସଂକ୍ରମିତ ପରିବାର, ହୋମ ଆଇସୋଲେନରେ ରହିଥିବା ପରିବାର ଏବଂ ଦୁର୍ଦ୍ଦିନରେ ରହିଥିବା ଜନସାଧାରଣଙ୍କୁ ବିଧାୟକ ଇଂ ମହମ୍ମଦ ମୋକିମ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଉପରୋକ୍ତ ୱାର୍ଡର ସାହିବସ୍ତି ଗସ୍ତ କରି ଜନସାଧାରଣଙ୍କ…

Read More