କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ପଦୋନ୍ନତି

କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ପଦୋନ୍ନତି କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ଓଡିଶା ସୂଚନା ସେବା ଉପ-ନିର୍ଦେଶକ,ପ୍ରଥମ ଶ୍ରେଣୀ (ବରିଷ୍ଠ ବର୍ଗ) ପଦବୀକୁ ପଦୋନ୍ନତି ହୋଇଛି । ଶ୍ରୀ ଷଡଙ୍ଗୀ କଟକ ଜିଲ୍ଲାରେ ଓଡିଶା ସୂଚନା ସେବା ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗରେ ଥାଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ ନିଜର ଦାୟିତ୍ୱ ତୁଲାଇ ଜିଲା କାର୍ଯ୍ୟାଲୟରେ…

Read More

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ ଭୁବନେଶ୍ୱର (ଏନ୍‌.ଏମ୍‌.):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ +୨ ତଥା ଦ୍ୱାଦଶ ଶ୍ରେଣୀ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ଦୂରନିରନ୍ତର ଶିକ୍ଷା ପାଠ୍ୟକ୍ରମର ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ଫାଇଛି । ଏହି ବିଜ୍ଞପ୍ତିରେ +୨ ତଥା ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ଓ ମୂଲ୍ୟାୟନ ପଦ୍ଧତ୍ତି ଏବଂ ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ…

Read More

୪୨ ଦିନ ଲଢ଼େଇକରି କରୋନାକୁ ମାତ ଦେଲେ କଲେ ୮୫ ବର୍ଷିୟା ବୃଦ୍ଧା

୪୨ ଦିନ ଲଢ଼େଇକରି କରୋନାକୁ ମାତ ଦେଲେ କଲେ ୮୫ ବର୍ଷିୟା ବୃଦ୍ଧା କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲାରେ କରୋନା ଯୋଗୁଁ ଅନେକ ମୃତ୍ୟୁ ମୁଖରେ ପଡ଼ୁଥିବାବେଳେ ଜଣେ ୮୫ବର୍ଷିୟା ବୃଦ୍ଧା ଦୀର୍ଘ ୪୨ଦିନ ଲଢ଼େଇ କରି କରୋନାକୁ ମାତ ଦେଇଛନ୍ତି । ଯେଉଁମାନେ ମାନସିକ ଚାପ ଗ୍ରସ୍ତ ହେଉଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକାଂଶଙ୍କ ମୃତ୍ୟୁ ଦେଖାଯାଉଛି । ଏଭଳି କିଛି ବ୍ୟକ୍ତି ଓ ବୃଦ୍ଧ, ବୃଦ୍ଧା ଅଛନ୍ତି ଯେଉଁମାନେ କରୋନା ସଂକ୍ରମଣ ସହ ଲଢେଇ କରି…

Read More

ୟୁଜି-ପିଜି ପରୀକ୍ଷା ନେଇ ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ୟୁଜି-ପିଜି ପରୀକ୍ଷା ନେଇ ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ୟୁଜି-ପିଜିର ଫାଇନାଲ ଇୟର ବା ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ମତାମତ ନିଆଯାଇ ୟୁଜି-ପିଜି ଫାଇନାଲ ଇୟର ବା ଫାଇନାଲ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ପରୀକ୍ଷା ହେବ…

Read More

ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ

ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ କଟକ(ଏନ୍‌.ଏମ୍‌.): ପ୍ରତିବର୍ଷ ବର୍ଷା ଋତୁରେ କଟକ ଜଳବନ୍ଦୀ ହୋଇପଡ଼ୁଥିବାବେଳେ ଚଳିତ ବର୍ଷ ଏହି ସମସ୍ୟାକୁ ଏଡାଇବା ପାଇଁ ସାଂସଦ ସୁବାସ ସିଂହ ଗୁରୁତ୍ୱ ଦେଇଛନ୍ତି । ବର୍ଷା ପୂର୍ବରୁ ସହରର ସମସ୍ତ ନାଳନର୍ଦ୍ଦମା ସଫେଇ କରିବା ପାଇଁ ସାଂସଦ ସିଏମସି କମିଶନରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ଫଳରେ ଅସରାଏ…

Read More

ଚୌଦ୍ୱାର ଇମ୍ଫା ଶିଳ୍ପରେ ଶ୍ରମିକ ଓ ଶ୍ରମିକ ପରିବାରଙ୍କୁ କରୋନା ଟୀକା ପ୍ରଦାନ

ଚୌଦ୍ୱାର ଇମ୍ଫା ଶିଳ୍ପରେ ଶ୍ରମିକ ଓ ଶ୍ରମିକ ପରିବାରଙ୍କୁ କରୋନା ଟୀକା ପ୍ରଦାନ ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଚୌଦ୍ୱାର ଅଞ୍ଚଳରେ ଥିବା ଇମ୍ଫା ଶିଳ୍ପଗୋଷ୍ଠୀ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଟୀକାକରଣ କରାଇଛି । ଇମ୍ଫା ଶିଳ୍ପଗୋଷ୍ଠୀ ତାର ଶ୍ରମିକ ଓ ତାଙ୍କର ପରିବାରକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଥିବାବେଳେ କାର୍ଯ୍ୟରତ ଶ୍ରମିକମାନଙ୍କୁ ୨ଦିନ ଧରି ଟୀକା ଦିଆଯାଇଥିଲା । ଏହି ଶିଳ୍ପାନୁଷ୍ଠାନ ପକ୍ଷରୁ ଫିକ୍କି ଓ…

Read More

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.) : ରାଜ୍ୟର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହୋଇଥିଲେ । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮,୫୦୦କୋଟି ଟଙ୍କା ବିନିଯୋଗ ହେବା ବିଷୟରେ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟସେବା ହେଉଛି ମୋ ସରକାରର…

Read More

ପୁଲିସ ଲଗାଇ ଆଦିବାସୀଙ୍କ ଠାରୁ ଜମି ଛଡ଼ାଇବା ଘଟଣାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପୁଲିସ ଲଗାଇ ଆଦିବାସୀଙ୍କ ଠାରୁ ଜମି ଛଡ଼ାଇବା ଘଟଣାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଟାଙ୍ଗୀ(ଏନ୍‌.ଏମ୍‌.): ଆଦିବାସୀମାନଙ୍କ ଅଧୀନରେ ଥିବା ଜଙ୍ଗଲ କିସମ ଜମିକୁ ଛାଡିବା ପାଇଁ ଚୌଦ୍ୱାର ଥାନା ପକ୍ଷରୁ ଆଦିବାସୀଙ୍କୁ ଧମକ ଦେଇ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଥାନାରେ ଅଟକାଇ ଜୋରଜବରଦସ୍ତ ଜମି ଛାଡିବାକୁ ସାଧା କାଗଜରେ ଦସ୍ତଖତ ନେବା ଘଟଣାକୁ ପ୍ରତିବାଦ କରି ଆଜି ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଟାଙ୍ଗି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।…

Read More

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲାରେ ହେବ ମୂଲ୍ୟାୟନ

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲାରେ ହେବ ମୂଲ୍ୟାୟନ ନୂଆଦିଲ୍ଲୀ (ଏଜେନ୍ସି): ମହାମାରୀ କରୋନା ଯୋଗୁ ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଏ ନେଇ ଆଜି ସିବିଏସ୍‌ଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ସୂଚନା ଦିଆଯାଇଛି । ତେବେ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପ୍ରଦର୍ଶନକୁ ଦେଖି ଛାତ୍ରଛାତ୍ରୀଙ୍କ ମାର୍କ…

Read More

ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ

ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ ପୁରୀ(ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ର ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେବା ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)ର ଏକ ସ୍ୱତନ୍ତ୍ର ଟିମ୍ ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି । ପୁରୀରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଏୟାରପୋର୍ଟ…

Read More

କଟକ କମିଶନରେଟ ପୁଲିସକୁ ସଫଳତା:୧୧ ବନ୍ଧୁକ ଓ ୫୧ ଗୁଳି ଜବତ, ୪ ଗିରଫ

କଟକ କମିଶନରେଟ ପୁଲିସକୁ ସଫଳତା:୧୧ ବନ୍ଧୁକ ଓ ୫୧ ଗୁଳି ଜବତ, ୪ ଗିରଫ କଟକ (ଏନ୍‌.ଏମ୍‌.): ରାଜ୍ୟରେ ଚୋରା ବନ୍ଧୁକ କାରବାର ରୋକିବା ଦିଗରେ କମିଶନରେଟ୍ ପୁଲିସ୍ ସ୍ୱତନ୍ତ୍ର ଅଭିଯାନ ଚଲାଇଥିବାବେଳେ କଟକ କମିଶନରେଟ ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି । କଟକ ଡିସିପିଙ୍କ ନେତୃତ୍ୱରେ ଆଜି କମିଶନରେଟ ପୁଲିସ୍ ୧୧ଟି ଚୋରା ବନ୍ଧୁକ ସହିତ ୫୧ଟି ଗୁଳି ଜବତ କରିଛି । ତା’ସହିତ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ।…

Read More

ମଙ୍ଗୁଳିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଟ୍ରଲର ପଛରେ ପିଟି ହେଲା ପିକ୍‌ଅପ୍ ଭ୍ୟାନ୍‌, ୨ ମୃତ

ମଙ୍ଗୁଳିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଟ୍ରଲର ପଛରେ ପିଟି ହେଲା ପିକ୍‌ଅପ୍ ଭ୍ୟାନ୍‌, ୨ ମୃତ ଚୌଦ୍ୱାର (ଏନ୍‌.ଏମ୍‌.): ଟ୍ରଲର ପଛରେ ପିକ୍‌ଅପ୍ ଭ୍ୟାନ୍ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ୨ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା କଟକ ଜିଲ୍ଲା ମଙ୍ଗୁଳି ଛକ ନିଟକରେ ଘଟିଛି । ଗତକାଲି ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି । ୧୬ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟ ରଶ୍ମି ମୋଟର ସାମ୍ନାରେ…

Read More