ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ
ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ [caption id="attachment_5094" align="alignnone" width="300"] Photo from Padmalochan Mishra[/caption] କଟକ(ଏନ୍.ଏମ୍.) : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ମହାସଂଘର ଆହ୍ୱାନକ୍ରମେ ନିର୍ମାଣ ଶ୍ରମିକମାନଙ୍କର ଅଧିକାର ପାଇଁ ରାଜ୍ୟବ୍ୟାପି…




















