ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨ ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ଥାନୀୟ ଜୟଦେବବିହାର ସ୍ଥାିତ ଉତ୍ସବ ଓଡିଶୀ ଅଡିଟୋରିଉମ ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍‌ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ, ସଂସ୍କୃତି ଏବଂ ଓଡ଼ିଆ ଭାଷା ବିଭାଗ ମନ୍ତ୍ରୀ…

ପୋଲ ତଳେ ବିତୁଛି ଭିନ୍ନକ୍ଷମଙ୍କ ଜୀବନ: ଡେପୁଟି ମେୟରଙ୍କ ନିଜ ୱାର୍ଡରେ ଏଭଳି ଚିତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୋଲ ତଳେ ବିତୁଛି ଭିନ୍ନକ୍ଷମଙ୍କ ଜୀବନ: ଡେପୁଟି ମେୟରଙ୍କ ନିଜ ୱାର୍ଡରେ ଏଭଳି ଚିତ୍ର

ପୋଲ ତଳେ ବିତୁଛି ଭିନ୍ନକ୍ଷମଙ୍କ ଜୀବନ: ଡେପୁଟି ମେୟରଙ୍କ ନିଜ ୱାର୍ଡରେ ଏଭଳି ଚିତ୍ର [caption id="attachment_5017" align="alignnone" width="273"] News & Photo From Kanhu Charan Panda, Jagatpur[/caption] ଜଗତପୁର (ଏନ୍‌.ଏମ୍‌.): ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଏସବୁ…

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): କଟକ ଚଣ୍ଡୀ ମନ୍ଦିରର ବିକାଶ ନିମନ୍ତେ ଆଜି ରାଜ୍ୟସରକାର ୭୦କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ମନ୍ଦିରର ଚତୁଃପାର୍ଶ୍ୱରେ…

ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ

ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ [caption id="attachment_5003" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ୍‌.ଏମ୍‌): କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ମହାନଦୀ ବ୍ୟାରେଜ ମୁଣ୍ଡରେ ମୌନ ଧାରଣା ଦେଇଛନ୍ତି । ସୂଚନା ଥାଉ…

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର କୁଏତ(ଏଜେନ୍ସି): ଭାରତୀୟ ପ୍ରଭାସୀ ପରିଷଦ (ବିପିପି) ସଙ୍ଘ ଓ ବାଦର ଅଲ ସାମା ମେଡିକାଲରେ, ଏକ ମାଗଣା ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ପ୍ୟାକେଜରେ ରକ୍ତଚାପ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, କୋଲେଷ୍ଟ୍ରଲ ପରୀକ୍ଷା,…

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ [caption id="attachment_4995" align="alignnone" width="300"] Photo By I&PR Odisha[/caption] କେନ୍ଦ୍ରାପଡା/ଭୁବନେଶ୍ୱର(ଏନ୍‌.ଏମ୍‌.): କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦାଠାରେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜଳସଂପଦ,…

ମଇ ୨୭ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମଇ ୨୭ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

ମଇ ୨୭ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌ ଭୁବନେଶ୍ୱର(ଏନ୍‌.ଏମ୍‌.) : ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମଇ ମାସ ୨୭ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ…

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ ତିର୍ତ୍ତୋଲ(ଏନ୍‌.ଏମ୍‌.): ତିର୍ତ୍ତୋଲ ଅଞ୍ଚଳରେ ଲେଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ ମଧ୍ୟ ଲେଟେରାମାନେ ନିର୍ଭୟ ହୋଇ ତିର୍ତ୍ତୋଲ ବଜାର ସ୍ଥିତ ଜଣେ ଅଧ୍ୟାପକଙ୍କ ଘରେ ପଶି ବନ୍ଧୁକ ଦେଖାଇ କଳାକନା ବୁଲେଇ…

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି ଜଗତପୁର (ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଜଗତପୁର ଲକ୍ଷ୍ମଣପୁର ଗ୍ରାମରେ ଡ୍ରେନେଜ ନିର୍ମାଣକୁ ନେଇ ଗ୍ରାମବାସୀମାନଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଅଞ୍ଚଳପ୍ରତି ସିଏମସିର ସର୍ବଦା…

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ?
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ?

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ? ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାର ଅମୃତ ଯୋଜନା ମାଧ୍ୟମରେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଏବେ ଦିଗହରା ହେବାରେ ଲାଗିଛି ।…

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ [caption id="attachment_4970" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ବିଡ଼ାନାସୀ କୃଷକ ବଜାର ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଅଞ୍ଚଳ ଲୋକେ ସେପଟେ ଯିବା…

ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ

ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ [caption id="attachment_4966" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‍.ଏମ୍‍.): କରୋନା ସଂକ୍ରମଣ ଲାଗି କଟକ ବଡ଼ମେଡ଼ିକାଲ(ଏସସିବି)ରେ ଅସ୍ତ୍ରୋପଚାର ବନ୍ଦ ହୋଇ ରହିଥିଲା । ଦୀର୍ଘ ଦିନ ବ୍ୟବଧାନ…

ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ

ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ ଆଠଗଡ଼ (ଏନ୍‍.ଏମ୍‍.): ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶା ସରକାର ସମ୍ବାଦପତ୍ର ବିକ୍ରେତା (ହକର)ମାନଙ୍କୁ ସ୍ୱୀକୃତି ଦେଇଛନ୍ତି । ତଦନୁଯାୟୀ ଆଠଗଡ ଉପଖଣ୍ଡର ପ୍ରଥମ ପର୍ଯ୍ୟାୟରେ ୫୯ଜଣ ସମ୍ବାଦପତ୍ର ବିକ୍ରେତାଙ୍କୁ ଚିହ୍ନଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କ ମଧ୍ୟରୁ ୬ଜଣଙ୍କୁ ଏହି…

ବେଆଇନ ପାଣି ଓ ବାଲି ଲୁଟ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Slider ଅପରାଧ ପପୁଲାର ନିଓଜ ମନୋରଞ୍ଜନ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ବେଆଇନ ପାଣି ଓ ବାଲି ଲୁଟ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ବେଆଇନ ପାଣି ଓ ବାଲି ଲୁଟ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର [caption id="attachment_4959" align="alignnone" width="300"] ମହେଶ୍ୱର ବେହେରା (ଆଠଗଡ଼)[/caption] ଆଠଗଡ(ଏନ୍‍.ଏମ୍‍.): ଆଠଗଡ଼ ଅଞ୍ଚଳରୁ ବେଆଇନ ଭାବରେ ପାଣି ଓ ବାଲି ଲୁଟ ଚାଲିଛି । ସରକାର ଏ ନେଇ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବାବେଳେ…

ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର

ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର [caption id="attachment_4956" align="alignnone" width="300"] ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ[/caption] ଜଗତସିଂହପୁର(ଏନ୍‍.ଏମ୍‍.): ଜଗତପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତରେ ଜଣେ ମହିଳା ୱାର୍ଡ଼ମେମ୍ବର ପୋଡ଼ିଯାଇ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ…

ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି [caption id="attachment_4951" align="alignnone" width="300"] ରିପୋର୍ଟ ଏବଂ ଫଟୋ - ସ୍ମୃତି ରଞ୍ଜନ ତ୍ରିପାଠୀ (ଚୌଦ୍ୱାର)[/caption] ଚୌଦ୍ୱାର(ଏନ୍‍.ଏମ୍‍.): ଜନସାଧାରଣଙ୍କୁ ସୁରକ୍ଷା ତଥା ଆଇନଶୃଙ୍ଖଳା ପରିସ୍ଥିତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଘୋଷଣା…

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ବାଲ୍ମୀକିନଗର ସେକ୍ଟର ୧୩ ଆଦିବାସୀ ବସ୍ତିରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡିଶା ଆଦିବାସୀ ସମାଜ ତରଫରୁ ଆୟୋଜିତ ଏକ…

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏକୁଳର ହେଲୁ ନା ସେ କୂଳର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏକୁଳର ହେଲୁ ନା ସେ କୂଳର

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏ କୂଳର ହେଲୁ ନା ସେ କୂଳର ରାସ୍ତାରେ ଲହଡି ମାରୁଛି ଡ୍ରେନର ନର୍ଦ୍ଦମାପାଣି ବୁଝିବ କିଏ ? ‘ମେୟର ଏକାହିଁ ସାହା ଭରସା’ ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେବା ଏକ ସାଧାରଣ ଘଟଣା ହୋଇ ପଡ଼ିଛି…

ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ

ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ ବାଲେଶ୍ୱର(ଏନ୍‌.ଏମ୍‌.): ସ୍ୱାମୀଙ୍କ ଶେଷ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାକୁ ଆସିଛନ୍ତି ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଅଞ୍ଚଳରେ । ସ୍ୱାମୀ ଯାହା ଭାବିଥିଲେ,…

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର ଭୁବନେଶ୍ୱର(ଏନ୍‌.ଏମ୍‌.) : ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଛି । ଏହାର ଶୀର୍ଷକ ରହିଛି ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ । ଫକୀର…