ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର
Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର [caption id="attachment_5389" align="alignnone" width="252"] News by Maheswar Behera (Athagarh)[/caption] ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଦୀର୍ଘଦୀନ ଧରି ଗୁଳିବିଦ୍ଧ…

‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ

‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ [caption id="attachment_5386" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି । କଳାଭୂମିରେ ଆଜି ଏକ ଖୋଲା ପାଠାଗାର ଉଦ୍‌ଘାଟିତ ହୋଇଯାଇଛି । ଓଏସ୍‌ଆରଟି ବସର ବାହ୍ୟ ଭାଗରେ…

ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି

ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି [caption id="attachment_5383" align="alignnone" width="300"] News by Kanhucharan Panda (Jagatpur)[/caption] ଜଗତପୁର(ଏନ୍‌.ଏମ୍‌.): ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ସଂଘ ପକ୍ଷରୁ ଏହି ଦାବିଗୁଡ଼ିକୁ…

ଭଦ୍ରକ ନାହାକାଣୀଢିହି ଥାନାରେ ବଢ଼ୁଛି ଅସାମାଜିକଙ୍କ ରାଜ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭଦ୍ରକ ନାହାକାଣୀଢିହି ଥାନାରେ ବଢ଼ୁଛି ଅସାମାଜିକଙ୍କ ରାଜ

ଭଦ୍ରକ ନାହାକାଣୀଢିହି ଥାନାରେ ବଢ଼ୁଛି ଅସାମାଜିକଙ୍କ ରାଜ [caption id="attachment_5380" align="alignnone" width="300"] News by Ananda prasad Rout (Bhadrak)[/caption] ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏବେ ଅସାମାଜିକ ବ୍ୟକ୍ତିଙ୍କ ରାଜୁତି ବଢ଼ିବାରେ ଲାଗିଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବା ସହ ଜନସାଧାରଣ ଅସୁରକ୍ଷିତ…

ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ [caption id="attachment_5377" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଆଜି ବାଚନିକ ଭୋଟ ପରେ ଶ୍ରର ଆରୁଖଙ୍କୁ ବାଚସ୍ପତି ଭାବେ ଉପବାଚସ୍ପତି…

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକରେ ବାଲିଯାତ୍ରା ହେବା ନେଇ ସୂଚନା ଦେଲେ ଜିଲ୍ଲାପାଳ କରୋନା ପାଇଁ ୨ବର୍ଷ ବନ୍ଦ ଥିଲା ଏହି ଐତିହାସିକ ମେଳା [caption id="attachment_5373" align="alignnone" width="300"] File Photo[/caption] କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ କଟକରେ ପୁଣି ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ଆଜି…

ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ରାସ୍ତା ଅବରୋଧ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ରାସ୍ତା ଅବରୋଧ

ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ରାସ୍ତା ଅବରୋଧ ନରସିଂହପୁର(ଏନ୍‌.ଏମ୍‌.): ବିଭିନ୍ନ ଦାବି ନେଇ ଆଜି କଟକ ଜିଲ୍ଲା ନରସିଂହପୁର ପଞ୍ଚମୁହିଁ ଛକ ଠାରେ ଆଶା କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ନରସିଂହପୁରରେ କାର୍ଯ୍ୟରତ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ କୌଣସି…

ଫକିରପୁର ମା’ ବାଟ ମଙ୍ଗଳାଙ୍କ ସପ୍ତମ ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଫକିରପୁର ମା’ ବାଟ ମଙ୍ଗଳାଙ୍କ ସପ୍ତମ ବାର୍ଷିକ ଉତ୍ସବ

ଫକିରପୁର ମା’ ବାଟ ମଙ୍ଗଳାଙ୍କ ସପ୍ତମ ବାର୍ଷିକ ଉତ୍ସବ [caption id="attachment_5363" align="alignnone" width="300"] News by Kanhu Charan Panda (jagatpur)[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇ.ବି. ରୋଡସ୍ଥିତ ଫକିରପୁର ବଉଳେଇ ସାହିରେ ମା’ ବାଟ ମଙ୍ଗଳାଙ୍କ ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ…

କିଶୋର କ୍ଲବର ୬୧ ତମ ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କିଶୋର କ୍ଲବର ୬୧ ତମ ବାର୍ଷିକ ଉତ୍ସବ

କିଶୋର କ୍ଲବର ୬୧ ତମ ବାର୍ଷିକ ଉତ୍ସବ [caption id="attachment_5358" align="alignnone" width="300"] News by Kanhu Charan Panda (Jagatpur)[/caption] ଜଗତପୁର(ଏନ୍‌.ଏମ୍‌.): ନିମପୁର କିଶୋର କ୍ଲବର ୬୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥିଭାବେ କଟକ ମେୟର ସୁବାଷ…

ପ୍ରଦୂଷଣ ହେଉଛି କେନ୍ଦ୍ରାପଡା କେନାଲ : ଫିଙ୍ଗା ଯାଉଛି ଗଦା ଗଦା ଅଳିଆ ଆବର୍ଜନା ଓ ଅଇଁଠା ପତ୍ର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପ୍ରଦୂଷଣ ହେଉଛି କେନ୍ଦ୍ରାପଡା କେନାଲ : ଫିଙ୍ଗା ଯାଉଛି ଗଦା ଗଦା ଅଳିଆ ଆବର୍ଜନା ଓ ଅଇଁଠା ପତ୍ର

ପ୍ରଦୂଷଣ ହେଉଛି କେନ୍ଦ୍ରାପଡା କେନାଲ ଫିଙ୍ଗା ଯାଉଛି ଗଦା ଗଦା ଅଳିଆ ଆବର୍ଜନା ଓ ଅଇଁଠା ପତ୍ର [caption id="attachment_5354" align="alignnone" width="300"] News by Kanhucharan Panda (Jagatpur)[/caption] ଜଗତପୁର(ଏନ୍‌.ଏମ୍‌.): କଟକରେ ସ୍ୱଚ୍ଛତା ପାଇଁ ଡିଣ୍ଡିମ ପିଟାଯାଉଥିବାବେଳେ ସରକାରଙ୍କ ପକ୍ଷରୁ ପ୍ରଚଳିତ ସ୍ୱଚ୍ଛ ଭାରତ ଅଭିଯାନ ଏଠାରେ…

ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍‌ଘାଟିତ

ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍‌ଘାଟିତ [caption id="attachment_5351" align="alignnone" width="300"] News by Sambitbhusan senapati (Khandapada)[/caption] ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ତପସ୍ୟା ଆର୍ଟ ଆଣ୍ଡ ମ୍ୟୁଜିକ ବିଦ୍ୟାଳୟ ପକ୍ଷରୁ ଗ୍ରୀଷ୍ମକାଳିନ ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।…

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ [caption id="attachment_5348" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରାଣୀସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଥିବାରୁ ବିଭାଗୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଚାଷୀମାନଙ୍କୁ ଏହାର ସୁଫଳ…

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ [caption id="attachment_5345" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନେ ଯେପରି ଶୀଘ୍ର କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ବୀମା କମ୍ପାନୀ, ବ୍ୟାଙ୍କ ଏବଂ ବିଭାଗୀୟ…

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ [caption id="attachment_5342" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‌.ଏମ୍‌.): ମହାନଦୀରେ ପୁଣି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗତ କିଛି ମାସ ତଳେ ଗୋଟିଏ କୁମ୍ଭୀର ମହାନଦୀରେ ବୁଲୁଥିବାବେଳେ ଏହା ବିରୂପାନଦୀର ଜଗତପୁର ଠାରୁ ଉଦ୍ଧାର କରାଯାଇଥିଲା…

ବଡ଼ମ୍ବାରେ ଓବିସି ଜାତିବର୍ଗ ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବଡ଼ମ୍ବାରେ ଓବିସି ଜାତିବର୍ଗ ସମ୍ମିଳନୀ

ବଡ଼ମ୍ବାରେ ଓବିସି ଜାତିବର୍ଗ ସମ୍ମିଳନୀ [caption id="attachment_5338" align="alignnone" width="300"] News by Maheswar Behera (Athagarh)[/caption] ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଳତୀଠାରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଓବିସି ଜାତିବର୍ଗ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି…

ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି

ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି [caption id="attachment_5334" align="alignnone" width="300"] News by Kanhu charan Panda (Jagatpur)[/caption] ଜଗତପୁର (ଏନ୍‌.ଏମ୍‌.): ଯେତେ ଯାହା କଲେ ମଧ୍ୟ ଜଗତପୁରପ୍ରତି ସିଏମସିର ବୈମାତୃକ ମନୋଭାବ ହ୍ରାସ ପାଇ ନାହିଁ ।…

ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ

ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ [caption id="attachment_5331" align="alignnone" width="278"] News by Ajit Kumar Mallick (Konark, Puri)[/caption] କୋଣାର୍କ/ପୁରୀ(ଏନ୍‌.ଏମ୍‌.): ସାରା ବିଶ୍ୱରେ ଏବେ ନିଜର ପରିଚୟ ସୃଷ୍ଟିକରିବାରେ ଲାଗିଛି ଓଡ଼ିଆ ପୁଅ…

ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ

ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ [caption id="attachment_5327" align="alignnone" width="300"] News by Rajendra Pradhan (CTC)[/caption] କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୦ନମ୍ବର ୱାର୍ଡ଼ ଯୋବ୍ରା ମାଟିଆମଙ୍ଗଳା ଛକ ନିକଟରେ ସିଏମସି ପକ୍ଷରୁ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଗୃହର ଶୁଭ…

ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ

ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ [caption id="attachment_5321" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ.ଏମ) : ଭୁବନେଶ୍ୱର ସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ) ପକ୍ଷରୁ ଏହାର ୯ତମ ଦରକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମାଟୋ ପିଜିଡିଏମ୍…

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ [caption id="attachment_5318" align="alignnone" width="300"] News by Kanhucharan Panda (Jagatpur)[/caption] ଜଗତପୁର(ଏନ୍‍.ଏମ୍‍.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି. ରୋଡରେ ଡେପୁଟି ମେୟର…