ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ
ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ ସାଲେପୁର(ଏନ୍.ଏମ୍.): ସାଲେପୁର ମାଟିରେ ଫଳୁଛି ପେନ୍ଥା ପେନ୍ଥା ଅଙ୍ଗୁର । ଆଉ ଏହି ମାଟିରେ ଅଙ୍ଗୁର ଫଳାଇ ଏବେ ଚର୍ଚ୍ଚାରେ ଅଛନ୍ତି ଜଣେ ଅଟୋ ଡ୍ରାଇଭର । ପେଶା ତାଙ୍କର ଅଟୋ ଚଳାଇବା ହେଲେ; ନିଶା ହେଉଛି ବାଡ଼ି ବଗିଚାରେ ବିଭିନ୍ନ ରକମର ଫୁଲ ଫଳ ଗଛ ଲଗାଇବା । ସେହି ନିଷ୍ଠାପର ପରିଶ୍ରମ ଆଉ ନିଶା ଏବେ ତାଙ୍କୁ ଦେଇଛି ଏଭଳି ସଫଳତା । ତାଙ୍କ ଗଛରେ…
