ଜଗତପୁର ଗୋଲେଇଛକରେ ଦୁଇ ଗୋରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ : କାର ଜବତ, ୨ ଗିରଫ
ଜଗତପୁର ଗୋଲେଇଛକରେ ଦୁଇ ଗୋରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ : କାର ଜବତ, ୨ ଗିରଫ କଟକ(ଏନ୍.ଏମ୍.): କମିଶନରେଟ ଥାନା ଅଞ୍ଚଳରେ ଏବେ ବାରମ୍ବାର ଗୋରୁ ଚୋରି ଏକ ସାଧାରଣ ଘଟଣା ହୋଇଗଲାଣି । ଚୌଦ୍ୱାର, ଜଗତପୁର ଅଞ୍ଚଳରେ ଘନଘନ ଗାଈ ଚୋରି ହେବା ଘଟଣା ପୁଲିସ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ଜଗତପୁର ଅଞ୍ଚଳରେ ଏକାଧିକବାର ଗାଈ ଚୋରି ହୋଇଛି । ତେବେ ଗତ କାଲି ବିଳମ୍ବିତ ରାତିରେ…
