ଭିଜିଲାନ୍ସ ଜାଲରେ କୋଟି ପତି ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀଙ୍କ ଛାତରୁ ମିଳିଲା ୨କୋଟିରୁ ଉର୍ଦ୍ଧ୍ୱ
ଭିଜିଲାନ୍ସ ଜାଲରେ କୋଟି ପତି ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀଙ୍କ ଛାତରୁ ମିଳିଲା ୨କୋଟିରୁ ଉର୍ଦ୍ଧ୍ୱ [caption id="attachment_9945" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର/ନବରଙ୍ଗପୁର(ଏନ୍.ଏମ୍.): କୋଟି ପତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଏବେ ଭିଜିଲାନ୍ସ ଜାଲରେ । କୋଟି କୋଟି ଟଙ୍କା ଆୟ…




















