ପ୍ରକାଶ ପାଇଲା ସ୍ୱତନ୍ତ୍ର ଯୁକ୍ତ-୨ ପରୀକ୍ଷା ଫଳ
ପ୍ରକାଶ ପାଇଲା ସ୍ୱତନ୍ତ୍ର ଯୁକ୍ତ-୨ ପରୀକ୍ଷା ଫଳ #ଭୁବନେଶ୍ୱର(ଏନ୍.ଏମ୍.): ଯୁକ୍ତ-୨ର ସ୍ୱତନ୍ତ୍ର ପରୀକ୍ଷା ଫଳ ଯଥା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ହୋଇଛି । ପୂନଃମୂଲ୍ୟାୟନ ନିମନ୍ତେ ରାଜ୍ୟରୁ ୧୨,୩୨୧ ଜଣ ଛାତ୍ରଛାତ୍ରୀ…




















