୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍ଓର ଆହ୍ୱାନ
୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍ଓର ଆହ୍ୱାନ କଟକ (ଏନ୍.ଏମ୍.): କର୍ପୋର୍ରେଟ୍ ସ୍ୱାର୍ଥରକ୍ଷାକାରୀ ତଥା ଚାଷୀମାରଣ ୩ଟି କଳା କୃଷି ଆଇନ୍ ଓ ବିଦ୍ୟୁତ୍ (ସଂଶୋଧନ)ବିଲ୍ ୨୦୨୧ ବାତିଲ୍, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ୍…




















