ନଭେମ୍ବର ୨୨ରୁ ୯ମ ଏସଏ ପରୀକ୍ଷା : ୨୩ରୁ ଖାତା ଦେଖା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନଭେମ୍ବର ୨୨ରୁ ୯ମ ଏସଏ ପରୀକ୍ଷା : ୨୩ରୁ ଖାତା ଦେଖା

ନଭେମ୍ବର ୨୨ରୁ ୯ମ ଏସଏ ପରୀକ୍ଷା : ୨୩ରୁ ଖାତା ଦେଖା କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୯ମ ଶ୍ରେଣୀ ସମ୍ମେଟିଭ ଆସେସମେଣ୍ଟ(ଏସଏ)-୧ ପରୀକ୍ଷା ଆସନ୍ତା ନଭେମ୍ବର ୨୨ରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ବୋର୍ଡ଼ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି । ଯେ, ପରୀକ୍ଷା ୨ଟି…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରେ ମିଳିଲା ସର୍ତ୍ତମୂଳକ ଜାମିନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରେ ମିଳିଲା ସର୍ତ୍ତମୂଳକ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରେ ମିଳିଲା ସର୍ତ୍ତମୂଳକ ଜାମିନ #କଟକ (ଏନ୍‌.ଏମ୍‌.): ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ତେବେ ହାଇକୋର୍ଟ ଶ୍ରୀ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପ୍ରଶାନ୍ତ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରଖି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାବାଦ ଅନ୍ୟାନ୍ୟ…

ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ

ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ #ଚୌଦ୍ୱାର(ଏନ୍‍.ଏମ୍‍.): ପଞ୍ଚାୟତନ ନିର୍ବାଚନରେ ସିଂହାସନ କାହାର । ଏ ନେଇ ଚାଲିଛି ଅଙ୍କକଷା । ବିଜେଡ଼ି ପକ୍ଷରୁ ସ୍ଥାନୀୟ ଆଗ୍ରାହାଟ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବିଗତ ୧୦ବର୍ଷ ମଧ୍ୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧିନସ୍ଥ ଚୌଦ୍ୱାର କଟକ ବିଧାନସଭା ନିର୍ବାଚନ ମଣ୍ଡଳିର ସମସ୍ତ ପଞ୍ଚାୟତରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସାଧିତ…

କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ

କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ କଟକ(ଏନ୍‌.ଏମ୍‌.): କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । କଟକ ଜିଲ୍ଲାପାଳ କିମ୍ବା ଆରଟିଓ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ଖରାରେ ଡହଳ ବିକଳ ହୋଇ ପଡ଼ୁଛନ୍ତି । ଛାଇ ଟିକେ ନପାଇ ଏଣେ ତେଣେ ବୁଲୁଛନ୍ତି । ତେବେ ଜନସାଧାରଣ ଏହି ସମସ୍ୟାକୁ ଉପଲବ୍ଧି କରି ଏହାର…

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା “ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା “ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା 'ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ନିମାପଡ଼ା(ଏନ୍‌.ଏମ୍‌.): ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା ନିମାପଡ଼ା ବ୍ଲକର ଶେଉଳସାହି ଗ୍ରାମରେ 'ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାନ ତରଫରୁ ବୈଜ୍ଞାନିକ ଡ. ହେମନ୍ତ କୁମାର ଦାଶ, ଡ. ସନାତନ ପ୍ରଧାନ, ଡ. ଦେବବ୍ରତ ସେଠୀ ଏବଂ ଡ. ରୁମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କୃଷି ଏବଂ ଗୃହଯାତ…

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି କଟକ(ଏନ୍‌.ଏମ୍‌.): ଆଜି ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟରେ ନୂତନ ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଯୋଗଦେଇଥିବାବେଳେ ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜିତ ହୋଇଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ୩ ବିଚାରପତିଙ୍କୁ…

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ ବଲାଙ୍ଗିର (ଏନ୍‌.ଏମ୍‌.): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟାରେକରୁ ଫେରାର ହୋଇ ପଯିବା ପରେ ପୁଲିସ ହାତରେ ଧରା ପଡ଼ିଛି । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଛିଥିବାବେଳେ ପୁଲିସ ତାକୁ ଧରିଛି । ତେବେ ଗୋବିନ୍ଦ…

ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ

ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ #ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଭାରତୀୟ ନୌବାହିନୀକୁ ଏକାଦଶତମ ବୋଇଂ ପି-୮ଆଇ ବିମାନ ମିଳିଛି । ଆମେରିକାର ଅଗ୍ରଣୀ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ବୋଇଂ ଏହି ବିମାନ ନିର୍ମାଣ କରିଛି । ବୁଡାଜାହାଜ ବିଧ୍ୱଂସୀ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଏହି ବିମାନ ସମର୍ଥ ବୋଲି ନୌବାହିନୀ ପକ୍ଷରୁ କୁହାଯାଇଛି । ଏହି ଲଙ୍ଗ ରେଞ୍ଜ ମେରିଟାଇମ ରେକନିସାନ୍ସ ଆଣ୍ଟି ସବମାରାଇନ ୱାରଫେୟାର…

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ:  ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ: ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ: ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା  #ବଲାଙ୍ଗିର(ଏନ୍‌.ଏମ୍‌.): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ  ଲକ୍ଷେ ଟଙ୍କା ପୁରସ୍କାର ରାଶି ମିଳିବ । ବଲାଙ୍ଗିର ପୁଲିସ ପକ୍ଷରୁ ଏପରି ଘୋଷଣା କରାଯାଇଛି । ଏହା ସହ…

ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ୬ଟି ଗାମ ପଞ୍ଚାୟତ ପାଇଁ ବିଜେଡି ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଙ୍ଗରାଜପୁର ଠାରେ ବିଜେଡି କଟକ ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌ବୋଧନ ଦେଇ…

ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ

ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ କଟକ/ଜଗତପୁର(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ପଞ୍ଝାରେ ଚୋରା ଗଞ୍ଜେଇ ବ୍ୟବସାୟୀ । ଦୀର୍ଘ ଦିନ ଧରି ବେଆଇନ ଭାବେ ଗଞ୍ଜେଇ କାରବାର କରୁଥିବା ଜଣେ ଅଭିଯୁକ୍ତକୁ ଜଗତପୁର ଥାନା ପୁଲିସ ଗିରଫ କରିବା ସହ ତା ନିକଟରୁ ୧କିଲୋଗ୍ରାମ ୧ଶହ ଗ୍ରାମ ଗଞ୍ଜେଇ ସହିତ ଓଡି୦୪ଏନ୭୩୮୦ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆକ୍ଟିଭାକୁ ଜବତ କରିଛି ।…

କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ସ୍ୱାସ୍ଥ୍ୟ

କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା

କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା ଥିରୁଅନନ୍ତପୁରମ(ଏଜେନ୍ସି): ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଏକାଧିକ ଜିଲ୍ଲାର ଅବସ୍ଥା ସାଂଘାତିକ ହୋଇଛି । ଇତି ମଧ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ସେନା ବାହିନୀର କର୍ମଚାରୀ ନିୟୋଜିତ ହୋଇଛନ୍ତି । କୋଟ୍ଟାୟାମରେ ସର୍ବାଧିକ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ…

ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ କଲା ଭିଜିଲାନ୍ସ ବିଭାଗ: ସମ୍ପତ୍ତି ବାଜ୍ୟାପ୍ତି ହେବ!
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ କଲା ଭିଜିଲାନ୍ସ ବିଭାଗ: ସମ୍ପତ୍ତି ବାଜ୍ୟାପ୍ତି ହେବ!

ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ କଲା ଭିଜିଲାନ୍ସ ବିଭାଗ: ସମ୍ପତ୍ତି ବାଜ୍ୟାପ୍ତି ହେବ! ଭୁବନେଶ୍ୱର (ଏନ.ଏମ୍‌.): ଦୀର୍ଘ ୨୩ ଘଣ୍ଟା ଧରି ମାରାଥନ ଚଢ଼ାଉ କରିବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ (୧.୪୪ କେଜି) ସୁନା ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ସବ୍ୟସାଚୀ ବ୍ରାଣ୍ଡର ୨୪…

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ ସ୍ଥିତ ଏକ ଅଗରବତୀ କାରଖାନାରେ ରବିବାର ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ,କଞ୍ଚାମାଲ ଓ ଅଗରବତୀ ପୋଡି ନଷ୍ଟ ହୋଇଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ସୂଚନା ମୁତାବକ,ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ରେ ଥିବା ଏସ ଏସ ଏଣ୍ଟରପ୍ରାଇଜେସ ନାମକ…

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କ ସ୍ଥାୟୀ ନିଯୁକ୍ତି ଦାବି କରି ଗତ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ କର୍ତ୍ତବ୍ୟରେ ରହି ‘ଅସହଯୋଗ ଆନ୍ଦୋଳନ’ ଜାରିରଖିଛି ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ୍ । ଦୀର୍ଘ ୧୪ ବର୍ଷ ଧରି ରାଜ୍ୟରେ ଥିବା ସମସ୍ତ ପିଏଚସି ଓ ସିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ସ୍ଥାୟୀ…

ବିଜେଡିର ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ବିଜେଡିର ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ

ବିଜେଡିର ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱନକ୍ରମେ ଅକ୍ଟୋବର ୨ତାରିଖରୁ ଆସନ୍ତା ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ସିଏମସି ୪୦ନମ୍ବର ୱାର୍ଡ଼ ଯୋବ୍ରା ଚାରିଘରିଆ ଅଞ୍ଚଳରେ ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୱାର୍ଡ଼ର ପୂର୍ବତନ କର୍ପୋରେଟର ଜୟଦେବ ଜେନା ଓ ୱାର୍ଡ଼ ସଭାପତି ବିଜୟ କୁମାର ପଣ୍ଡାଙ୍କ…

ମନୀଷ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ୍‌
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମନୀଷ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ୍‌

ମନୀଷ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ୍‌ #ଭୁବନେଶ୍ୱର (ଏନ୍‌.ଏମ୍‌.): ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଇନ୍‌ଫୋସିଟି ପୁଲିସ ୪ ଦିନିଆ ରିମାଣ୍ଡରେ ନେବ । ଆସନ୍ତାକାଲି ଠାରୁ ସେମାନଙ୍କୁ ପୁଲିସ୍ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି । ଏଥିପାଇଁ ଭୁବନେଶ୍ୱର ଜେଏମ୍‌ଏଫସି କୋର୍ଟ ଅନୁମତି ଦେଇଛନ୍ତି । ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରେ ଅମୃତ ବିଶ୍ୱାଳ,…

ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ

ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ ଭୁବନେଶ୍ୱର (ଏନ୍‍.ଏମ୍‍.): ଏଥର ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ଯାତ୍ରା କରିବ । ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ସପ୍ତଦିବସୀୟ ସେବା ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ସପ୍ତଦିବସୀୟ ସେବା ଶିବିର

କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ସପ୍ତଦିବସୀୟ ସେବା ଶିବିର କୋଣାର୍କ (ଏନ୍‍.ଏମ୍‍.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍‌ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗତ ୧୩ ତାରିଖଠାରୁ କୋଣାର୍କ ଏନଏସି ଅନ୍ତର୍ଗତ ୧୧ନମ୍ବର ୱାଡର ନଳକଣ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ସପ୍ତଦିବବସୀୟ +୨ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିରର । ମହାବିଦ୍ୟାଳୟର +୩ର କାର୍ଯ୍ୟକ୍ରମ ସଂଯୋଜକ ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ସପ୍ତଦିବସୀୟ…

ତ୍ରିରାଙ୍ଗରେ ଉଦଭାସିତ ହେଲା ସୂର୍ଯ୍ୟ ମନ୍ଦିର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ତ୍ରିରାଙ୍ଗରେ ଉଦଭାସିତ ହେଲା ସୂର୍ଯ୍ୟ ମନ୍ଦିର

ତ୍ରିରାଙ୍ଗରେ ଉଦଭାସିତ ହେଲା ସୂର୍ଯ୍ୟ ମନ୍ଦିର କୋଣାର୍କ (ଏନ୍‍.ଏମ୍‍.): ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରମୁଖ ଐତିହ୍ୟ ପୀଠକୁ ସନ୍ଧ୍ୟା ସମୟରେ ଭାରତର ଜାତୀୟ ପତାକା ସଦୃଶ୍ୟ ତିନି ରଙ୍ଗର ଆଲୋକରେ ଆଲୋକିତ କରାଯାଇଛି । ଏହି କ୍ରମରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରକୁ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ମନ୍ଦିରର ପାଦଦେଶରୁ ଚୁଡା…