ଓଡ଼ିଶା ପରିବହନ ଚାଳକ ସଂଘ କର୍ମକର୍ତ୍ତା ନିର୍ବାଚନ
ଓଡ଼ିଶା ପରିବହନ ଚାଳକ ସଂଘ କର୍ମକର୍ତ୍ତା ନିର୍ବାଚନ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଓଡ଼ିଶା ପରିବହନ ଚାଳକ ସଂଘ, ଟାଙ୍ଗୀ-ଚୌଦ୍ୱାର ବ୍ଳକ ଶାଖାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୋଟରଯାନ ଚାଳକମାନଙ୍କର ଏକ ସାଧାରଣ ସଭା ଗରୁଡ଼ଗାଁ ପଞ୍ଚାୟତ ବିଶ୍ୱନାହାକାଣୀ ହାଟ ପଡ଼ିଆରେ ଆୟୋଜିତ ହୋଇଥିଲା । ସଂଘର…



















