ସିଏମ୍ସି କଲ୍ୟାଣ ମଣ୍ଡପ ଦୁର୍ନୀତି:୨କୋଟି ୧୦ଲକ୍ଷ ୪୩ହଜାର ଆତ୍ମସାତ, ପୂର୍ବତନ ତତ୍ତ୍ୱାବଧାରକଙ୍କ ନାମରେ ଏତଲା
ସିଏମ୍ସି କଲ୍ୟାଣ ମଣ୍ଡପ ଦୁର୍ନୀତି:୨କୋଟି ୧୦ଲକ୍ଷ ୪୩ହଜାର ଆତ୍ମସାତ, ପୂର୍ବତନ ତତ୍ତ୍ୱାବଧାରକଙ୍କ ନାମରେ ଏତଲା କଟକ(ଏନ୍.ଏମ୍.): ସିଏମସି କଲ୍ୟାଣ ମଣ୍ଡପ ଦୁର୍ନୀତିର ଖୋଳତାଡ଼ ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ପରେ ପୁଣି ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସିଏମସି କଲ୍ୟାଣ ମଣ୍ଡପର ଦୁର୍ନୀତିକୁ ନେଇ…




















