ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର : ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ #
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର : ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ #

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ [caption id="attachment_3896" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀମାନଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଫଳରେ ଜନସାଧାରଣଙ୍କ ଠାରୁ ଲୁଟୁଥିବା କିମ୍ବା ରାଜସ୍ୱ ହଡ଼ପ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏଥିରେ ନିସ୍ତାର ନାହିଁ । ରାଜ୍ୟର ଗୋଟିଏ ପରେ ଗୋଟିଏ…

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି [caption id="attachment_3891" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.):  ଓଡ଼ିଶା ହାଇକୋର୍ଟର ୩ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ନୂତନ କୋଠାର ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ସାଢ଼େ ୯ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ନବନିଯୁକ୍ତ ବିଚାରପତି ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ଏମ୍‍.ଏସ୍‍. ରମଣଙ୍କୁ ମୁଖ୍ୟ ବିଚାରପତି ଡକ୍ଟର…

ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ

ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ [caption id="attachment_3887" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜଗତପୁର ଟୁର୍ଣ୍ଣାମେଣ୍ଟ ନନ୍‌ଷ୍ଟପ କ୍ରିକେଟ କ୍ଲବ ଆନୁକୂଲ୍ୟରେ ନିମପୁର ଖେଳ ପଡିଆରେ ଦୁଇ ଦିନ ବ୍ୟାପି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଡାକ୍ତର ସରୋଜ ସାହୁ, ସମାଜସେବୀ ମାନସ ନାୟକ, ପ୍ରାନ୍ତିକ୍ ପରିଡା ପ୍ରମୁଖ…

ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରିହେଲା ପଞ୍ଚାୟତ ନିର୍ବାଚନ ଭୋଟଗଣନା ନିୟମାବଳୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରିହେଲା ପଞ୍ଚାୟତ ନିର୍ବାଚନ ଭୋଟଗଣନା ନିୟମାବଳୀ

ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରିହେଲା ପଞ୍ଚାୟତ ନିର୍ବାଚନ ଭୋଟଗଣନା ନିୟମାବଳୀ ଭୁବନେଶ୍ୱର(ଏନ୍‌.ଏମ୍‌.): ନିର୍ବାଚନ ପ୍ରକ୍ରିୟାରେ ଭୋଟଗଣନା ଏକ ମୁଖ୍ୟ କାର୍ଯ୍ୟ ଅଟେ । ଅସାବଧାନ ଭୋଟଗଣତି ଯୋଗୁଁ ସଂପୂର୍ଣ୍ଣ ନିର୍ବାଚନ ଫଳାଫଳ ଭୁଲ ହୋଇପାରେ। ଏ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀମାନଙ୍କର ଗୁରୁଦାୟିତ୍ୱ ରହିଛି । ଭୋଟଗଣତି କେନ୍ଦ୍ର ଉପରେ ନିର୍ବାଚନ ଅଧିକାରୀମାନେ ତୀକ୍ଷ୍‌ଣ ଦୃଷ୍ଟି ଦେବା ସହ ଭୋଟଗଣତି କେନ୍ଦ୍ର ମଧ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିଶ୍ଚିତ ରୂପେ…

ନୂତନ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନୂତନ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା

ନୂତନ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା [caption id="attachment_3880" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାନସଭା ମଣ୍ଡଳୀର ନୂତନ ଛାତ୍ର କଂଗ୍ରେସ କମିଟିର ଏକ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ସେଲଟର ଛକ ସ୍ଥିତ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ନଗର ଛାତ୍ର କଂଗ୍ରେସ କମିଟିର ସଭାପତି ସୌମ୍ୟ ରଞ୍ଜନ ଦାସ ପୌରହିତ୍ୟ କରିଥିଲେ । ଏଥିରେ ବାରବାଟୀ-କଟକ…

କୁଖ୍ୟାତ ଗଞ୍ଜେଇ ମାଫିଆ ସହ ସହଯୋଗୀ ଗିରଫ : ଘରୁ ବାହାରିଲା ନଗର ୭୫ଲକ୍ଷ ଟଙ୍କା ଓ ଗହଣା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କୁଖ୍ୟାତ ଗଞ୍ଜେଇ ମାଫିଆ ସହ ସହଯୋଗୀ ଗିରଫ : ଘରୁ ବାହାରିଲା ନଗର ୭୫ଲକ୍ଷ ଟଙ୍କା ଓ ଗହଣା

କୁଖ୍ୟାତ ଗଞ୍ଜେଇ ମାଫିଆ ସହ ସହଯୋଗୀ ଗିରଫ : ଘରୁ ବାହାରିଲା ନଗର ୭୫ଲକ୍ଷ ଟଙ୍କା ଓ ଗହଣା [caption id="attachment_3876" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ବେଆଇନ ନିଶା କାରବାର ବଢ଼ିବାରେ ଲାଗିଛି । ତେବେ ଏହାକୁ ରୋକିବା ନିମନ୍ତେ କମିଶନରେଟ ପୁଲିସ ମଧ୍ୟ ବେଶ ତତ୍ପର ହୋଇ ଉଠିଛି । କହିବାକୁ ଗଲେ ବେଆଇନ ନିଶାକାରବାରକୁ ନେଇ ପୁଲିସ ଓ ନିଶାମାଫିଆଙ୍କ…

ମହାନଦୀରେ ପୁଣି କୁମ୍ଭୀର ଦେଖି ଜଗତପୁରବାସୀ ଆତଙ୍କିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀରେ ପୁଣି କୁମ୍ଭୀର ଦେଖି ଜଗତପୁରବାସୀ ଆତଙ୍କିତ

ମହାନଦୀରେ ପୁଣି କୁମ୍ଭୀର ଦେଖି ଜଗତପୁରବାସୀ ଆତଙ୍କିତ [caption id="attachment_3873" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ମହାନଦୀରେ ଖସିଆସିଥିବା କୁମ୍ଭୀରକୁ ଚୌଦ୍ୱାର ନୂଆପାଟଣା ନିକଟରେ ଧରି ପୁଣି ଛାଡ଼ିଦିଆଯିବା ଯୋଗୁଁ ଉକ୍ତ କୁମ୍ଭୀରଟି ମହାନଦୀର ବିଭିନ୍ନ ସ୍ଥାନରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଏପରିକି କୁମ୍ଭୀରକୁ ନଦୀରୁ ଉପରକୁ ଉଠି ଆସି ବୁଲାବୁଲି କରୁଛି । ଫଳରେ ନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ଆତଙ୍କିତ…

ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ

ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ ପୁରୀ (ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ସମ୍ପର୍କୀତ ସୂଚୀ ଆସିଛି । ରାଷ୍ଟ୍ରପତି ପୂର୍ବରୁ ୨ଥର ଶ୍ରୀକ୍ଷେତ୍ର ଆସିଥିବାବେଳେ ଏଥର ତୃତୀୟ ଥର ପୁରୀଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ପୂରୀ ଜିଲ୍ଲାପ୍ରଶାସନକୁ ଆସିଥିବା ଗସ୍ତ ତାଲିକା ଅନୁଯାୟୀ…

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର ଅନୁଗୁଳ(ଏନ୍‌.ଏମ୍‌.): ଆଠମଲ୍ଲିକ ବ୍ଲକ କନ୍ତପଡ଼ା ସେବା ସମବାୟ ସମିତି ସମ୍ପାଦକ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ଲିପ୍ତ ରହି ସରକାରୀ କାର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ଦେଖାଦେଇଛି । ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚନ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଥିବାରୁ ସଂପୃକ୍ତ ସେବା ସମବାୟ ସମିତି ସଂପାଦକ ରୋହିତ ପୁଢ଼ଙ୍କ ବିରୋଧରେ ସରକାରୀ…

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ [caption id="attachment_3863" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ମାନବିକତା ଦେଖାଇ ଉଦାହରଣ ସୃଷ୍ଟି କଲେ ସାମାଜିକ କଟକ ମହାନଗର ନିଗମ ୫୬ ନମ୍ବର ୱର୍ଡ଼ ବାଲିକୁଦା ଗ୍ରାମର ସାମାଜୀକ କର୍ମୀ, ତଥା ଆମ୍ବେଦକର ସ୍ମୃତି ପରିଷଦର ସଭାପତି, ସୁକାନ୍ତ ସେଠୀଙ୍କ ମା ରଜନୀ ସେଠୀ, ଗତ ଡିସେମ୍ବର ମାସ ୩ ତାରିଖରେ ମୃତ୍ୟୁ ଘଟିଥିଲା । ଗରିବ ଲୋକମାନଙ୍କ ମୃତ୍ୟୁ…

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ ଭୁବନେଶ୍ୱର (ଏନ୍‌.ଏମ୍‌.): ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସୁରୁଖୁରୁରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଆରମ୍ଭରୁ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜାନୁଆରୀ ୧୯ତାରିଖଠାରୁ ଫେବୃଆରୀ…

ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର

ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର ଭୁବନେଶ୍ୱର (ଏନ୍‌.ଏମ୍‌.): ଆଗାମୀ ପୌର ନିର୍ବାଚନ ବାଲାଟ ପେପରରେ ନହୋଇ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍‌)ରେ ହେବ । ଏ ନେଇ ଆଜି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୁଥରେ ୨ଟି ଇଭିଏମ୍ ରହିବ । ଗୋଟିଏ ଇଭିଏମରେ କାଉନସିଲର/କର୍ପୋରେଟରଙ୍କ ପାଇଁ…

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି!
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି!

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି! ପୁରୀ (ଏନ୍‌.ଏମ୍‌.): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସରେ ପୁରୀ ଶ୍ରୀମନ୍ଦିରକୁ ଆସିବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସି ୨୦ ତାରିଖରେ ଫେରିଯିବେ । ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ପୁରୀ ଜିଲ୍ଲା ପ୍ରଶାସନ…

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର । ଦୁର୍ନୀତିକୁ ଆଦୌ ପ୍ରଶୟ ଦେଉନଥିବା ନବୀନ ସରକାର ପୁଣି ବିଭିନ୍ନ ବିଭାଗରେ ନିଯୁକ୍ତଥିବା୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତି ଓ ଅପାରଗତା ପାଇଁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।…

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ [caption id="attachment_3844" align="alignnone" width="185"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌): କୁହା ଯାଉଛି ରକ୍ତଦାନ ଜୀବନ ଦାନ । ଏହି ନ୍ୟାୟରେ ରାଜ୍ୟରେ ବହୁ ଜନସାଧାରଣ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥାନ୍ତି । ତେବେ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ କରାଯାଉଛି । ହେଲେ ରକ୍ତଭଣ୍ଡାରରେ…

କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି [caption id="attachment_3841" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ ଦୋଳମୁଣ୍ଡାଇ ଛକ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯୁବମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି [caption id="attachment_3837" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ନରସିଂହପୁର(ଏନ୍‌.ଏମ୍‌.): ଏକ ମାମଲାର ସମାଧାନ କରିଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡ଼ିଆ । ତାଙ୍କ ଠାରୁ ଟଙ୍କା ଜବତ କରିବା ସହିତ ନରସିଂହପୁର ସ୍ଥିତ ତାଙ୍କ ସରକାରୀ ବାସଭବନ ଓ…

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର [caption id="attachment_3834" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି ପାଶ୍ୱର୍ ବିରୂପା ବ୍ରିଜ ତଳୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ଖବର ପାଇ ଜଗତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତ ଦେହକୁ ଉଦ୍ଧାର କରିଥିଲା । ମିଳିଥିବା ସୂଚନା ଅନୁଯାଇ, କିଛି ଦିନ ତଳୁ…

ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଠକେଇ, ଦଲାଲ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଠକେଇ, ଦଲାଲ ଗିରଫ

ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଠକେଇ, ଦଲାଲ ଗିରଫ [caption id="attachment_3830" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ବିଭିନ୍ନ ସଂସ୍ଥାରେ ଚାକିରୀ କରାଇ ଦେବା ନାମରେ ଦଲାଲଙ୍କ ଉତ୍ପପାତ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଚାକିରି ପାଇବା ଆଶାରେ ଠକାମୀର ଶିକାର ହେଉଛନ୍ତି ଯୁବ ଗୋଷ୍ଠୀ । ଏହି ଭଳି ଏକ ଘଟଣା ଘଟିଛି ଜଗତପୁର ଅଞ୍ଚଳରେ । ଦୈନିକ ବ୍ୟକ୍ତିଙ୍କୁ ଏକ ଘରୋଇ ବ୍ୟାଙ୍କରେ…

କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ

କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ [caption id="attachment_3824" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଶାରଳା ଭବନରେ କେନ୍ଦ୍ର ସରକାରଙ୍କ "ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଯୁକ୍ତ ଭାରତର ବଜେଟ-୨୦୨୨’ ସମ୍ବନ୍ଧରେ କଟକନଗର ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ସଭା ଆରମ୍ଭରେ ଭାରତ ରତ୍ନ ଲତା ମଙ୍ଗେସକର ଙ୍କର ନିଧନରେ ଦୁଃଖ ପ୍ରକାଶ କରାଯାଇ ଶୋକ ପ୍ରସ୍ତାବ ପାରିତ ହୋଇ ନିରବ ପ୍ରାର୍ଥନା କରାଯାଇଥିଲା…